Swati Padhee  
12 Followers · 5 Following

Joined 15 October 2018


Joined 15 October 2018
1 AUG 2022 AT 23:03

Main dhire dhire tooth rahi hun..
Sach bataun toh
Main dhire dhire ab tooth rahi hun
Apni roshni ko thodi thodi kar
Sari kho rahi hun...
Sach bataun toh Main dhire dhire tooth rahi hun...
Mere andar ab mera kuch nahi baki
Apni sari khusiyoon ko apne samne nakamhote dekh rahi hun..
Dill bahut bhari haii....
Muskil se saans le pa rahi hun..
Mujhe nahi pata kya karna chahiye abhi..
Bas itna pata ki galat hona nhi chahata hun..
Din ba din Main dhire dhire tooth rahi hunn...
Ab jeene ka koi matlab nahi hai mere pass..
Main dheere dhire tooth gayi hoon..

-


7 JUN 2022 AT 15:55

ତୋର୍ ସଙ୍ଗେ ରହି କରି ମୁଇଁ
ବହୁତ୍ ଏକଲା ହେଇଗଲି।

-


19 JAN 2021 AT 16:24

ହଁ ମୋ ଜୀବନରେ ଆସିଥିଲ ତୁମେ କିଛି କ୍ଷଣ ପାଇଁ,
କେବେ ସ୍ବପ୍ନ ରେ ମଧ୍ଯ ଭାବିନଥିଲି ଏମିତି ଆସିବ ବୋଲି।
ହିଁ ସେଦିନ ହଠାତ୍ ତୁମ ସହିତ କଥା ହେଇଥିଲା ଯେତେ ବେଳେ ଜାଣିନଥିଲି କି ଆଗକୁ ଅାଇ ଏହି ସମ୍ପର୍କ ଟା ଏତେ ନିବିଡ଼ ହେଇଯିବ ବୋଲି, କଣ ସଂପର୍କ ଥିଲା ଜାଣି ନାହିଁ ,କିନ୍ତୁ କାହିଁକି ଯେ ବହୁତ୍ ନିଜର ଲାଗୁଥିଲା । ନା ବନ୍ଧୁତା ଥିଲା ନା ଆଉକିଛି ଥିଲା ।।ସତରେ କଣ ଏମିତି b କିଛି ସମ୍ପର୍କ ଥାଏ!!!!
ହଁ କିଛି ଦିନ ପାଇଁ ଥିଲା ସତ । କିନ୍ତୁ ଦୁଇ ଙ୍କ ମନରେ ଥିଲା ଭିନ୍ନ ଭିନ୍ନ ଆଶା। ଆଉ ତାପରେ ସୃଷ୍ଟି ହୋଇଥିଲା କଳହ।କାହିଁକି ନା ଯେତେ ବେଳେ କିଛି ଆଶା ରହିଯାଏ ତାହା ପୂର୍ଣ୍ଣ ନହେଲେ ସମ୍ପର୍କ ମଧ୍ୟ ରେ ଫାଟ ସୃଷ୍ଟି ହୁଏ।।
ଆଉ ସେହି ଆଶା ପୂରଣ କରିବା ପାଇଁ ମୋର ସାହସ ନଥିଲା, ତା ପରେ ଆସିଥିଲା ପ୍ରତାରଣା। ହଁ କୁହାଯାଇ ପରେ ଏଇଟା ମୋର ଭୁଲ୍ ଥିଲା!!!!
ବେଳେ ବେଳେ ଏମିତି b ହୁଏ କି ଆମ ମନରେ ଅନେକ ସ୍ବପ୍ନ ଦେଖିବାକୁ ଇଚ୍ଛା ହେଇଥାଏ ,ମାତ୍ର କିଛି କ୍ଷଣ ପରେ ଯେତେ ବେଳେ ବାସ୍ତବତା ଦେଖାଯାଏ,ସବୁ ସ୍ବପ୍ନ ମରିଯାଏ।

ହଁ କିଛି କ୍ଷଣ ପାଇଁ ଏମିତି ସ୍ଵପ୍ନ ଆସିଥାଏ ଜୀବନରେ! ଆଉ କିଛି କ୍ଷଣ ପରେ ଯେମିତି ଅନ୍ଧାର ରାତି ।

-


13 SEP 2020 AT 0:11

Kuch baaton se Anjaan rahena hi achha hai
Bahut taklif deta hai kabhi kabhi sab kuch jaan lena bhi..😊

-


21 JUN 2020 AT 0:23

ଏନ୍ତୁଡ଼ି ସାଳ ରୁ ଶ୍ମଶାନ ପର୍ଯ୍ୟନ୍ତ ସଂଘର୍ଷ
ସେଇ ତ ଜୀବନ!!!

-


28 JAN 2020 AT 17:27

Days of endless struggle
More hopeful pills today
Trying to appear normal
In some short of way
It seems that the struggle
Is always here with me
And I wouldn't be here now
If guilt would leave me be

-


29 NOV 2019 AT 20:37

Alone & alone I do sit
With your memory on my lips
Thoughts of you in the noon
Dreams of you in the mind


Alone and alone I do sit
Far away you are still than near
In my heart I do fear
May God give me no more tears
Far away ,you are , still very near

-


8 NOV 2019 AT 17:34

One word
Thousand emotions!!!
'Maa'♥️

-


6 OCT 2019 AT 18:05

I am the girl who hides behind a smile every day ,
I am the girl who has thought exterior,
But that's not who I really am
I am the girl who has a lot of problems But doesn't share one thing

Sometimes I just need someone to talk to
Someone care about me .
Someone listen to my problem .
Someone to hold me when I cry .
Someone to love me ..😔😔
Nobody knows the real me
Nobody knows what I go through everyday 😔
Nobody knows that I m the girl who is not who say I am ..
& I m the girl who will cry herself to sleep every night..

-


6 OCT 2019 AT 13:58

ଜୀବନ ଟା ତ ଅଭିନୟର ମଞ୍ଚ
ଅଭିନୟ କେବେ ହେଲେ ସରେ ନାହିଁ।
ମନ ଭାଙ୍ଗିଗଲେ ଯୋଡିବାକୁ କେହି ନାହିଁ।
ହଜିଗଲେ ଏହିଠାରେ ଖୋଜି ଆଣିବାକୁ କେହି ନାହିଁ।

-


Fetching Swati Padhee Quotes