Sunita Patel   (ସୁ _ନି_ତା)
958 Followers · 1.4k Following

https://www.instagram.com/sunitapatel2424?igsh=bnRjOXR4YmVidnN4
Joined 8 February 2019


https://www.instagram.com/sunitapatel2424?igsh=bnRjOXR4YmVidnN4
Joined 8 February 2019
8 JUL AT 19:46

शाम का रंग
ना सुरज ना चांद जैसा
लगे बस
मन कि भाव जैसा
राधा के लिए
श्याम के प्यार जैसा।।।

-


23 JUN AT 7:31

ତା ସହର

-


22 JUN AT 20:21

ମୋ କଲମ ତା ପରିଚୟ ଖୋଜୁଛି
ସେଇ ସାଦା କାଗଜେ
ଶବ୍ଦର ଗହଳି ଭିତରେ,
ଲୁହର ସାଗରେ
ଭାବର ବଜାରେ,
ଅନ୍ଧାର ରାତିରେ
ଚାନ୍ଦ ପାଖରେ,
ପ୍ରେମିକର ହୃଦୟେ
ପ୍ରେମିକାର ସହରେ ।
ଏଣେତେଣେ ବୁଲୁଛି
ମୋ କଲମ.........
ପରିଚୟ ପାଇବା ଆଶାରେ।




-


30 MAY AT 19:44

ତା' ର ଦିପଦ କଥା
ମୋ ହୃଦୟରେ ଉଠୁଥିବା
ଝଡ଼କୁ ଶାନ୍ତ କରିଦିଏ,
କିଛି ସମୟ ପାଇଁ ହେଉ
ଲୁହ ଝରିବା ଭୁଲିଯାଏ।

-


22 MAY AT 12:43

ସିଏ ମତେ ସମ୍ପୂର୍ଣ ରୂପେ ବୁଝିଯାଉ
ମୁଁ ଚାହୁଁନି...........
ସେଥିପାଇଁ ତାକୁ ଅଧା କଥା କହି
ମୁଁ ଚୁପ୍ ରହିଯାଏ ,
ଆଉ ସିଏ
ସମ୍ପୂର୍ଣ ରୂପେ ମତେ ବୁଝିବା ଅପେକ୍ଷାରେ ଥାଏ।


-


8 APR AT 19:46

କିଛି .......
ଭୁଲ୍ ହେଇଥିଲା।।।।।

-


23 MAR AT 15:50

ଅଧାରେ ରହିଥିବା କାହାଣୀକୁ ପଚାରିଲି
ଅଧାରେ ରହି କେମିତି ଲାଗୁଛି ??
ଟିକେ ହସି ଦେଇ କହିଲା
ମୁଁ ନିଜକୁ ରାଧା ଭାବୁଛି ।






-


4 MAR AT 19:54


शिशा टूट कर
आईना नहीं बन पाता है,
पर बिखरा हुए आईना
शिशा बन कर
दिल तोड जरूर देता है।




-


3 MAR AT 19:35

ପଳାଶ.......

-


18 FEB AT 7:52

କିଛି କହୁ କହୁ ରହିଗଲି,
ଜାଣିଲି ଯେତେବେଳେ
ଅପେକ୍ଷା ତ କେବଳ ମୁଁ କରିଥିଲି।।।।

-


Fetching Sunita Patel Quotes