𝙃𝙖𝙧 𝙥𝙖𝙡 𝘽𝙖𝙨 𝙛𝙞𝙠𝙖𝙧 𝙨𝙞 𝙝𝙤𝙩𝙞 𝙝𝙖𝙞 💕
𝙅𝙖𝙗 𝙢𝙤𝙝𝙖𝙗𝙗𝙖𝙩 💖𝙠𝙞𝙨𝙞 𝙨𝙚 𝘽𝙚𝙥𝙖𝙣𝙖𝙝 𝙝𝙤𝙩𝙞 𝙝𝙖𝙞.. 💞-
Wo sochte hai ki humme
Unki surat se ishq hui thi ..
Par humme toh unki awaj, khushboo
Arr Ehesas se ishq hui hai...
Surat arr paise se ishq hoti toh ... Sach
Kahun meri jaan app se kabhi nhi hoti-
ପ୍ରେମ ର ପ୍ରଥମ call recordings ଶୁଣିେଲ ଯେତିକି ଖୁସି ଲାଗେ ସେତିକି କଷ୍ଟ ପ୍ରେମ ର ପ୍ରଥମ ଧୋକା ରେ ବି ଲାଗେ.....
-
𝗗𝘂𝗮 𝘃 𝘁𝘂𝗺.... 𝗞𝗵𝘄𝗮𝗯 𝘃 𝘁𝘂𝗺....
𝗠𝗮𝗻𝗻𝗮𝘁 𝘃 𝘁𝘂𝗺... 𝗝𝗮𝗻𝗻𝗮𝘁 𝘃 𝘁𝘂𝗺...
𝗗𝗮𝗿𝗱 𝘃 𝘁𝘂𝗺..... 𝗗𝗮𝗯𝗮𝗵 𝘃 𝘁𝘂𝗺...
𝗦𝘂𝗸𝗼𝗼𝗻 𝘃 𝘁𝘂𝗺.... 𝗝𝘂𝗻𝗻𝗼𝗻 𝘃 𝘁𝘂𝗺...
𝗝𝗮𝗸𝗵𝗮𝗺 𝘃 𝘁𝘂𝗺.... 𝗜𝗹𝗮𝘇 𝘃 𝘁𝘂𝗺....
𝗛𝗮𝘀𝗿𝗮𝘁 𝗠𝗮𝗶𝗻 𝘁𝘂𝗺... 𝗣𝗮𝗿 𝗸𝗶𝘀𝗺𝗮𝘁 𝗺𝗮𝗶𝗻 𝗻𝗵𝗶 𝗵𝗼 𝘁𝘂𝗺 . ...-
ତୁମେ ରାଗିଗଲେ ଲାଗୁଛି ଯେମିତି
ମୋ ହୃଦୟ ରେ କଳା ବାଦଲ ଛାଇ ହୋଇ ଯାଉଛି
ଚାରିଆଡେ ଖାଲି ଅନ୍ଧାର ଲାଗୁଛି ମତେ😉
ତୁମେ ବର୍ଷି ଚାଲିଛ ଆଉ ମୁଁ ସେ ରାଗ ର ବର୍ଷା ରେ ନିଜକୁ ଭିଜେଇ ଚାଲିଛି ...
କାହିଁକିନା ମୁ ଜାଣେ ଯେବେ ତୁମେ ତୁମ ବର୍ଷିବା ବନ୍ଦ କରିବ ସେବେ କୋମଳ ଶିଶୁ ପରି ମୋର ସେ ଭୟଭୀତ ହୃଦୟ କୁ ଜାବୁଡ଼ି ଧରିବ..🥰
ଆଉ ତୁମ ବାହୁରେ ସେ କିଛି ମୁହୂର୍ତ୍ତ ବିତେଇବା ପାଇଁ ମୁଁ ସେ ବର୍ଷା ରେ ଭିଜିବାକୁ ରାଜି💞
-
କାଲି ଯାଏ ମୁ କେବଳ ନିଜକୁ ଭଲ ପାଉଥିଲି ....❤
ଆଉ ଆଜି ମୁଁ ମୋ ଭଲ ପାଇବାକୁ ତୁମ ସହ ବାଣ୍ଟିବାକୁ ରାଜି...😊
କାଲି ଯାଏ ମୁଁ ମୋର କିଛି ଜିନିଷ ବାଣ୍ଟୁ ନଥିଲି...💞
ଆଉ ଆଜି ତୁମ ସହ ମୁ ମୋ ଜୀବନ ବାଣ୍ଟିବାକୁ ବି ରାଜି...💖
କାଲି ଯାଏ ମୁ ମୋ ଜୀବନ ନିଜ ପାଇଁ ବଞ୍ଚୁଥିଲି ...💟💟
ଆଉ ଆଜି ଠୁ ମୁ ତୁମ ପାଇଁ ବଞ୍ଚିବାକୁ ବି ରାଜି😌😌-
Sabko crop karke jin logon ki photos tum save karoge .... Wo log tumhe khud ki jindegi se crop kardenge....
-
ଦିନ ବି ତୁମର ❤
ଆଉ ରାତି ବି ତୁମର
ଦିନ ଯାଉଛି ତୁମ ସହ ଗପି ଗପି💞
ଆଉ ରାତି ସରୁଛି ତୁମ କଥା ଭାବି ଭାବି🙈🙈-
କେବେ ଜଣେ ଲେଖିକା କୁ....
ପ୍ରେମିକା ବନେଇ ଦେଖ
ତୁମେ ପ୍ରକାଶ କରି ପାରୁନଥିବା
ହୃଦୟ ର ଅନେକ ଭାବନାକୁ
ସେ ଶଦ୍ଦ ଯୋଗେଇ ଦେବ......-
ପ୍ରେମିକ ନୁହେଁ ସେ.......
କିନ୍ତୁ ପ୍ରତିଟି କଥା ତାର ସେ ମନ ଦେଇ ଶୁଣେ
ଆଉ ସବୁ ପରିସ୍ଥିତି ରେ ତା ସହ ବି ରୁହେ.....
ଅଭିମାନ ବି କରେ ଆଉ ପୁଣି କେବେ
ନିଜଠୁ ଅଧିକ ଭଲ ବି ପାଏ....
ପ୍ରେମିକ ତା ଧୋକା ଦିଏ କିନ୍ତୁ ସେ ଜୀବନସାଥୀ
ଟିଏ ହୋଇ ବାଟ ଚାଲିବାକୁ ଚାହେଁ .....
କାହିଁକିନା ସେ ପ୍ରେମିକ ହେବାକୁ ଡରେ.....🥰🥰🥰-