It can hurt and heal simultaneously....
-
An age....
From "Please,don't let me alone.I'm getting scared"
To "Please, leave me alone. I need to spend sometimes alone."
-
कभी धोका नहीं देगा ।
बेशक अपने दिल की सुनो,
कभी पस्ताना नही पड़ेगा।-
तुम्हारा प्यार मेरे लिए
बारिश की वो बूंदे है,,,,,
जो अगर कम पड़ जाए
तो जी नही पाऊंगी,,,
ज्यादा हो जाए
तो ये डर सताती है की
कहीं बाड़ ही न आ जाए,,,,।।-
जीवन में,
उस दो पल के खुशियां और
वो खुशी देने वाला इंसान
अकसर धोका ही दे जाते है-
Be innocent but not fool
Because,
There is no shortage of
wolves on this earth
They will eat your trust
Whenever they get a chance.
And After using you
They will definitely
Throw you like a commodity.-
ଲୋକେ କୁହନ୍ତି ହାତେ ମାପି ଚାଖଣ୍ଡେ ଚାଲିବାକୁ,
କିନ୍ତୁ ବାସ୍ତବ ରେ କିଛି ଅଲଗା ହୁଏ
ଆମ ଜୀବନରେ କିଛି ଲୋକ ଆସନ୍ତି
ହାତେ ବାଟର ସାଥୀ ହୋଇ
ଏକାଠି ଚାଲିବାର ସ୍ବପ୍ନ ଦେଖାନ୍ତି
ପରେ ଚାଖଣ୍ଡେ ର ବାଟ ପୁରା ହେବା
ପୂର୍ବରୁ ହିଁ ହାତ ଛାଡ଼ି ଚାଲିଯାଆନ୍ତି।
-
କିଛି ଶବ୍ଦ କୁ ଶବ୍ଦ ସହିତ ଯୋଡି
ମନର କିଛି ଭାବନା କୁ
ଆଖି ର କିଛି ସ୍ବପ୍ନ ସହ ଯୋଖି
ତା ସହ ନିଜର କିଛି ଅନୁଭୂତି କୁ ସାଉଁଟି
କଲମ ମୁନରେ କବିତା ରୂପକ
ଚିତ୍ର ଆଙ୍କୁଥିବା ସେଇ ଲୋକଟି କୁ
ବୋଧେ କବି/ଲେଖକ କୁହାଯାଏ।
-
Whenever I thought that life will be easy now.....
Problems :- "Hey dear,
look at me....I'm back"-
ଦୁଇଟି ଅଜଣା ଅପରିଚିତ କୁ
ଶେଷ ନିଃଶ୍ୱାସ ଯାଏ
ନିଜର ସବୁକିଛି ମାନି ନେବାର ସୂତ୍ର।
ଦୁଇଟି ଅଚିହ୍ନା ଆତ୍ମା ଙ୍କୁ
ସାତ ଜନ୍ମ ଯାଏ
ବାନ୍ଧି ରଖିବାର
ପବିତ୍ର ବନ୍ଧନ।-