ସଂଘର୍ଷ ଟା ସହଜ ଲାଗେ
ଯଦି ପାଖେ ମାଆ ଥାଏ
ତା କଥା ପଦେ ସାହସ ଦିଏ
ତା କୋଳ ର ଉଷ୍ମତା
ସବୁ ଦୁଃଖ ଭୁଲେଇ ଦିଏ।
-
कुछ मोहब्बत बड़ी खामोशी से होती है
ओर वक़्त के साथ खामोश भी हो जाती है-
ତୋ ଲୁହ କୁ ମୁଁ ଚିହ୍ନି ଥିଲି
ତୋ କଷ୍ଟ କୁ ଅନୁଭବ ବି କରିଥିଲି
ସମୟ ର ବେଡିରେ ମୁଁ ଥିଲି ବନ୍ଧା
ପହଞ୍ଚି ପାରିଲିନି, ବିଳମ୍ବ ହେଇଗଲା-
"ସ୍ମୃତି କିଛି ମାନେ ରଖେନା
ଯଦି ସମ୍ପର୍କ ଫିକା ପଡ଼ିଯାଏ
ଅବା ଅସ୍ତିତ୍ବ ହରେଇ ବସେ"-
बंद आंखों में वही सपने आते है
जो कभी पुरा न हुआ हो और नहीं होगा कभी
खुली आँखों में देखे सपनें ही तुम्हें ज़िंदा रखता है।-
ଭୟ ଉପରେ ବିଜୟ ସେଇ ମାନେ ପାଆନ୍ତି
ଯେଉଁ ମାନେ ଅନ୍ଧାର ରେ ନିର୍ଦ୍ୱନ୍ଦ ରେ ଜିଇଁ ଥାନ୍ତି-
"में तेरे शहर से गुलदस्ता लेके आया था
नजाने कैसे उसपे महक तेरी छा गयी
खुसबू उसके मेरे इर्द-गिर्द घूमता रहा
सूखे तो निशानी तेरी मेरे सीने में उतर गई।"-
//ଆଉ କିଛି//
ମୁଁ ଲେଖିବାକୁ ଚାହୁଁଥିଲି କିଛି
ବଦଳି ଗଲା ଆଉ କିଛି,
ଭାବିଲି ଆଙ୍କିଦେବି ଚିତ୍ରରେ ତାକୁ
ତୁଳି ବି କଉଠି ମୋ କଥା ମାନିଲା,
ସବୁକିଛି ବଦଳି ଚାଲୁଥିଲା
ମୁଁ କେବଳ ସ୍ଥିର ଥିଲି।
ରାସ୍ତା ଘାଟ ପାଣି ପବନ
ଲୋକ ଚରିତ୍ର ସମ୍ପର୍କ
ସମସ୍ତଙ୍କର ନୂଆ ରୂପ ନୂଆ ନାମ,
ତାହେଲେ ବାସ୍ତବିକ ମୁଁ କିଏ?
ତାର ଉତ୍ତର କିଏ ଦବ!
ମୁଁ ବି ଚେଷ୍ଟା କରିଛି
ଲାଗିପଡି ନିଜକୁ ନୂଆ ଖୋଳପା ରେ
ନୂଆ ରୂପ ଦବା ପାଇଁ,
ଏଠି ବି ବଦଳି ଗଲା ଆଉ କିଛି।
ଲାଗିଲା ଯେମିତି ଭାବନା କୁ ଛାଡି
ଆଉ ସବୁକିଛି ମୋ ଆୟତ ବାହାରେ
ବାଧ୍ୟ ହେଲି ଦୁଇ ପାଦ ପଛକୁ ଫେରାଇବାକୁ
ଭାବନା ସବୁକୁ ବନ୍ଦୀ କରିବାକୁ।
-
तेरे यादों के सहर में लौटूंगी एक दिन
तुझे जी भर के सताउंगी उस दिन
तू चाहे वक़्त या बेवक़्त बोल मुझे
तेरे रूह भी तड़प उठेगा उस दिन।-
जब प्यार और नफ़रत दोनो खत्म हो जाये
तो उस रिश्ते को क्या नाम दे??-