To our freedom fighters,
To our soldiers,to our hero of the nation, they are the reason we are still alive, we all not forget their sacrifices
May your spirits rise with the flag!!!!!-
💘▒▒▒▒▒▒▒ꉔꋪꋬꁴꌦ ꍌꋬꅐ꒒▒▒▒▒▒▒▒▒💘!!
__ମୁଠାଏ ମାଟି__
ମୁଠାଏ ମାଟିରେ ରକତ ନିଗାଡି
ନିଜ ଭାଗ୍ୟ ନିଜେ ଲେଖେ !!
କେଣ୍ଡା କେଣ୍ଡା ସୁନା ମାଟିରେ ଫଳାଇ
ଯୋଗାଏ ଆହାର ମୁଖେ !!!!
ଲୋଡା ନାହିଁ ତା' ର ଅଜସ୍ର ଯୋଜନା
ପାଇବାକୁ ଅଣ୍ଟେ ଧନ !!
ଲୋଡା ନାହିଁ ସାଠିଏ ପଉଟି
ଶାଗ,ପଖାଳେ ତା ' ମନ !!!!
ସାରା ଜଗତକୁ ଆହାର ଯଗାଇ
ନିରାହାରେ ସିଏ ବଞ୍ଚେ !!
ତା ' ଆଡେ ଫିଙ୍ଗି ବାତ୍ସଲ୍ୟର ଶର
ଏ ସମାଜ ଖାଲି ହସେ !!!!
ଋଣ ପାଇଁ ଚାଷୀ ଆତ୍ମହତ୍ୟା କରେ
କୀଟନାଶକ କୁ ଖାଇ !!
ଗରିବ ଚାଷୀର ଭୋକର ଭୂଗୋଳ
ବୁଝିପାରେ ନାହିଁ କେହି !!!!
ଚାଲୁଥାଏ ଏଠି ଶସ୍ତା ରାଜନୀତି
ପ୍ରତିବାଦ ସ୍ବର ନାହିଁ !!
କୃଷକ ଆଜିବି କାନ୍ଦୁଅଛି ସତେ
ଗାନ୍ଧୀଙ୍କ ଦେଶେ ଥାଇ !!!!!-
__ସତ୍ୟ__
ସତ୍ୟ କ'ଣ କେହି ଜାଣିନାହିଁ !
ସତ୍ୟ କ'ଣ କେହି ଦେଖିନାହିଁ !
ସତ୍ୟ କ'ଣ କେହି ଛୁଇଁନାହିଁ !
ତେବେ ସତ୍ୟ କେଉଁଠି ଥାଏ ?
ଅନ୍ଧାରର କାଳରତ୍ରିରେ କି;
ରଙ୍ଗୀନ୍ ଆଲୋକରେ ନା,
ମଣିଷ ମନରେ!!!!
ସତ୍ୟ ଥାଏ କ'ଣ ଅଦାଲତରେ କି;
ନିକିତି ମାପରେ ନା'
ଶୋଷଣକାରୀ ଖୁନୀ ହାତରେ।।।
ତେବେ ସତ୍ୟ କେଉଁଠି ଥାଏ ?
ସତ୍ୟ କେବଳ ସେଇଠି ଥାଏ,
ଯେଉଁଠି ଥାଏ ଟିକିଏ ହସ
ଯେଉଁଠି ଥାଏ ଟିକିଏ ସ୍ନେହ
ଯେଉଁଠି ଥାଏ ଟିକିଏ ଦୟା
ଯେଉଁଠି ଥାଏ ଟିକିଏ ଭଲପାଇବା ।।।।।
ସେଇଠି ମିଳେ ସତ୍ୟର ସତ୍ତା।।।।
_Nitu ♥️✍️
-
My motherland's love is a rose of
Delicate emotions that blooms.
Ńot only in the blood,
But also in the hearts of the people.
Nourished by sacrifices
And courage.
It's love is like an oasis
In the desert of life .
Where the journey is
Agonising but noble.-
There is only one cast,,,,,
Cast of Humanity!!!
There is only one language,,,,
Language of Heart!!!!
There is only one religion,,,,
Religion of love!!!!!
There is only one God,,,,,
He is omnipresent" !!!!!!!-
His arrival in my life
was a new beginning
for me.
But when he left me
He destroyed my identity
Now, I'm a living dead person.
I'm breathe but I'm not alive..-
ମନରେ ଯଦି ବିଜୟୀ ହେବାର ବିଶ୍ୱାସ ଦୃଢ଼ ଥାଏ
ତେବେ ସଫଳତା ପାଇହେବ
କିନ୍ତୁ ବିଶ୍ୱାସ ଦୃବଳ ହୋଇଥିଲେ
କେବଳ ପରାଜୟ ହିଁ ମିଳିବ!!!!!-
💖_Love_💖
Łòvë łîkè à fłôwèŕ
Íf ÿôù łóvé â fłówèř
Đòñ't pîçk įť üp;Bécáuśè
If ÿôù pîçk įť üp, Įť dîêš áńď îť
Çáùsés to be wháť you łôvê!!!
So îf sômèôńę Igñörîng you,
Théń forgèt her!
Let îť go!
Łôvê it ńøt abôùť póšsešsïoñ.
Įť îs âboüt âpprëcîatîôn...
-
☞ ନାରୀ❛‿❛
ଯଦି ଆର୍ଥିକସ୍ୱୋଛଳ ନଥାଏ,ତେବେ ଝିଅଟିର ପିତା ଜ୍ବାଇଁର ଯୋଗ୍ୟତା ଅନୁସାରେ ଉପଯୁକ୍ତ ଯୌତୁକ ଦେବାକୁ ସମର୍ଥ ହୋଇପାରନ୍ତି ନାହିଁ। ଫଳରେ ଶାଶୁ- ଶଶୁରଙ୍କ ଦ୍ଵାରା ନିର୍ଯାତିତା ହୁଏ ନିରୀହ ଝିଅଟି। ଯେଉଁ ଝିଅଟି ଭାବୁଥାଏ,ସ୍ବାମୀ ହିଁ ତାର ଇହକାଳ-ପରକାଳ ଦେବତା, ତାରି ପୂଜାରେ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି।ଏହା ଭାବି ସେ ତାର ସେବାରେ ଲାଗିଥାଏ। ମାତ୍ର ପ୍ରତିବଦଳରେ ପାଏ ଲାଞ୍ଛନା, ଅପମାନ, ଘୃଣା। ଏତେ କଷ୍ଟପାଈ ମଧ୍ୟ ଦୋଷାରୋପ କରେନି ମା' ସମାନ ଶାଶୁ ଓ ଦେବତାସଦୃଶ
ସ୍ବାମୀଙ୍କୁ। ସେଥିପାଇଁ ଦୋଷ ଦିଏ ନିଜକୁ। କପାଳରେ ହାତଦେଇ ସ୍ଥାଣୁ ହୋଇ ବସି ରହେ। ଆଖିରୁ ବୋହିପଡେ଼ ଅଜସ୍ର ଲୁହ।
-
ମନୁଷ୍ୟର ସବୁଠାରୁ ବଡ଼ ଯନ୍ତ୍ରଣା ହେଉଛି ସବୁକିଛି ଜାଣି କାହା ଉପରେ କତ୍ତ୍ତତ୍ଵ ନ ରହିବା ଏବଂ ମନୁଷ୍ୟ ନିଜେ ନିଜର ଯେତେ କ୍ଷତି କରେ, ଅନ୍ୟମାନେ ତାହାର ସେତେ କ୍ଷତି କରିପାରନ୍ତି ନାହିଁ।
_Nitu♥️✍️_-