ଗୋଟେ ସାଧାରଣ ପ୍ରଶ୍ନ ହିଁ,,,
ମଣିଷ ର ସମ୍ପୂର୍ଣ୍ଣ ଚିନ୍ତା ଧାରା ପରିବର୍ତ୍ତନ ପାଇଁ,
ଶାନ୍ତ ଜିବନ ରେ ଆଶା ର ଉଚ୍ଚ ଲହଡ଼ି ପାଇଁ,
ରାତି ର ନିଦରେ ଅଶାନ୍ତ ସ୍ବପ୍ନ ର ସୃଷ୍ଟି ପାଇଁ ଯଥେଷ୍ଟ ,,,,,
କେବଳ ଗୋଟେ ହିଁ ପ୍ରଶ୍ନ
ପରିବର୍ତ୍ତନ ର ପ୍ରେରଣା ପାଇଁ ଯଥେଷ୍ଟ,,,,
କେବଳ ଗୋଟେ ହିଁ ପ୍ରଶ୍ନ,,,,,
ଶାନ୍ତ ମନ ରେ ହଜାରେ ଅଶାନ୍ତ ଲହଡ଼ି ପାଇଁ ଯଥେଷ୍ଟ,,,,,-
ଅନ୍ଧାର ରାତିରେ ଡର ଲାଗେ ପ୍ରଭୁ
ଜଗନ୍ନାଥ ହାତ ମୋର ଧରିଥିବ
ହାତ ମୋର ଧାରିଥିବ
ଥକି ପଡ଼ି ଯଦି ବସି ଯିବି ପ୍ରଭୁ
ହାତ ଧରି ଉଠାଇବ
ଅନ୍ଧାର ରାତିରେ ବାଟ ହଜିଗଲେ
ପଭୁ ସାଥେ ମୋର ଚାଲୁ ଥିବ
ଭାବ କି ଭଜନ କିଛି ମୁଁ ଜାଣେନି
ପ୍ରଭୁ ମୋ ସହିତ ଚାଲୁ ଥିବ
ମୋ ହାତ ଧରି ଚାଲିଥିବ
ପ୍ରଭୁ ମୋ ହାତ ଧରି ଚାଲୁଥିବ
ସାଥ ଛାଡିଦେଲେ ହଜିଯିବି ପ୍ରଭୁ
ସଂସାର ଗହଳି ରେ
ପ୍ରଭୁ ମୋ ହାତ ଧରି ଚାଲୁଥିବ-
Where dreams are become true with colours of courage and strength.....
Where love grows day by day with the moments of faith and respect ...
Humanity become one religion with the hope of peace and happiness...-
ମିଛ ଛଳନା ର ମିଛ ବନ୍ଧନ ରେ ବନ୍ଧା ଏ ମିଛ ଦୁନିଆ
ସମୟ ସହିତ କ୍ଷତ ଭାରିଯାଏ ରହିଯାଏ କିନ୍ତୁ ଦାଗ
ମିଛେ ମିଛେ ସିନା ହସୁଥାଏ ଓଠ ବାକି ରହିଯାଏ ଲୁହ
ଦାଗ ରହିଗଲେ ବାକି ରହିଯାଏ ସ୍ମୃତି ର ଛଳନା ଖେଳ
ମିଛ ଆଲୋକ ର ପ୍ରତିଛବି ତଳେ ଲୁଚି ରହିଯାଏ ଦୁଃଖ
ମିଛେ ମିଛେ ସିନା ହସୁଥାଏ ଓଠ ବକି ରହିଯାଏ ଲୁହ
ମିଛ ସମ୍ପର୍କ ର କାହାଣୀ ଭିତରେ ଲୁଚି ରହିଯାଏ ପ୍ରେମ
ମିଛ ଛଳନା ର ପ୍ରତିଛବି ତଳେ ମିଛ ଏ ସାରା ଦୁନିଆ
ମିଛେ ହସୁଥାଏ ମଣିଷ ଟା ସିନା ମିଛେ କରେ ସେ ବାହାନା
ମିଛେ ହସିଦେଲେ ଲୁଚି କି ପାରିବ ସତ ଆଖିର ସେ ଲୁହ
ମିଛେ ମିଛେ ସିନା ହସୁଥାଏ ଓଠ ବାକି ରହିଯାଏ ଲୁହ
ମିଛ ଦୁନିଆ ର ମିଛ ଛଳନା ରେ ହଜିଯାଏ ସତ ଲୁହ
ମିଛେ ମିଛେ ସିନା ହସୁଥାଏ ଓଠ ବାକି ରହିଯାଏ ଲୁହ
ବାକି ରହି ଯାଏ ଲୁହ...............-
Bina mange jo bhik bhi mil jaye...
tu yehi insaniyat ki pyar hai........
Mange ne pe jo pyar mili jaye...
Tu ye pyar nehi daya ki bhik hai.....-
Let's trust some relationship beyond the prove.... Let's give a chance to ur bonding with someone over the truth
-
True friends are like some precious diamonds..... If u have them.. Then ur really lucky... Don't break there trusts
-
ବେଳେ ବେଳେ ବହୁତ କିଛି ଲୁଚାଇ ରଖିବାକୁ ପଡେ ମନର ସିନ୍ଧୁକ ରେ,,,,
କଷ୍ଟ ଲାଗିଲେବି ଚୁପ ରହିବାକୁ ପଡେ ଧାରେ ହସ ର ବାହାନା ରେ,,,,,,,
ନିଜ ଅଭିମାନ କୁ ସମର୍ପଣ କରିବି ସମସ୍ତଙ୍କୁ ହରାଇବା ର ଯନ୍ତ୍ରଣା ସହିବାକୁ ହୁଏ ହସି ହସି,,,,,,,,
ବହୁତ କିଛି ଲୁଚାଇ ରଖିବାକୁ ହୁଏ ଆଖି ର ପଲକ ରେ,,,,,,,
ଏଇ ବୋଧେ ଜୀବନ,,,,,-
ଧାରେ ହସ ର ଲାଜ
କହି ବସେ ଅନେକ ରାତିର କଥା
ଧାରେ ହସ ର ସ୍ପନ୍ଦନ
ଧରି ରଖେ ଅନେକ ଲୁହ ର ବୁନ୍ଦା
ଧାରେ ହସ ର ଚଞ୍ଚଳତା
ସାଜି ବସେ ଦୁଇ ମନ ର ବାସ୍ତବତା,,,,
-