ଡୋର...
ଅଭିମାନ କରି ରହିଲି କାଳିଆ
କରିଥିଲି ବୋଲି ଆଶା,
ଡୋରି ନ ଲଗାଇ ତୋର
କରିଲୁ ମୋତେ ନିରାଶା...
କେତେ ସପନ ଥିଲା ମୋର
ଯିବି ବୋଲି ପୁରୀ,
ବଡ଼ଦାଣ୍ଡ ରେ ବଡ଼ଦେଉଳ କୁ
ଜଣାଇବି ଗୁହାରୀ..
ସବୁ ସ୍ବପ୍ନ ମୋ ସ୍ବପ୍ନ ରେ ରହିଲା
ତୋତେ ଦେଖି ପାରିଲି ନାହିଁ,
ଭାବି ଥିଲି ମୁହିଁ,
ରଥଯାତ୍ରା ନ ହେଲେ ନାହିଁ
ବାହୁଡ଼ା ରେ ଯିବି ଧାଇଁ..
କହ ରେ କାଳିଆ,
କାହିଁ ଲଗାଇଲୁନି ତୋ ଡୋର,
ମୋ ଭକ୍ତିରେ କିଛି ଊଣା କି' ରହିଲା,
କରି ଦେଲୁ ସାତ ପର ....-
ଜଗିଛି...
ଜଗି ବସିଛି ମୋ ଶେଷ ନିଃଶ୍ୱାସ କୁ,
କେବେ ନେବେ ମୋତେ ମଶାଣି ମାଟିକୁ,
ସ୍ଵର୍ଗ ଦ୍ୱାରେ ମୋର ମର ଶରୀର,
ରାହା ଧରି କାନ୍ଦିବେ ମୋ ପରିବାର...
ଛ' ଖଣ୍ଡ କାଠରେ ଜୁଇ ଜଳିବ,
ଶରୀର ରୁ ଆତ୍ମା ଦୂରେଇ ଯିବ,
ପ୍ରଭୁ ଙ୍କ ପାଦେ ହେବ ଲୀନ,
ଆପଣାଇବ ହେ, ଚକାନୟନ....-
Barish...
Ye paheli barish ki bunde,
Tumhare yaadon me doobe,
Ek cup chai,
Or sath me do samoshe...
Wo barish me hum,
Jana tha bohot dur,
Ek chatri je niche,
Bhig rahe the hum...
Ye barish hi toh humari pyar ki nisani hai
Doob rahe the sab paani me,
Or hum pyar me doob rahe the...
Uss din se,
Barish se v mohobbat hogya,
Jo pal tumhare sath bitayii,
Wo pal sunhera hogya...-
Finally ab me ja rha hun,
Mera ghar, mere apna sahar..
Ab ayega khushiyon ke bahar..
Mahino hogya rahke ghr se dur,
Par kya kare,
Hum v the bade majbur..
Maa ke pallu na chodne wala,
Aaj akela rah ta hai,
Ghar me nakhre karne wala,
Ab Jo mile kha lata hai..
Ab sab dard mit jayenge,
Jab maa ke godi me soyenge,
Isly rat ver nhi soya hun
Kab hoga sabera,
Ye rah dekh rha hun..
-
Uss nahin si kandhon me ghar ke responsibility,
Nahi pata use khud ku ability..
Andar hi andar ro detti hai,
Bahar se khus dikh lati hai...
Didi ki saadi, papa ke medicine,
Bhai ka padhai, or ghar ki rashan..
Usi bich kahin kho gaya hai,
Uske sapne or armann...
Log bolte he, itna padhai kar k aise naukri,
Usse achaa toh rah leti bekari..
Kisko pata ghar kese chalati hai,
Khud ke ghr me parai keh lati hai...
Kitna bhi karo, kuch na kuch chhut jata hai,
Sab ki jarurat pura, na kar pati hai..
Ye hi dukh andar hi andar khati hai,
Kese rakhe sabko khus,
Soch ke ankhe bhar aati hai...
*Supramita raul..
-
कितना अच्छा होता,
कुछ ना बोलूं मैं,
पर बात तुम्हारे दिल तक पहंच जाता..
गुजारिश मेरी होती,
ख्वाइश सिर्फ हमारा होता..
सपना हम देखते और,
पुरा तकदीर कर देता..
चाहे प्यार की परिभाषा क्यों न बदले,
पर प्यार कभी कम ना होता,
तो कितना अच्छा होता...
-
मौन की आवाज
सुनाई कम देता हैं
पर चुभती ज्यादा है...
जब मन में बहत शोर होता,
तब इंसान खामोश हो जाता है...-
ବ୍ୟଙ୍ଗ କବିତା...
ନୋଟ୍ ଧରି ଗଲି ବାହାରି
ଲାଇନରେ ହେଲି ଠିଆ,
ଭୋଟ ଆଗରୁ ପାର୍ଟି ସାଙ୍ଗରେ
ସରିଛି ଖିଆ ପିଆ...
ଗୋଟେ ଭୋଟ୍ ଦୁଇ ସହ ଟଙ୍କା
ଦେଇଛନ୍ତି ଜାକି କରି,
ଦୁଇ ଶହ କଣ ଦି' ଟଙ୍କା ମିଳିବନି
ଥରେ ନିର୍ବାଚନ ଯାଉ ସରି...
ବଡ଼ ବଡ଼ କଥା କୁହନ୍ତି ନେତାଏ
କରି ଦେବୁ ସବୁ ଆମେ,
ଜନ ସାଧାରଣଙ୍କ ସେବକ ସାଜିବୁ
ଜିତେଇ ଦିଅ ଥରେ ତୁମେ...
ଜିତି ଗଲା ପରେ ବଢ଼ି ଯିବ
ତେଲ, ଗ୍ୟାସ,ପେଟ୍ରୋଲ
ନେତା କହିବେ କେନ୍ଦ୍ର ର ଦାୟୀ,
ଜନତା ହେବେ କଲବଲ.....-
ବ୍ୟଙ୍ଗ କବିତା...
ନୋଟ୍ ଧରି ଗଲି ବାହାରି
ଲାଇନରେ ହେଲି ଠିଆ,
ଭୋଟ ଆଗରୁ ପାର୍ଟି ଘରେ
ସରିଛି ଖିଆ ପିଆ...
ଗୋଟେ ଭୋଟ୍ ଦୁଇ ସହ ଟଙ୍କା
ଦେଇଛନ୍ତି ଜାକି କରି,
ଦୁଇ ଶହ କଣ ଦି' ଟଙ୍କା ମିଳିବନି
ଥରେ ନିର୍ବାଚନ ଯାଉ ସରି...
ବଡ଼ ବଡ଼ କଥା କୁହନ୍ତି ନେତାଏ
କରି ଦେବୁ ସବୁ ଆମେ,
ଜନ ସାଧାରଣଙ୍କ ସେବକ ସାଜିବୁ
ଜିତେଇ ଦିଅ ଥରେ ତୁମେ...
ଜିତି ଗଲା ପରେ ବଢ଼ି ଯିବ
ତେଲ, ଗ୍ୟାସ,ପେଟ୍ରୋଲ
ନେତା କହିବେ କେନ୍ଦ୍ର ର ଦାୟୀ,
ଜନତା ହେବେ କଲବଲ.....-
ସମୟ...
ଆସିଛି ଆଜି, ଯିବି ମୁଁ କାଲି
ଜଗିଛି ମୋତେ ଗାଁ ମଶାଣି ବାଲି
ଅଳ୍ପ ସମୟ ର ଖେଳ ତ ଏଇ
ଖେଳ ସରିଲେ ଉଠେ କୋକେଇ...
ଅଳପ ସମୟେ କାମ ବହୁତ
କରିବାକୁ ହେବ ନ ହୋଇ ହତ
ସଂସାର ବନ୍ଧନେ ବାନ୍ଧି ହୋଇ
ସାଂସାରିକ କାର୍ଯ୍ୟ ସବୁ କରିବି ଧାଇଁ...
ଜାଣି ନାହିଁ ମୋ ଶେଷ ଦିନ, ଶେଷ ନିଶ୍ବାସ
କିନ୍ତୁ ଠାକୁରଙ୍କ ପାଶେ ଅଛି ଅଗାଢ ବିଶ୍ୱାସ
କାମ ସରିଗଲେ ଯିବି ବାହୁଡ଼ି
ପ୍ରାଣବାୟୁ ମୋର ଯିବ ଉଡ଼ି...
-