Suraj Swain   (©️Suraj S)
93 Followers · 71 Following

Dare to Dream
Joined 22 October 2018


Dare to Dream
Joined 22 October 2018
19 MAY AT 12:06

ପରିଣତ ବୟସରେ ତମ ପାଇଁ ବଙ୍କୁଲି ବାଡ଼ିଟେ ମୁଁ
ବାଲ୍ୟ କାଳର ସେଇ କୁନି ଦୁଷ୍ଟ ପିଲାଟେ ମୁଁ।
ଦିନ ଥିଲା, କାଳ ଥିଲା, ତୁମ କାନ୍ଧ ମୋର ଘର ଥିଲା,
କଷ୍ଟ କେବେ ମୋତେ ହେଲେ, ତୁମ ଆଖିରୁ ଲୁହ ଝରୁଥିଲା।

ଅଳୀ ଅଝଟ ସବୁ ମୋର, କ୍ଷଣିକରେ ପୁରା କଲ
କୋଳେଇ, କାଖେଇ ମୋତେ ଆଜି ଏତେ ବଡ଼ କଲ।
ହଁ, ଆଜି ତୁମେ ନିଶ୍ଚୟ ଟିକେ ଦୁର୍ବଳ ହୋଇଯାଇଛ,
କିନ୍ତୁ ମୋ ପାଇଁ ଆଜିଯାଏ ମଧ୍ୟ ସୁବଳ ରହିଛ।

ତୁମଠୁ ଶିଖିଛି ସତ୍ୟ, ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ,
ଏବେ ତୁମ ସେବା କରିବା ମୋର ପରମ ଧର୍ମ।
ତୁମ ମୁହଁରେ ହସ ଛଡ଼ା, ମୁଁ କିଛି ଆଉ ଚାହେଁନା,
ତୁମ ବିନା ମୁଁ — ଗୋଟେ ସିଶା ବିହୀନ ଭଙ୍ଗା ଆଇନା।

ସର୍ବଦା ତୁମ ପାଦୁକାରେ ମୋତେ ଦିଅହେ ଆଶ୍ରୟ,
ତୁମ ପରିଚୟେ ହେଉଥାଉ ସଦା ମୋର ପରିଚୟ।

-


15 MAY AT 10:24

the moon🌙 replied;
"The pain of being at a distance is unbearable. It becomes worse when you can see each other but can't touch just like me and my lovely Earth🌎"

-


16 JAN 2023 AT 22:14


सच तो ये हे की
सच्चाई से हम भागते हे ,
सच यह भी हे की
हम परिणाम से डरते हे ।
"तू कर्म करता जा
परिणाम का ना सोच",
कहे थे भगवान श्री कृष्णा ने
तू उनपे भरोसा तो रख ।
जो होगा वो देखा जायेगा
अपना कर्तव्य तो कर,
चाहे कितने भी मुश्किलें आए
तू सच का रास्ता कभी न छोड़।

-


19 NOV 2022 AT 18:45

ଆଜି ବାଟରେ ଚାଲୁଚାଲୁ ହଠାତ୍ ମୋ ଅତୀତ ସହ ଦେଖା ହେଲା।
ମୁଁ ଆଶ୍ଚର୍ଯ୍ୟ ହେଉଥାଏ ଆଉ ସେ ମୋତେ ଦେଖି ସ୍ମିତହାସ୍ୟ ଦେଉଥାଏ।
ପୁଣି ମୋ ଜୀବନକୁ କଣ ପାଇଁ ଆସିଲୁ ବୋଲି ପଚାରିବାରୁ ସେ ଉତ୍ତର ଦେଲା, " ଅତୀତକୁ ତୁମେ ଭୁଲି ଯାଇ ପାର ସତ ହେଲେ ତାକୁ ସର୍ବଦା ପାଇଁ ମିଟେଇ ଦେଇ ପାରିବାନି।"

-


28 JUN 2022 AT 14:27

#ପାର୍ଥକ୍ୟ #
ତୁମ ଆଉ ମୋ ଭିତରେ ପାର୍ଥକ୍ୟ କେତେ ....?
ତୁମେ ପୁନେଇଁ ସଞ୍ଜର ଜ୍ୟୋସ୍ନା ହେଲେ,
ମୁଁ ଅମାବାସ୍ୟାର କଳଙ୍କିତ ରାତି।
ତୁମେ ଶୀତୁଆ ସକାଳେ କାକର ବୁନ୍ଦା ଟେ,
ଆଉ ମୁଁ କାଳ ବୈଶାଖୀର ଝାଞ୍ଜି ତାତି।।
ତୁମେ କୋଇଲିର ମଧୁର କୁହୁକୁହୁ ପରି,
ତ' ମୁଁ କାକ ର କର୍କଷ ରାବ।
ତୁମ ସାଥେ ବନ୍ଧୁ ସଭିଏଁ ବାନ୍ଧନ୍ତି
ମୋ ସହ ନାହିଁ କାହାରି ଭାବ।।

-


31 MAR 2022 AT 11:17


ଟିକେ କାନ୍ଦିଦେଇ, ଟିକେ ଟିକେ ହସୁଥାଏ।
ଅନ୍ତର ଆତ୍ମାର କୋହ ଅନ୍ତରରେ ମାରିଦିଏ
ସେ ପରା ମୋ ମା',
ତାକୁ ସ୍ନେହ ବଦଳରେ ସ୍ନେହ ଛଡ଼ା
ଆଉ କିଛି ଲୋଡା ନଥାଏ।

-


30 MAR 2022 AT 20:31


ବରଷା ଦିନର ପାଣି ଫୋଟକା ସେ ସତେ,
କ୍ଷଣକୁ ଥିବ, ତ ଆର କ୍ଷଣକୁ ନଥିବ
ଅଭିମାନ ଭୁଲି ପ୍ରେମ ବାଣ୍ଟିବାକୁ ହେବ।

-


20 MAR 2022 AT 15:30

ନଦି ବି ସେ, ଶିଖା ବି ସେ
ମୋ କପାଳରେ ଭାଗ୍ୟ ରେଖା ବି ସେ।
ମାୟା ବି ସେ, କାୟା ବି ସେ
ଅସ୍ତିତ୍ବରେ ଜିଅନ୍ତା ଅସ୍ତି ବି ସେ।।

-


19 MAR 2022 AT 22:04

कहीं टूट कर गिर ना जाऊं
इस मिट्टी में मिलना जाऊं ।
समय रहते समेटलो मुझे
कहीं जलकर राख ना हो जाऊं।।

-


26 JAN 2022 AT 17:40

"आसान नही"
इतना आसान नही था
तुम्हे भुला पाना ,
इतना आसान नही था
वो सब यादों को मिटाना।
तड़प तड़प के में
रोज रोज मरता था,
नही पियूंगा सोछ के भी
हर साम को पी लेता था।
नसों में खून नही
तुम्हारे यादें बहते थे,
तुम्हे खोने के गम में
मेरे आपने मुझे बेगाने लगते थे।
प्यार के इस समंदर में
अकेला नाव लेके निकल पड़ा था,
वैसे तैरना आता था मुझे
पर प्यार में डूब जाना अच्छा लगता था।
गलत तुम नहीं
गलत तो में था,
तुम तो कांटे के बने थे ही
में तुम्हे फूल समझ बैठा था।
जो हुआ सही हुआ
अलग हमारे रास्ते हुए,
सारी खुसी तुम्हे मिले
और हम मुस्कुराते रहे।

-


Fetching Suraj Swain Quotes