Kuch khwab adhure reh gaye...
-
Smrutirekha Behera
(Khusbu)
67 Followers · 20 Following
Joined 4 June 2019
6 OCT 2021 AT 1:07
ଜୀବନରେ ଭଲ ପାଇବା ହେଉଛି ଏକ ମୂଲ୍ୟବାନ ସମ୍ପଦ
ଯାହା ବହୁତ୍ କମ୍ ଲୋକଙ୍କୁ ମିଳିଥାଏ ।
-
6 OCT 2021 AT 0:59
ସେ ଅଗଣିତ ପ୍ରଶ୍ନ !
ସେ ଉତ୍ତର ନ ମିଳିବା !
ସେ ଲୁହ ଭିଜା ଆଖି !
ସେ ତୁନି ମାରି ଯାଉଥିବା ଓଠ !
ମନରେ ଉଠୁଥିବା ସେ ଢେଉ !
କଣ ଏଇସବୁ କିଛି ସତ ନଥିଲା !
କଣ ଏଇସବୁ ଛଳନା ଥିଲା !
କଣ ମୁଁ ଆଉ ମୋ ଭଲ ପାଇବା ମୂଲ୍ୟହୀନ ଥିଲା !-
5 OCT 2021 AT 10:10
ଏମିତି ହୁଅନ୍ତାନି ମୁଁ ଗୋଟେ ଅଭିମାନୀ ପ୍ରିୟା ପରି ରୁଷି ଯାଆନ୍ତି !
ଆଉ ତୁମେ ମତେ ଠିକ୍ ଗୋଟେ ପାଗଳ ପ୍ରେମିକ ପରି ବୁଝାନ୍ତ !-
12 JUN 2021 AT 11:21
उसकी कही हुई वो बात की
"तुम खुदके लिए बहुत जरूरी हो"
ये याद रखना ।-
12 JUN 2021 AT 10:23
Short tempered
Use bad languages
Self destruction
Feeling useless and worthless
Forgot your dreams
Suicidal thoughts-
12 JUN 2021 AT 10:17
आज से नही, हर एक दिन संघर्ष करूंगी ।
और मेरे सपनों को वो पंख दूंगी जो दूर तक उड़ सके,
और हर एक इंसान को भी अपने सपनो को पंख देना सिखाए ।-