Soumyaa Mahapatra   (✍🏻Soumyaa’s)
4 Followers · 2 Following

Journalist
Joined 26 March 2020


Journalist
Joined 26 March 2020
1 MAY AT 9:52

ନିଦାଘ ଗ୍ରୀଷ୍ମ ଖରାରେ ଜଳିଲେ ଘରେ ତାର ଯାଇ ଚୁଲ୍ଲୀ ଜଳେ ,
ରକ୍ତ ନିଗାଡ଼ି ପରିଶ୍ରମ କଲେ ଛୁଆପିଲା ତାର ପାଠ ପଢେ ,
ତା ପାଇଁ ଶ୍ରମିକ ଦିବସ କେବଳ କ୍ୟାଲେଣ୍ଡର ପୃଷ୍ଠା ର ଗୋଟେ ଦିନ
କାମ ମିଳିଲେ ତା ପାଇଁ ପର୍ବ, କାମ ନ ମିଳିଲେ ଉପବାସରେ ଜୀବନ ||

-


21 MAR AT 8:58

ଯେବେ ଆକାଶରୁ ବାଦଲ ହଟେ ,
କାଳିମା ଆଡେଇ ଚନ୍ଦ୍ରମା ହସେ , ମୁଁ କବିତା ଲେଖେ I
ଦାୟିତ୍ୱ ର ପସରା ଭିତରୁ ବାପାଙ୍କୁ ଯେବେ ହସ ବାଣ୍ଟିବାର ଦେଖେ
କେବେ ଡରୁନଥିବା ହାତ , ଗୋଟେ ବିଶାଳ ହୃଦୟ ଦେଖେ , ମୁ କବିତା ଲେଖେ I
ଚୁଲି ଧୁଆଁ ରେ ଆକତାମକ୍ତା , ଝପଶା ଦିଶୁଥିବା ହସ
ପଣତ ରେ ଝାଳ କହି ଲୁହ ପୋଛୁଥିବେ ମା କୁ ଦେଖେ , ମୁ କବିତା ଲେଖେ I
ନିଜ ଭିତରେ ଚାଲିଥିବା ଯୁଦ୍ଧ କୁ ବନ୍ଦ କରିବାରେ ବିଫଳ ହୋଇ
ଯେବେ ମୁ ସାଧା କାଗଜ କାଲମ ଦେଖେ , ମୁଁ କବିତା ଲେଖେ II

-


3 AUG 2024 AT 20:40

ତା ଉପସ୍ଥିତି କ୍ଲାସ ରୁମ୍ ରେ ବି ମଜା
ସେନଥିଲେ ଉତ୍ସବ ମଧ୍ୟ ଫିକା ,
ଭାବନା ଓଠକୁ ଆସିବା ଆଗରୁ ସେ ଜାଣେ
ଆମ କଥା ଆରମ୍ଭ ହେଲେ ସେ କହେ ମୁଁ ଶୁଣେ ,
ଦୁନିଆଁ ଯାହାକୁ ସାଂଗ କହେ ,
ବାସ୍ ମୁଁ ଭାବେ ମତେ ସେ ମୋ ଠୁ ଅଧିକ ଚିହ୍ନେ …

-


16 JUN 2024 AT 6:52

ବର୍ଣ୍ଣମାଳା ର ସେ ଦୁଇଟି ଅକ୍ଷର ବିଶିଷ୍ଟ “ବାପା”ଶବ୍ଦ ,
କାହା ପାଇଁ ଦୁନିଆ ତ କାହା ପାଇଁ ଆକାଶ …
# Father’s Day 🫰

-


13 APR 2024 AT 10:54

ତତେ ଯେତେ ଜାଣିଲି , ତୁ ସେତେ ଅଧିକ ନିଜର ଲାଗିଲୁ
ସୁନ୍ଦରୀ ରାଜଧାନୀ ମୁଁ ଯେବେ ତତେ ଖୋଜିଲି , ତୁ ମତେ ଆପଣାଇ ନେଲୁ ||

-


12 MAR 2024 AT 19:28

ସେ କଥା କୁହା ଆଖି ପାଇଁ ଆଜି ଶବ୍ଦର ମରୁଡି
କେବେ ଗାରେ କଜ୍ଜଳ ଲଗାଅ ,
କାହିଁକି ନା ଆଖି ଯୋଡିକ ମନ ସମ୍ବିଧାନ ର ମୁଖଶାଳା ପରି …

-


19 NOV 2023 AT 8:52

ବ୍ୟସ୍ତତା ରୁ ୨ ମିନିଟ୍ ସମୟ କାଢନ୍ତୁ
ସେମାନଂକ ସହଯୋଗ ନିଜ ସଫଳତା କୁ ଥରେ ତନଖି ଦେଖନ୍ତୁ
ଆପଣକଂ ସହ ସବୁ ସମୟରେ ଛିଡା ହୋଇଥିବା
ପ୍ରେରଣା ର ଉସ୍ସ୍ତ୍ଛ ପୁରୁଷଂକ ଉତ୍ସ୍ଛର୍ଗ କୁ ମନେ ପକାଇ
ଅନ୍ତରରୁ କୃତଜ୍ଞତା ନିଶ୍ଚୟ ଜଣାନ୍ତୁ॥

#Because behind of every successful woman there is an understanding man.

-


14 NOV 2023 AT 8:15

ନିଜ ଭିତରେ ଥିବା ଶୈଶବକୁ ଶିଶୁ ହୋଇ ରହିବାକୁ ଦିଅନ୍ତୁ
ସେ ହିଁ ତ ଜୀବନ ବଂଚିବାର ଇନ୍ଧନ ଯୋଗାଏ ।

-


27 MAR 2023 AT 13:27

ଦୈନନ୍ଦିନ ଜୀବନରେ ମୁଖା ପିନ୍ଧି ଏ ଘର ମାଉସୀ ସେ ଘର ପିଉସୀ ଚରିତ୍ରରେ ନିଖୁଣ ଅଭିନୟ କରୁଥିବା ନାଟ୍ୟକାର ମାନଂକୁ ବିଶ୍ବ ନାଟ୍ୟ ଦିବସର ଶୁଭକାମନା ।

-


22 MAR 2023 AT 8:42

ଜଳ ବିନା ଜୀବନ ଅସମ୍ଭବ ,
ସେ ବର୍ଷା ହଉ କି ଲୁହ ।

-


Fetching Soumyaa Mahapatra Quotes