ସେ ଆଉ ମୁଁ
ଗୋଟିଏ ରେଖାଖଣ୍ଡର ଦୁଇଟି ବିନ୍ଦୁ
ଦୂରେଇରହିଛୁ ସତ ,କିଛି ବିଚ୍ଛିନ୍ନ ହୋଇନୁ
-
ଆଦିକବି
ତୋ ଛାତିରେ ପାଦ ଦେଉ ଦେଉ
ତୁ ମୋତେ କେମିତି କୋଳାଇ ନେଲୁ
ମୋ ସମସ୍ତ ଦୁଃଖକୁ କରିଦେଲୁ ସୁଖରେ ପରିଣତ
ତୁ ଜାଣୁ ମୁଁ ତୋତେ କେବେ ଭଲପାଇ ନଥିଲି
କି ଏ ଆଖିରେ କେବେ ତୋ ଲାଗି ସ୍ୱପ୍ନ ବି ନଥିଲା
ତଥାପି ମୁଁ ଯେବେ ଚାଲିଗଲି ତୋ କୋଳକୁ
ତୁ ମୋତେ ନିଜର ଭାବି ନେଲୁ
ତୁ କଣ ଏବେ ବିଶ୍ଵାସ କରିବୁ
ଯେ ମୁଁ ତୋ ପ୍ରେମରେ ପଡିସାରିଛି ବୋଲି
ଯା ତୋତେ ମୁଁ କେବେ ପ୍ରେମ କହିବିନି
କି କହିବିନି ତୋ ପ୍ରତି ମୋ ଭାବନା
ତୁ ଯା ଖାଲି ଏକ ସମର୍ପଣ
ତୁ ମୋ ପାଇଁ ସ୍ୱପ୍ନର ଗନ୍ତାଘର
ତୁ ମୋ ପାଇଁ ଜୀବନର ଆଲୋକ
ଦୁଇ ଶତାବ୍ଦୀର ବିଶ୍ଳେଷଣ
ପୁଣି ତୁ ହିଁ ତ ଏକ ଅନ୍ୟତିକ୍ରମ ସମ୍ମୋହନ
-
ତୁ ଡାକିଥିଲୁ ବୋଲି
ଯାଇଥିଲି ତୋ ବଡ଼ଦାଣ୍ଡକୁ
ତୋତେ ଦେଖି ମୋ ମନ ଗଲା ପୁରି
କେବେଠୁ ତୋତେ ଦେଖିବାକୁ ମନ କରିଥିଲି
ପୂର୍ଣ୍ଣ ହେଲା ଏତେ ଦିନର ଅପେକ୍ଷା
ଧନ୍ୟବାଦ ଜଗା 🥹🙏
ଜୀବନର ପ୍ରତ୍ୟେକଟି ପୃଷ୍ଠାରେ ମୋ ହାତ ଧରି ତୁ ନେଇଛୁ ଯେତେବେଳେ ମୁଁ ହାରିଗଲି ବୋଲି ଭାବିଥିଲି ହେଲେ ତୁ ମୋ ହାତଧରି ଦେଲୁ ।ତୋ ପାଇଁ କଣ ଯେ ଲେଖିବି ତୁ ଲେଖକ ତୁ ମୋ ଶବ୍ଦଭଣ୍ଡାର |-
Papa
He is a perfect son
He is a perfect brother
He is a perfect husband
He is a perfect father
He is perfect in all
The most responsible person
The most handsome man in world
The most caring soul in the world
The most sacrificing human
I have ever seen in my life
Yes, he is our father
He sacrifices all the things
He Sacrifices in his foods
He sacrifices in his sleeps
He sacrifices in his dreams
He sacrifices in his own happiness
He sacrifices in everything
But an any condition
He never share anything to anybody
Papa is not just a name
It's an emotion
-
ଝଗଡା ତ ବହୁତ ହୁଏ
କିନ୍ତୁ ସେ ଝଗଡା ମଧ୍ୟରେ
ମୁଁ ଆମ ଦୁହିଁଙ୍କ ପ୍ରେମ ଗଭୀରତାଟା ଦେଖିବାକୁ ପାଏ-
Jise hum padhte padhte doob gaye hain
Ek aisi kitab hoo tum-