ବିନା ପଇସା ରେ ବାଉନ ବଜାର ବୁଲାଇ ଆଣି ବାର ସାହସ
ବିନା ଥକି ସାରା ସଂସାର ର ବୋଝକୁ ବୋହି ନବାର ଶକ୍ତି ଥିବା
ଲୋକ ଟିଏ-
Swati Sujata Pradhan
(Swati Sujata🖤)
42 Followers · 25 Following
Joined 14 January 2019
19 JUN 2022 AT 23:27
11 AUG 2021 AT 15:37
Sometimes 𝙐'll get
infinite 𝙋𝘼𝙄𝙉
sometimes
infinite 𝙇𝙊𝙑𝙀
That is 𝙇𝙄𝙁𝙀..-
17 FEB 2021 AT 14:18
ସେ : ପ୍ରେମିକା ନା ଲେଖିକା
ମୁଁ : ଲେଖିକା
ସେ: କାହିଁକି?
ମୁଁ: ପ୍ରେମିକାକୁ ଖାଲି ତମେ ଭଲ ପାଇବ
ଇଚ୍ଛା ହେଲେ ଭଲପାଇବ ଇଚ୍ଛା ହେଲେ ଧୋକା ଦେବ
ଲେଖିକା କୁ ମୁଁ ନିଜେ ଭଲ ପାଇବି
ମୋ କାଗଜର ଧଳା
ମୋ ସ୍ୟାହିର କଳା
ମୋ ମନର ହଜାର ରଙ୍ଗୀନ୍ ଛୋଟବଡ ସ୍ବପ୍ନ ଭଲପାଆନ୍ତି
ସେଠି କୋଣାର୍କ ଗଢ଼ିବାପାଇଁ
ବାର ଶହ ବଢେଇ ଦରକାର୍ ହୁଏନି
କି ତାଜମହଲ ଗଢ଼ିବାକୁ ଟଙ୍କା....
(ପ୍ରେମିକ ନୀରବତା ଆଉ ଲେଖିକାର ହୋ ହୋ ହସରେ
ହଜାରେ ପ୍ରେମିକା ଆଜି ଲେଖିକା)-
3 JAN 2021 AT 19:18
what's the approx
distance between
U'll be happy again
&
It's time to happy again..-
4 NOV 2020 AT 10:37
ଦେଖି ଶିଖି କରୱା ଚୋଥ ରଖିଥିବା
ଆମ ଓଡ଼ିଆଣୀ ମାନଙ୍କୁ ବି ଶୁଭେଚ୍ଛା
🤭🤭💐💐
Happy fasting 😂😂-