Sunil Sha   (@lxdsha)
33 Followers · 29 Following

read more
Joined 30 January 2018


read more
Joined 30 January 2018
29 JUN 2020 AT 9:05

ସୁନ୍ଦରଗଡ ଟୁକେଲ ତୁଇ ରେ
ସୁନ୍ଦରଗଡ ଟୁକେଲ ତୁଇ ।
ଦେଖି ଦେଲେ କେତେ ଲାଜ଼ କରସୀ
କଥା ପଦେ ହେମି ବୋଇଲେ
ମୁଁହ କେ ଫୁଲାସୀ।
ତାର ଲାଲ ଗୁଲାପି ଗାଲ ଦୁହିଟା
ତାର ନୀଲି ନୀଲି ଆଖି ଦୁହିଟା
ଦେଖଲେ ମୋର ମନ କେ ଲୁଭାସୀ।
ସୁନ୍ଦରଗଡ ଟୁକେଲ ତୁଇ ରେ
ସୁନ୍ଦରଗଡ ଟୁକେଲ ତୁଇ ।

-


28 JUN 2020 AT 12:02

ଚାଲି ନେ ତମର୍ କଈ ଫୁଲ୍ ଫୁଟସି।
ହସି ନୁ ଝରସି ମହୁ।
ଆର୍ ଭୁଲି ନାଇ ହୁଏ ଆଖିର୍ ଇସାରା।
କଥା ତମର୍ କୁଇଲି ର କୁହୁ।

-


24 JUN 2020 AT 9:47

ପୋଡ଼ ପିଠା ସବୁ ଖାଇବନି ପ୍ରଭୁ
ମାଉସୀ ଘରକୁ ଯାଇ।
ଫେରିଲା ବେଳକୁ ଆଣିବ ଟିକିଏ
ଗରିବ ଭକ୍ତ ପାଇଁ।

-


23 JUN 2020 AT 15:47


ଭକ୍ତ ର ଆବେଗ ବୁଝିପାରୁ ବୋଲି
ତୁହି ତ ଭକ୍ତ ବାନ୍ଧବ।
ଇଚ୍ଛା କୁ ତୋହର ରୋକି ଦେବ କିଏ
ଅଟେ ଏହା ଅସମ୍ଭବ।
ମାଉସୀ ଘରକୁ ଯିବୁ ବୋଲି ତୁହି
ଉଛନ୍ନ ହେଲାଣି ମନ।
ନନ୍ଦିଘୋଷ ଚଢ଼ି ଭୁଲିଯିବୁ ନାହିଁ
ଆମକୁ କେବେବି ଧନ।
ତୋର ବଡ଼ଦାଣ୍ଡ ଏବେ ବି କାଳିଆ
ଆମ ପାଇଁ ପରା ମନା।
ଯେତେସବୁ ନାଟ ହେଉଅଛି ଏଠି
ଦାୟୀ ତ ଏକା କୋରନା।
ଡାକୁଛି କାଳିଆ ସୁନା
କୋରନା କୁ ମାରି ଫେରିବୁ ଏଥର
ଉଡେଇ ବିଜୟ ବାନା।

-


19 MAR 2020 AT 2:10

DO GOOD FOR OTHERS
IT WILL COME BACK IN UNEXPECTED WAYS.

-


17 MAR 2020 AT 15:45

"THE MIND IS EVERYTHING
WHAT YOU THING YOU BECOME"

-


16 MAR 2020 AT 22:09

HAPPINESS IS A CHOICE

-


16 MAR 2020 AT 17:39

EVERYTHING HARD
BEFORE IT EASY

-


16 MAR 2020 AT 17:14

BE CRAZY ENOUGH TO KNOW
YOU CAN DO ANYTHING
YOU WANT IN LIFE.

-


16 MAR 2020 AT 16:49

Mistakes are proof
That you are trying.

-


Fetching Sunil Sha Quotes