Somnath
-
Wo Raat Tu bhulgayi,
Wo Raat ki baat vi bhul gayi,
Sabar kar e-bewafa
Fir wo Raat ayegi,
wo baat vi hogi,
Royega tu , hasega koe ar,.-
ସମୟର ଗତି ସ୍ରୋତ ବଦଳାଇ ଦେଲା ସୁଖ ମୋର,
ଅଭିଜ୍ଞତା ନାହିଁ ମଣିଷ ଚିହ୍ନିବାରେ ମୋର,
ଭାବିଥିଲି ଅଜଣା ବନ୍ଧୁ ନିଜର ହୋଇବ ମୋର,
ଏଠି ସବୁ ଚେହେରା ଅଚିହ୍ନା,
ସବୁ ସଂପର୍କ ଛଳନା ,
ଏ ମନ ତୁ ବୁଝିଜା ଏଠି କେହି ନିଜର ନାହିଁ ତୋର।।!-
ଭାବିଥିଲି କିଛି , ଘଟିଲା ଆଉ କିଛି ,
ଯୋଉ ଗୁଟା ଘଟିଲା .....?
ଚୁପ୍ ରହିବା ହିଁ ଠିକ୍ ।।-
Love
There was someone here to cry,
And here I was, crying.
There was also deception for someone here, And here was the deception for himself.
There was a promise for someone here
And for some as a baby gets older, he or she will outgrow this.
Who lived and died here,
And he had to live and die here..-
ମନଥିଲା ଏକ ଅମାନିଆ ନଇ
ତୋ ମନର କୂଳକୁ ଗଲାସେ ଛୁଇଁ ,
ମନଥିଲା ଏକ ଶାନ୍ତ ସାଗର
ତୋ ପ୍ରେମରେ ପଡି ଭାଙ୍ଗିଲା ସେ ଜୁଆର ।
ମନଥିଲା ଏକ ଅନ୍ଧାର ରାତି
ଚାନ୍ଦ ହୋଇ ମୋ ଜୀବନେ ଢାଳିଦେଲୁ
ଯୋଛାନାର ପ୍ରୀତି ।।-
ମନଥିଲା ଏକ ଅମାନିଆ ନଇ
ତୋ ମନର କୂଳକୁ ଗଲାସେ ଛୁଇଁ ,
ମନଥିଲା ଏକ ଶାନ୍ତ ସାଗର
ତୋ ପ୍ରେମରେ ପଡି ଭାଙ୍ଗିଲା ସେ ଜୁଆର ।
ମନଥିଲା ଏକ ଅନ୍ଧାର ରାତି
ଚାନ୍ଦ ହୋଇ ମୋ ଜୀବନେ ଢାଳିଦେଲୁ
ଯୋଛାନାର ପ୍ରୀତି ।।-
ତୋ ନୀଳ ନୀଳ ଦୁଇ ଅାଖି ମତେ କିଛି କହିଗଲା,
ତୋ ନୀଳ ନୀଳ ଦୁଇ ଆଖୀ ମତେ କିଛି କହିଗଲା,
ମୋ ହୃଦୟେ ପ୍ରେମର ଜୁଆର ଉଁକି ମାରିଦେଲା ।
ତୋ ହୃଦୟ ମୋ ହୃଦୟର ଅଳସ ଭାଙ୍ଗିଦେଲା,
ତୋ ହୃଦୟ ମୋ ହୃଦୟର ଅଳସ ଭାଙ୍ଗିଦେଲା,
ମୁଁ ପାଗଳ ଥିଲି ମତେ ଦିୱାନା କରିଦେଲା ।-
Mahobbat ki rahome chalkar thak chuka hun,
Mai kun tha aaj bhul chuka hun..
Jise mai khud se jada bharosha karta tha use mai aaj dagaa hun,
-