Smruti Ranjan  
99 Followers · 97 Following

Motivational speaker,Devotional speaker, writer, social worker from Odisha
Joined 14 December 2017


Motivational speaker,Devotional speaker, writer, social worker from Odisha
Joined 14 December 2017
19 SEP 2024 AT 10:40

ଜିଦି ରେ ରହିକି କି ଲାଭ ପାଉଛ
ନିଜକୁ ଦେଇକି କଷ୍ଟ |
ଆଖି ଖୋଲି ଥରେ ଦେଖିଦିଅ ପ୍ରିୟେ
କେତେ ସମୟ ହେଲାଣି ନଷ୍ଟ ||

ଜିଦି ଭାଙ୍ଗି ଏବେ ଫେରିତ ଆସ ହେ
ମନ କଥା କର ସ୍ପଷ୍ଟ |
ଯେମିତି ଥିଲେ ତ ସେମିତି ରହିବା
ସମାଜ କହିବ ବେଷ୍ଟ ||

- ସ୍ମୃତି ରଞ୍ଜନ

-


24 AUG 2024 AT 18:46

ତୁମେ ମୋ ଜୀବନ ହୁଅ ମହାପ୍ରଭୁ ତୁମେ ମୋ ଜନନୀ |
ତୁମେ ମୋ ସଂସ୍କାର ହୁଅ ମହାପ୍ରଭୁ ତୁମେ ମୋ ସଂସ୍କୃତି |
ତୁମେ ମୋ ସଂଞ୍ଚୟ ହୁଅ ମହାପ୍ରଭୁ ତୁମେ ମୋ ସମ୍ପତି |
ତୁମେ ମୋ ପ୍ରିୟ ହୁଅ
ମହାପ୍ରଭୁ ତୁମେ ମୋ ପ୍ରାପ୍ତି|

ତୁମେ ମୋ ଭାବ ହୁଅ ମହାପ୍ରଭୁ ତୁମେ ମୋ ଭକ୍ତି |
ତୁମେ ମୋ ବିଶ୍ଵସ୍ଥ ହୁଅ ମହାପ୍ରଭୁ ତୁମେ ମୋ ବିଶ୍ୱାସ |
ତୁମେ ମୋ ଭାବନା ହୁଅ ମହାପ୍ରଭୁ ତୁମେ ମୋ ଭରସା |
ତୁମେ ମୋ ଆସ୍ଥା ହୁଅ ମହାପ୍ରଭୁ ତୁମେ ମୋ ଆଶରା |

ତୁମେ ମୋ ସଂକଳ୍ପ ହୁଅ ମହାପ୍ରଭୁ ତୁମେ ମୋ ସାଧନା |
ତୁମେ ମୋ ପ୍ରେମ ହୁଅ ମହାପ୍ରଭୁ ତୁମେ ମୋ ପ୍ରାର୍ଥନା |
ତୁମେ ମୋ କଳ୍ପନା ହୁଅ ମହାପ୍ରଭୁ ତୁମେ ମୋ କରୁଣା |
ତୁମେ ମୋ ଗୁରୁ ହୁଅ ମହାପ୍ରଭୁ ତୁମେ ମୋ ଗାରିମା |

ତୁମେ ମୋ ଉତ୍ପତି ହୁଅ ମହାପ୍ରଭୁ ତୁମେ ମୋ ଉପାସନା |
ତୁମେ ମୋ ସୃଷ୍ଟି ହୁଅ ମହାପ୍ରଭୁ ତୁମେ ମୋ ସଂସାର |
ତୁମେ ମୋ ସ୍ନେହ ହୁଅ ମହାପ୍ରଭୁ ତୁମେ ମୋ ଶରୀର |
ତୁମେ ମୋ ଇଚ୍ଛା ହୁଅ ମହାପ୍ରଭୁ ତୁମେ ମୋ ଈଶ୍ୱର |

ତୁମେ ମୋ ନିଶ୍ୱାସ ହୁଅ ମହାପ୍ରଭୁ ତୁମେ ମୋ ନାରାୟଣ |
ଏତିକି ବିନତି ମହାପ୍ରଭୁ ତୁମେ କର ପରିତ୍ରାଣ 🙇🏼‍♂️🙏🏻

- ସ୍ମୃତି ରଞ୍ଜନ ସାହୁ

-


10 AUG 2024 AT 12:39

Sometime,you have to make them realize that ,how it feels and hurt

-


19 FEB 2024 AT 19:40

A teacher's dedication and student's hardwork makes both successful

-


16 SEP 2022 AT 22:35

Still a wrong we are doing
is trying to prove ourselves matured,wealthy,intelligent and perfect, unnecessarily

-


30 DEC 2021 AT 11:35

ସଖାଳୁ ହେଲା ତୁମ ଦରଶନ,
ମନ ମୋ ହୋଇଲା ପରସନ।
ତୁମ୍ଭ ସେ ସୁନ୍ଦର ବେଶ,
ପୁଣି କୀର୍ତ୍ତନେ ଜୟ ଜଗଦୀଶ ।
ଆହା କି ସୁନ୍ଦର ଲାଗିଲା,
ଖାଲି ଜୟ ଜଗନ୍ନାଥ ଶୁଭିଲା ।

-


2 DEC 2021 AT 20:02

Being childish to some people gives more happiness than being mature to the society

-


24 OCT 2021 AT 23:09

One lose and you started blaming??
This shows how loyal and honest you are.

Be loyal and honest 🙏🇮🇳🇮🇳
#don't_blame

-


23 OCT 2021 AT 19:23

A bad decision in good time and a good decision in bad time,can change manything

-


29 SEP 2021 AT 2:13

The reaction you give the action you will see...

-


Fetching Smruti Ranjan Quotes