ଜମା ଇଚ୍ଛା ନଥିଲେ ବି କାମ କରିବାକୁ ବାଧ୍ୟ
ମନ ଶରୀର ଭଲ ଲାଗୁନଥିଲେ ବି କାମ କରିବାକୁ ବାଧ୍ୟ
ଜ୍ୱରରେ ପଡିଥିଲେ ବି ବାସନମଜା ଆଉ ଲୁଗାସଫା କରିବାକୁ ବାଧ୍ୟ
ହୃଦୟ,ପସନ୍ଦ ଆଉ ସ୍ୱାଭିମାନକୁ ବଳି ଦବାକୁ ବାଧ୍ଯ
ପିରିୟଡ୍ସ୍ ପାଇଁ ସରକାର ଦିନେ ଛୁଟି ଦେଉଥିଲେ ମଧ୍ୟ,
ସେଭଳି ଯନ୍ତ୍ରଣାଦାୟକ ସମୟରେ ଘରେ କାମ କରିବାକୁ ବାଧ୍ୟ
ପୁରୁଷ ଅଫିସ୍ ରୁ ଆସି ଚା'ପାଣି ପିଇସାରି ବେଡ୍ ରେ ପଡି
ମୋବାଇଲ୍ ଟିପିବା ସମୟରେ ଆମେ ଅଫିସ୍ ରୁ ଆସି
ପୁଣି ଘରକାମ ସହିତ ରୋଷେଇ କରିବାକୁ ବାଧ୍ୟ
କାହିଁକିନା ଆମେ ନାରୀ
😭😭😭😭😭-
Kash aaj raat aisa kamal ho jaye
Mai sho jau aur mera inteqal ho jaye-
Kash kal subah uske paas ek hi khabar jaye
ki tere liye puri puri raat jaagnewala insaan hamesha ke liye sho gya hai.-
kash meri jindegi me v koi aisa haadsa ho jaye
jisse dekh kar doctor bole
SORRY, SHE IS NO MORE.-
କେହି ଜଣେ ବରପିତା ନିର୍ଲୋଭ ହେଇ ଯୌତୁକରେ ଝିଅର ଉଚ୍ଚଶିକ୍ଷାର ସାର୍ଟିଫିକେଟ୍ ମାଗିକି ଦେଖନ୍ତୁ ,
କନ୍ୟାପିତା ମାନେ କ୍ୟାସ୍,ଗୋଲ୍ଡ ଓ ଫର୍ଣ୍ଣିଚର୍ ବାବଦରେ ଚିନ୍ତା ନକରି ,ସେଇ ପଇସା ଖର୍ଚ୍ଚ କରି ଝିଅକୁ ଉଚ୍ଚଶିକ୍ଷିତ କରେଇବାରେ ଲାଗି ପଡିବେ ।
ଆମେ ବଦଳିଲେ ଦୁନିଆ ବଦଳିବ
ଆମେ ସୁଧୁରିଲେ ଦୁନିଆ ସୁଧୁରିବ ।
-
ସ୍ୱାଭିମାନୀ ଲୋକଟିକୁ ମାରିବାକୁ ଅସ୍ତ୍ର , ଶସ୍ତ୍ର କି ଷଡଯନ୍ତ୍ରର ଆବଶ୍ୟକତା ପଡେନି ।
ସେ ସେତେବେଳେ ବଞ୍ଚି ଥାଉଥାଉ ବି ମରିଯାଏ ଯେତେବେଳେ ଅନ୍ୟମାନଙ୍କ ସାମ୍ନାରେ ତା' ମୁଣ୍ଡ ତଳକୁ ହେଇଯାଏ ।-
କିଛି ବିକୃତ ମାନସିକତାର ଲୋକ ଏବେ ବି ଅଛନ୍ତି ଯୋଉମାନେ 2024 ରେ ବି ପୁଅଟିଏ ହେଉ ବୋଲି ଆଶୀର୍ବାଦ କରନ୍ତି😃😀😃
ଚୁଲିକି ଯାଉ ତମ ଆଶୀର୍ବାଦ😡😡😡
-
ନାରୀ ମଥାର ଲାଲ୍ ସିନ୍ଦୁର ବିପଦ ସଂକେତର ସୂଚନା ନ ହେଉ,
ହାତର ଶଙ୍ଖା ଆଉ ପାଦର ପାଉଁଜି ହାତ ପାଦର ଶିକୁଳି ନ ସାଜୁ,
ଗଳାର ମଙ୍ଗଳସୂତ୍ର ଫାଶୀଦଉଡି ସାଜି ତା'ର ଜୀବନ ନ ନେଉ ।
*ନାରୀ ସୁ୍ସ୍ଥ ରହୁ,ସୁରକ୍ଷିତ ରହୁ*-
ନାରୀ ଏ ଦେଶଟାକୁ ନିଜ ହାତମୁଠାରେ ରଖି ଶାସନ କଲାଣି ,
ନାରୀ ସୀମାନ୍ତରେ ଯୋଦ୍ଧା ସାଜିଲାଣି,
ନାରୀ ଆକାଶରେ ଉଡିଲାଣି,ପାଣିରେ ବୁଡିଲାଣି,
ଏଭରେଷ୍ଟ୍ ଚଢିଲାଣି ।
ଆଉ ଏଠି ସ୍ୱାମୀ ତା ସ୍ତ୍ରୀକୁ ପଚାରୁଛି -
ମୁଁ ତ ବାହାରେ କାମ କରୁଛି ।
ତୁ ଦିନସାରା ଘରେ ବସି କରୁଛୁ କ'ଣ ????????
ଘରେ କି କାମ ଯେ !!!!-
ନାରୀ ଅବଳା କି ଦୁର୍ବଳା ନୁହେଁ,
ନାରୀ ଜନନୀ ଭଗିନୀ ଜାୟା
ଏହା ଗୀତାରେ ବର୍ଣ୍ଣିତ ।
ନାରୀ ଲକ୍ଷ୍ମୀ,ନାରୀ ସରସ୍ୱତୀ,
ଆଉ ନାରୀ ହିଁ ଦୁର୍ଗା ।
ନାରୀର ମୂଳ ରୂପ ଲକ୍ଷ୍ମୀ ସରସ୍ୱତୀଙ୍କ ପରି ସର୍ବଦା ଶାନ୍ତ,ସରଳ ଓ କମନୀୟ,
କିନ୍ତୁ ଦୁର୍ଗା ନାରୀର ମୂଳରୂପ ନୁହେଁ,ଏହା ନାରୀର ସ୍ୱଳ୍ପ ସମୟର ଏକ ଅବତାର ମାତ୍ର ।
ପୁରୁଷ ସମାଜର ଅତ୍ୟାଚାର ବିରୁଦ୍ଧରେ ସେ ଯୁଗେଯୁଗେ ସ୍ୱର ଉଠାଇଛି,ନିରୁପାୟ ହୋଇ ବିଶ୍ୱକଲ୍ୟାଣ ପାଇଁ ସେ ଦୁର୍ଗା ଅବତାର ନେଇଛି ଆଉ ଆଗକୁ ନେଉଥିବ ମଧ୍ୟ ।
♥ଆନ୍ତର୍ଜାତିକ ନାରୀ ଦିବସର ଅନେକ ଶୁଭେଚ୍ଛା ଆଉ ଶୁଭକାମନା♥
-