Subash Rout   (ସୁବାଷ ରାଉତ)
0 Followers 0 Following

ଶିକ୍ଷାବିତ୍
Joined 24 February 2022


ଶିକ୍ଷାବିତ୍
Joined 24 February 2022
22 FEB AT 22:34

ପ୍ରତିନିଧିମାନେ କ'ଣ କରନ୍ତି?
ବକ୍ତୃତା ଦିଅନ୍ତି
ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି
ଆଶାବାଣୀ ଶୁଣାନ୍ତି
ଆଉ କିଛି କିଛି ରୋଜଗାର ବି କରନ୍ତି।

-


21 FEB AT 9:41

"ଯେତେବେଳେ ଜଣେ ବ୍ୟକ୍ତି ନିଜ ପାପୁଲିର ରେଖାରେ ନିଜ ଭବିଷ୍ୟତ ଖୋଜିବା ଆରମ୍ଭ କରେ, ସେତେବେଳେ ବୁଝିଯାଆନ୍ତୁ ଯେ ସେ ନିଜ ବାହୁରେ ଶକ୍ତି ଏବଂ ମନରେ ଆତ୍ମବିଶ୍ୱାସ ହରାଇଛି"

-


21 FEB AT 9:11

"ପ୍ରତ୍ୟେକ ପରାଜୟ,ପ୍ରତ୍ୟେକ ଭଗ୍ନ ହୃଦୟ,ପ୍ରତ୍ୟେକ କ୍ଷତି ଭିତରେ ଶିକ୍ଷାର ବୀଜଟିଏ ଥାଏ,ଯାହା ତୁମ ଠାରେ ଉନ୍ନତି ଆଣିପାରେ"

-


20 FEB AT 23:18

"ଯାହା କରାଯିବା ଉଚିତ ନୁହେଁ ତାହା ଆପଣ ଯେତେ ଦକ୍ଷତାର ସହ କରନ୍ତୁ ତାହା କିନ୍ତୁ କୌଣସି କାର୍ଯ୍ୟରେ ଆସିବ ନାହିଁ"

-


7 FEB AT 23:44

ବିଶାଳ ହୃଦୟ ଛଡ଼ା,ସମ୍ପଦ ଗୋଟାଏ କୁସ୍ସିତ ଭିକାରୀ।

-


6 FEB AT 20:14

ଯେଉଁ ସବୁ ଶବ୍ଦ ଆମ ଆତ୍ମାକୁ ପ୍ରଭାବିତ କରେ ତାହା ମଣି ମୁକ୍ତା ଠାରୁ ବେଶି ମୂଲ୍ୟବାନ।

-


5 FEB AT 23:40

ଯନ୍ତ୍ରଣା ଆମର ଶିକ୍ଷାଦାତା ଏବଂ ସଫଳତା ଆଡ଼କୁ ଯାଉଥିବା ରାଜରାସ୍ତା।

-


21 JAN 2024 AT 19:16

ଯେଉଁ ନାମେ ପଥର ନବୁଡ଼େ
ଯେଉଁ ନାମେ କପିଈଶ ଉଡ଼େ
ସେହି ନାମେ ସେହି ପ୍ରଭୁ ପାଦେ
ମଥା ମୋର ପ୍ରଣାମ ସମ୍ପାଦେ।

ଜୟ ଶ୍ରୀରାମ🙏

-


Seems Subash Rout has not written any more Quotes.

Explore More Writers