अपेक्षा करोगे, उपेक्षा पाओगे।।
-
.... कुछ हँसी लिखते हैं
कुछ आंसू लिखते हैं
गमो को साथ लेके कुछ ख़ुशी लिखत... read more
ବାସର....❤️❤️
ମଧୁଚନ୍ଦ୍ରିକା ରାତିକୁ ଅନୁଭବ କରନ୍ତୁ କବିତା ମାଧ୍ୟମରେ। 😍-
ତୁ ଆଦି ତୁହି ଅନ୍ତ
ତୁ ଶୂନ୍ୟ ତୁହି ଆକାର।।
ତୁ ଶକ୍ତି ତୁହି ଜନନୀ
ତୁ ପ୍ରାଣ ତୁହି ସର୍ବରୁପା।।
ମା..... 🙏🏽🚩
ମୁଁ ଅଧମ ତୋ ଚରଣେ ସମର୍ପିଲି ନିଜକୁ
ଲଭିବାକୁ ତୋର କୃପା।।-
मुझे तुमसे मोहब्बत आज भी है,
वही सादगी से है वही मर्यादा में है।।-
बहुत करीब से देखा है मैंने बदलते हुए चेहरों को
मुझे तुम्हारी बेबफाई से अब कोई मतलब नहीं है।।
तुझे जरूरत नहीं पड़ेगा बदलने को अपना ठिकाना
तेरी शहर से मुझे अब कोई मतलब नहीं है।।-
ऐ अंधेरा तू अब मुझे और डरा नहीं सकता
मेरे पापा ने मेरी उंगलियों को पकड़ रखा है।-
ହଁ....
କେବେ କେମିତି ଅନାବନା ଭାବନା ସବୁ ଉଙ୍କି ମାରନ୍ତି ମନ ଭିତରେ।।
ତଥାପି,
ତୋ ସ୍ମୃତି ହୃଦୟକୁ ମୋର ନୀତି ରାମ୍ପୁଡ଼ା ରାମ୍ପୁଡ଼ି କରେ।।-
ଲେଖିବାକୁ ଅନେକକିଛି ଥିଲା,
ମୁଁ କିନ୍ତୁ ତୋତେ ଲେଖିଲି।
ଯାହା ହେଲେବି ବହୁତ କିଛି ପାଇଛି ନା ତୋ ଠାରୁ।
ଆଶ୍ଚର୍ଯ୍ୟ କାଇଁ ହେଉଛୁ!!
ଲୁହ,
କୋହ,
ଯନ୍ତ୍ରଣା,
ଆଉ ଏ ଛାତି ଭିତରେ ଥିବା ଭଙ୍ଗା ହୃଦୟଟା
ସବୁତ ତୋ ଉପହାର ନା....!!-
ଅସରନ୍ତି ଆଶା ନେଇ
ଦିନେ ବଡ଼ ହେବାର ସ୍ୱପ୍ନ ଦେଖୁଥିଲା ଏ ଜୀବନ,
ଆଉ ଆଜି ବଡ଼ ହେଇଗଲାପରେ
ସେ ଖୋଜିବୁଲୁଛି ନିଜର ସେଇ ପିଲାଦିନ।
ନାଁ ସେବେ ଥିଲା କିଛି ଭବିଷ୍ୟତ
ନାଁ ଆଜି ଅଛି କିଛି ବର୍ତ୍ତମାନ
ଏଇ କିଛି କିଛି ଭିତରେ
ପାଶେ ଅଛି ଯାହା....
ଦରଫୁଙ୍ଗୁଳା ଯୌବନ!!-