Soubhagya   (StoryatStudio)
272 Followers · 8 Following

Still learning to put good things in my Bio...
Joined 4 July 2018


Still learning to put good things in my Bio...
Joined 4 July 2018
29 JAN 2022 AT 6:01

जिनका कोई नही होता है,
वो तकिया के सहारे जीते है ।।
— % &

-


21 MAR 2019 AT 23:48

ଏଇ ରଙ୍ଗ ପର୍ବରେ ଏତିକି ଶପଥ କର ଯେ,
କେବେବି କାହା ଜୀବନରୁ ସେ ରଙ୍ଗତକ ଛଡେଇ ନେବନି,
ଯୋଉ ରଙ୍ଗ ଟିକକ ପାଇଁ ସେ ବଞ୍ଚିଛି,
ଆଉ କାହା ଜୀବନରେ ଏମିତି ରଙ୍ଗ ଟିକେବି ଦେବନି,
ଯୋଉଥି ପାଇଁ ସେ ଶାନ୍ତି ରେ ମରିବି ପାରିବନି।

-


12 FEB 2019 AT 19:26

ସାଙ୍ଗ: ଆବେ ସେତେବେଳୁ ଦେଖୁଚି ଗୁଗୁଲ ସର୍ଚ୍ଚ ରେ ଲାଗିଛୁ,
ଡାକିଲେ ବି ଶୁଣୁନୁ, କଣ ଟା ଏମିତି ଖୋଜୁଛୁ ସେଥିରେ?

ମୁଁ: ଆବେ ନା ମୁଁ ଟିକେ ସିଓର ହେଉଥିଲି ଆକ୍ଚୁଆଲି ଆଜି କି ଡେ,
ହଗ୍ ଡେ ନା କିସ୍ ଡେ?

ସାଙ୍ଗ: ତୋର କଣ ଟା ଯାଉଛି ଆଜି ଯୋଉ ଡେ ହେଲା,
ଯା କୁଣ୍ଡା ଆଣିକି ଆସିବୁ ମିସିନ ରୁ ତୋ ବୋଉ ଡାକୁଛି ।

-


24 SEP 2018 AT 7:57

(whenever the bus conductor arguing with me)

Cleaner: ଭାଇ ଏଠି Bus ରଖିବନି ଆମର,
Me : ଭାଇ ଶୁଣ୍,
ଡ୍ରାଇଭର ପାଦ ତଳେ ବ୍ରେକ ବୋଲି ଗୋଟେ ଜିନିଷଅଛି, ସେଇଟାକୁ ମାଡିଲେ, ସବୁ ଗାଡି ରହିବ ତମ ଗାଡିଟା କଣ ମଙ୍ଗଳ ଗ୍ରହରୁ ଆସିଛି?

-


28 DEC 2021 AT 17:20

Aap baas ehsas dila do ki aap ho,
Dil, Ruh, Jism ye to bahat dur ki baat hai.

-


13 DEC 2021 AT 17:44

If the people around you,
give tension to you,
then you are a useless person.

-


13 DEC 2021 AT 1:08

तू चाहे कुछ भी पी ले, या पिला दे,
मुझे तो नशा तेरे आंखों से ही चढ़ती है।

-


10 DEC 2021 AT 11:13


ଏଠି,
କିଛି ବହୁତ ସୁନ୍ଦର ସମ୍ପର୍କ ନାଁ' ଟେ ନପାଇ ମରିଯାଏ,
ଆଉ ବେଳେ ବେଳେ,
ଟିକେ ସ୍ୱୀକୃତି ପାଇଁ ଜାଣି ଜାଣି ବିଷ ପିଇବାକୁ ପଡେ,

-


1 OCT 2021 AT 23:51


ନିଜକୁ ନାକ କାନ୍ଦୁରୀ ବୋଲି କହୁଥିବା ଝିଅ ମାନେ, କନ୍ଦେଇବାରେ ମାହିର, ବହୁତ କନ୍ଦାନ୍ତି

-


27 SEP 2021 AT 3:52

Baaten karte karte yese achanak se phone mat rakha karo,

Tumhe, tumhare bare me bahat kuch batana hai mujhe.

-


Fetching Soubhagya Quotes