Suryakant Sethy   (Suryakant)
14 Followers · 11 Following

Joined 13 July 2019


Joined 13 July 2019
28 MAR 2020 AT 16:25

ତୁମ କଥା ଭାବି ଦିନ ସରି ଯାଏ
ସଞ୍ଜ ଆସେ ନଇଁ ନଇଁ
ଅପେକ୍ଷା ରେ ଅଛି ଅପେକ୍ଷା ରେ ଥିବି
ତୁମ ଓଠରୁ i love you ଶୁଣିବା ପାଇଁ ।

-


28 MAR 2020 AT 16:18

ଦିନ କଟି ଯାଏ ବ୍ୟସ୍ତତା ଭିତରେ
ବାକି ରହିଯାଏ ରାତି
ବାରମ୍ବାର ଦେଖେ ମୋବାଇଲ କୁ ମୋର
କେବେ online କୁ ଆସିବ ସାଥି ।

-


28 MAR 2020 AT 16:13

ମନ ର ଦୁଃଖ କୁ ମନରେ ଚାପି
ଓଠେ ହସେ ମିଛ ହସ
ପ୍ରେମ କରି ବଡ଼ ଭୁଲ ମୁଁ କରିଛି
ମିଛେ ତତେ କାହିଁ ଦେବି ଦୋଷ ।

-


26 MAR 2020 AT 10:51

ଲୋକେ ତ କହନ୍ତି ମନ ଗଢା କଥା
ପିଲା ପ୍ରେମରେ ହେଲା ଦୁଷ୍ଟ ।
ପ୍ରେମର ମୂଲ୍ୟ ପ୍ରେମିକ ହିଁ ଜାଣେ
ତାକୁ ନିଭେଇବା କେତେ କଷ୍ଟ ।।

-


26 MAR 2020 AT 10:38

ଦୁନିଆ ଟା ଗୋଟେ ପ୍ରେମ ପଞ୍ଜୁରୀ ଲୋ
ଆମେ ଦୁହେଁ ଶୁଆଶାରୀ ,
ଅଧା ବାଟେ ପ୍ରିୟା ଛାଡ଼ି ଯିବୁ ନାହିଁ
ତତେ ଝୁରି ଝୁରି ଯିବି ମରି ।

-


26 JAN 2020 AT 17:23

ଟୋପାଏ ସିନ୍ଦୁର ଦି ଟୋପା ଶଙ୍ଖା ର ମୂଲ୍ୟ ବୁଝିଲୁନି ତୁହି,
ଏକା କରି କାହିଁ ଚାଲିଗଲୁ ତୁହି ଏବେ କାନ୍ଦୁ କଇଁ କଇଁ

-


18 JAN 2020 AT 23:38

ମନ ଖୋଜୁଥାଏ ତତେ ରାତି ଦିନ
ହେବା ପାଇଁ ଦିନେ ଦେଖା
ଦେଖା ହେଇଗଲେ ସବୁ ଭୁଲି ଯାଏ
ତତେ ଦେଖୁଥାଏ ଏକା ।

-


18 JAN 2020 AT 23:37

ମନ ଖୋଜୁଥାଏ ତତେ ରାତି ଦିନ
ହେବା ପାଇଁ ଦିନେ ଦେଖା
ଦେଖା ହେଇଗଲେ ସବୁ ଭୁଲି ଯାଏ
ତତେ ଦେଖୁଥାଏ ଏକା ।

-


9 DEC 2019 AT 7:09

ଜୀବନରେ କେବେ ଭାବି ମୁଁ ନଥିଲି ପୁଣି ହେବ ମତେ ପ୍ରେମ,
ଖାଲି ଥିବା ଏଇ ଶୂନ୍ୟ ଜାଗା ଟିକୁ କିଏ କରିଦେବ ପୂର୍ଣ୍ଣ ।

-


26 SEP 2019 AT 20:27

ଭାବୁଥିଲି କହିବାକୁ ପାଉଛି ମୁଁ ଭଲ ,
ପୁଣି ଭାବିଲି
କାଇଁ ହେବି ଏ ମିଛ ପ୍ରେମ ରେ କଲ ବଲ
ମୋ ପାଇଁ ଏକା ରହିବା ଟା ଭଲ ।

-


Fetching Suryakant Sethy Quotes