ଅଳପ ଦିନର ପ୍ରେମଭରା ଗଳ୍ପ
ଲେଖିବାକୁ ଟିକେ
ସମୟ ତୁ ଦେଇଯାଆ,
ତା ହୃଦୟର କୋଣରେ,
ତା କୋଳର ସ୍ୱର୍ଗୀୟ ପ୍ରେମରେ,
ଚାନ୍ଦିନୀ ର ଶୀତଳ ଛାୟାରେ,
ତାର ସେହି ମିଠା ହସରେ,
ଆଖିର ନୀରବତାରେ
ମୋତେ ଥରେ ତା ,
ଭାଗ୍ୟରେଖା ରେ
ବାନ୍ଧି ଦୋଇଯାଆ।
-
ଅଧା ଲୋଖା ଗଳ୍ପ ତୁମେ,
ଅସମ୍ପୂର୍ଣ୍ଣ ସ୍ଵପ୍ନ ତୁମେ ,
ଅବିନାଶୀ ଦୁଃଖ ତୁମେ,
ହୃଦୟ ବିଦାରକ ଯନ୍ତ୍ରଣା ତୁମେ,
ଯାହାର ଶେଷ ନାହିଁ ,
ସେ ଔିପନ୍ୟାସିକ ର ଉପନ୍ୟାସ ତୁମେ।-
ମୃତ୍ୟୁ ନେହେ ତା ର
ସ୍ୱର୍ଗୀୟ ସ୍ୱାଗତ ,
ଚାରୁହାସ୍ୟମୟୀ ଜନନୀ
ପଦପ୍ରୟର ପୁଷ୍ପମାଳ ପାଇଁ,
ବିହଙ୍ଗ ର ସୁମଧୁର ସ୍ୱର ପାଇଁ,
ଭ୍ରମର ମିଠା ମଧୂପାଇଁ,
ସମୟସୂଚକ ଏ ମାନବ ପାଇଁ
ଚନ୍ଦ୍ରମାର ଶୀତଳତା ପାଇଁ,
ମହାନ୍ ତ୍ୟାଗରେ ଭୂଷିତ
ଇଛାମୃତ୍ୟୁରେ ନିତ୍ଯଦିନ ଜର୍ଜରିତ ସେ।
-
ଆଜି ବି ମୁଁ ଦିଗହରା ତୁମ ଅପେକ୍ଷାରେ
ସ୍ଵପ୍ନରତ ଆମ ପ୍ରେମ ଇଲାକାରେ
ଦୁନିଆରୁ ଦୂର ସୁଦୂର ରାଇଜରେ,
ଜାଣିଛି ତୁ ନାହୁ
ମୋ ଭାଗ୍ୟରେ ,
ଏ ଜନ୍ମରେ,
ମୋ ହାତ ରେଖାରେ,
ସାତ ଜନ୍ମର ସାଥି ମୃଗ ତୃଷ୍ଣା ସମ୍
ଏ ମୋର ଅଭିଶପ୍ତ ଜବନୀରେ ।-
thought of my first holy person , smell of wet soil or voice in spring from spot of nature which gives me new life each snapshot of every day.
-
appear ,buckle down &
demonstrate you can
improve & quicker.-
ହୃଦୟର କୋଣରେ ଗୁଜଂରିତ,
ଜାଗ୍ରତ ପ୍ରହରିର ଧ୍ୱନି ଭଳି
ଦୁଃଖଦ ସଂଗୀତର ସୁର
ସମ ଝଙ୍କାରିତ,
ସକାଳର ପ୍ରଥମ କିରଣରେ
ଚନ୍ଦ୍ରମାର ଶୀତଳତାରେ
ଓଠ ର ଖିଆଲି ହସରେ
ସେ ଧ୍ୱନି ଆଜି ପ୍ରତାରିତ
ସୁଖର ଆବେଗମୟ ସମୟରେ।
-
Feedback is exhibited pharse of life . know contrast among good and bad that makes you more shrewd and more grounded.
-
କୋଣାର୍କ ଆଜି ମର୍ମାହତ,
ତାର ନଃସଙ୍ଗ ନିର୍ଦୟ ପ୍ରତିରୂପରେ,
ତାର ଦୃଢ ଶିଳାରେ ଖୋଦିତ
ଅନ୍ୟାନ୍ୟ କାରୁକାର୍ଯ୍ୟ ହିଁ
ତାର ସଂଘର୍ଷ ର ପ୍ରତୀକ।
ଶିଳ୍ପୀର ନିହାଣରେ ପ୍ରତାରିତ
ତାର ଭଗ୍ନ ଜରାଜିର୍ଣ୍ଣ
ରୂପରେ ବିସ୍ମିତ ଓ ଅତ୍ୟାଚାରିତ,
ବାରଶହ ବଢ଼େଇ ଆଉ
ଧରମାର ଅତୀତର ତ୍ୟାଗ
ଗାଥାରେ ସେ ଜର୍ଜରିତ,
ସ୍ଥର ମେରୁସମ ଦଣ୍ଡୟମାନ
ସବୁ ଲୁହକୁ ଭିତରେ ଲୁଚେଇ।
-
I almost always have no regrets ,everything exceptionally has especially been Worth it because I truly get to mostly have a wonderful daughter like u, u will always usually have my heart .
-