ନଦୀ ଫେରେ ସାଗରକୁ
ପକ୍ଷୀ ଫେରେ ନୀଡ଼କୁ........
ତୁମେତ ଅମାନିଆ ବାଆ!
ଫେର ସେବେ,ଯେବେ.....
ତୁମ ଭିତରେ ଉଠେ ଝଡ଼ ସବୁ........
✒️ଶ୍ରୀକାନ୍ତ-
I think the future for "SOLAR" energy is bright !!
Srikant🌞-
ସବୁପରେ ଜଣାପଡ଼ିଲା.......;
~ Career ବଡ଼ ନୁହେଁ ? Character ବଡ଼ !
~ ଭବିଷ୍ୟତ ବଡ଼ ନୁହେଁ ? ଭଲପାଇବା ବଡ଼ !
~ ସମ୍ପତ୍ତି ବଡ଼ ନୁହେଁ ? ସମ୍ପର୍କ ବଡ଼ !
~ ସନ୍ୟାସୀ ବଡ଼ ନୁହେଁ ? ସ୍ନେହ ବଡ଼ !
~ ବନ୍ଧୁତା ବଡ଼ ନୁହେଁ ? ବିଶ୍ୱାସ ବଡ଼ !
✒️ହୃଦାନନ୍ଦ
-
ସତ୍ୟ ଆପେ କଥା କୁହେ.....!
ତୁମେ କେବଳ ତା ଭକ୍ତ ହୋଇଯାଅ ।।
✒️ହୃଦାନନ୍ଦ-
କିଛିଟା ଘଟିଲେ ଜୀବନେ
କିଛିଟା ବୋଧ ହୁଏ
ଏକଥା ମିଥ୍ୟା ହୋଇପାରେ ??
ଯେହେତୁ
କାହା ପାଦେ କାଚାଘାତ
ଯନ୍ତ୍ରଣା ଆପେ ନିଜକୁ
ଅନୁଭବ ହୋଇଥାଏ ।।
✒️ଶ୍ରୀକାନ୍ତ-
ମଣିଷ ଭିଡ଼ରେ,"କାନ୍ଦେ, ହାରେ, ଦୁଃଖ ପାଏ, ଅଜ୍ଞାନୀ ହୁଏ ଆଉ ପ୍ରତାରିତ ବି ହୁଏ??
ହେଲେ,
ଏକା ଏକା ସେ ଶାନ୍ତି ପାଏ, ଜ୍ଞାନୀ ହୁଏ ଆଉ କରୁଣା ବି ବାଣ୍ଟି ପାରେ।।
((ଲୋଭୀ ନୁହେଁ ବରଂ ଦାନୀ ହୁଏ))
✒️ହୃଦାନନ୍ଦ ବି କେ-
"ଅନ୍ୟାୟୀ ଧୀରେ ଧୀରେ "ମୃତ୍ୟୁ"କୁ ଅନୁଭବ କରେ,
ସଦାଚାରୀ ଧୀରେ ଧୀରେ "ମୋକ୍ଷ" କୁ ଅନୁଭବ
କରେ" ।।
✒️ହୃଦାନନ୍ଦ ବି କେ-
ବିତିଯାଇଥିବା କାଲି ମୁଁ
ତୁମ ସପନେ ଆସିପାରେ,
ହେଲେ ସତରେ ନୁହେଁ ??
କୁଳ ଛାଡ଼ିବା ପରେ
ନାଆ କୁଳରେ ଥୁଏ
ଯେ ତା କୋଳରେ ଥାଏ.....,,
ଶ୍ରୀକାନ୍ତ-
ମୋକ୍ଷ ର ଅର୍ଥ ମୃତ୍ୟୁ କି ପାପରୁ ମୁକ୍ତି ନୁହେଁ ??
ବରଂ
ଆଖି ବନ୍ଦ୍ ମାତ୍ରକେ ଇଚ୍ଛା ପ୍ରାପ୍ତ ହେବା ।।
✒️ହୃଦାନନ୍ଦ ବି କେ-