The beauty whose ornamentation and the shame whose ornament is that woman
-
JAY HIND
उसकी होना मानो मेरे कई रगों को मुकमल करदिया मेरे दिल के दरगा पर प्यार का चादर चढ़ा गया वो....
-
ଥାଉ ଏମିତି ଆଉ ଚାହାନି ମତେ ମୁଁ ଦ୍ରବୀଭୂତ ହୋଇ ତରଳି ଯିବି ତମ ସେ ପ୍ରେମ ଭରା ଚାହାଣୀ ର ଉଷ୍ଣତା ରେ..... କେବଳ ସେତିକି ନୁହେଁ ତମ ଚେତନା ର ଦିଗବଳୟ ରୁ ଅପହଁଚ ଦୂରରେ ଥିବା ଅସ୍ତମିତ ଭାବନା ସହ ତମ ଭାବନା ମହାକାଶ ରେ କକ୍ଷଚ୍ୟୁତ ଗ୍ରହାଣୁ ଟିଏ......... ହୋଇପରେ ତମେ ମୋ ପ୍ରତ୍ୟେକ କବିତା ରେ ମହ ମହ ହୋଇ ବାସୁଥିବା ମହକ ଟିଏ. ହଁ ହୋଇପାରେ ମୋ ଅବାସ୍ତବ କବିତାରେ ବାସ୍ତବତା ର କାହାଣୀ ତମେ.....ହେଲେ ଏତିକି କହିବି ମୁଁ ସିଏ ନୂହେଁ କାରଣ ତମେ ପବିତ୍ର ଆଉ ନିଷ୍ପାପ ପ୍ରେମ ଟିଏ ହେଲେ ମୁଁ ଏ ସାମାଜ ରେ ମିଳୁଥିବା ଜର୍ଜରିତ କଳଙ୍କ ଟିଏ........
-
If I don't write, I become
Like prayer..
If I write, you get spilled
like love..
don't have to find you out anywhere
you are in me
just like me......-
ଯଦି କେହି ପଚାରେ ମତେ ମୋ ପାଇଁ କଣ ପ୍ରେମ..............
ମୋ ପ୍ରତେକ ଫିକା ଶବ୍ଦ ରେ ରଙ୍ଗ ଭରି କବିତାର ରୂପ ଦେଉଥିବା ମହକ ପ୍ରେମ........ ମୋ ଅବାସ୍ତବ ପ୍ରତେକ କାହାଣୀ ରେ ବାସ୍ତବତା ର ବାସ୍ନା ପ୍ରେମ.............. ସମସ୍ତ ପ୍ରକାର ଉପାଖ୍ୟାନ ପରେ ମନ ଭିତରେ କୁହୁଳୀ ଉଠୁଥିବା ଅସମାହିତ ପ୍ରଶ୍ନ ପ୍ରେମ........ ମୋ ହୃଦୟ ର କୌଣଷି ନା କୌଣଷି ଏକ କୋଠାରୀରେ କେବଳ ଜଣଙ୍କ ପାଇଁ ସାଇତା ହୋଇ ରହିଥିବା ଭଲପାଇବା ପ୍ରେମ....... ମୋ ସମସ୍ତ ସତ୍ତା କୁ ଛୁଇଁ ଯାଉଥିବା କୌଣସି ଏକ ନିର୍ଦ୍ଦିଷ୍ଟ ଝିଅ ର ମହକ ପ୍ରେମ........ ମୋର ପ୍ରତେକ କବିତାରେ ମହ ମହ ହୋଇ ମହକୁଥିବା ବାସ୍ନା ପ୍ରେମ........ ମୋ ସମସ୍ତ ରାଗ ରୁଷା ଅଭିମାନ ଉପରେ ଏକ ଛତ୍ରବାଦ ଅଧିକାର ଥିବା ଝିଅ ର ଅଧିକାର ପ୍ରେମ......... ହଁ ଚିରନ୍ତନ ପ୍ରାପ୍ତି ପାଇଁ ସମାଜ ରୁ ଖୁସିରେ ଆପଣାଇ ନେଇଥିବା ଦୁଇ ମୁଠା କଳଙ୍କ ବି ପ୍ରେମ.......
ଅସଲରେ ପ୍ରେମ କେବେ କଳଙ୍କିତ ତ କେବେ ଅଭିଶପ୍ତ..... କେବେ ତପସ୍ୟା ତ କେବେ ତ୍ୟାଗ..... କେବେ ନିଃସ୍ଵାର୍ଥ ତ କେବେ ଶାଶ୍ୱତ....... ପ୍ରକୃତ ରେ ପ୍ରେମ ହିଁ କେବଳ ଦୁନିଆରେ ଏକମାତ୍ର ପବିତ୍ର.....
राधे राधे 🙏🙏🙏-
ସମୟ ର ବ୍ୟତିକ୍ରମ ବି ତମ ସ୍ମୃତିରେ ଜୀବନ୍ତ ଆଉ ମୁଁ ଅପହଁଚ ହେଇ ମଧ୍ୟ ତମ ପ୍ରେମର ଶୀତଳ ସ୍ପର୍ଶ ରେ ସମ୍ମୋହିତ
-
Friendship is a super position in relation to matters, why a friend can be capable of fulfilling all the relations........
-
I am thankful to you my lord Shri Ram, you had kept it hidden for me till now, I could not understand it.😔😊
-
ए मेरा इश्क भी कुछ अजीब सा है दिन भर झगड़ के रात को नींद उड़ा लेता है.......
क्या खूब तुम्हें रब ने बनाई रूप रंग तो दी साथ मे क्या खूब गुणों को लेकर सजाई जो हर बार मुझे और एक बार सोचने को मजबूर कर देता है.......-
तेरे साथ जीने को भले ही एक पल ना मिले फिर भी तेरे साथ हज़ारों बार मरने केलिए राजी हूं तुम एक बार बोलकर तो देखो तुम्हारे लिए पूरे दुनिया को छोड़ने को तैयार हूं. मेरा इश्क भी तू तुझे चाहता है मेरा रूह
-