The only difference between us is that
you remember me when nobody is with you
and I remember you in my all happy moments.-
ଜୀବନର ଅର୍ଥଟା ହିଁ ଖୋଜିବା, ଯେଉଁଠି ମିଳିଗଲା ସେଇତ ମୃତ୍ୟୁ 🙌
An useless writer. ✍🏻
The only difference between us is that
you remember me when nobody is with you
and I remember you in my all happy moments.-
माही, हम तुम्हारे Fan नहीं भक्त है,
हार हो या जीत हरवक्त के लिए तुम्हारे साथ है
❤️-
କେତେ ସୁଆଦିଆ ଲାଗେ ସେ ସମୟ ଟା ମଧ୍ୟ, ଯେତେବେଳେ ତମେ ମୋ ସ୍ୱପ୍ନରେ ଆସ,
ଯଦିଓ ଜୀବନର ଚଲାପଥ ରେ ନୁହେଁ !-
चाय की टपोरी पे घंटों देर बैठ कर
वो पुराने लम्हे को जीना,
वो पुराने प्यार को
एक पल के लिए एहसास करना
बड़े अच्छे लगते हैं!
-
कुछ बातें मरने के बात बताएंगे तुम्हे,
दुआ करो कि एक मुलाकात वहां भी हो !-
ଅଯଥା ରେ ଦିନସାରା କାହିଁକି ଜଳୁଛି,
ପ୍ରତ୍ୟେକ୍ ଦିନ ସଂଜ ନଇଁ ଗଲା ପରେ
ସୂର୍ଯ୍ୟ ନିଜକୁ ନିଜେ ପ୍ରଶ୍ନ କରେ !-
ମାହାପୁରୁ ମତେ ଆର୍ ଟିକେ ସୁନ୍ଦର୍ କାଏଁ ଯେ
ନାଇଁ କରଲା ଗା ବଲି ଜେନ ଭାବ୍'ସ
କେଭେ ଆକ୍ଵାରିଅମ୍ ଭିତରେ ନିଜର ସୁନ୍ଦ୍ରାପନ୍ ର
ସଜା କାଟୁଥିବାର ମାଛ୍ ମାନକୁ ଦେଖିଛ ?-