SirDiptabhanu Pramanik   (👨🏻‍🏫ଭାନୁ👨🏻‍🏫)
257 Followers · 275 Following

Oh you 👤 came to visit my profile ❗
Joined 31 May 2020


Oh you 👤 came to visit my profile ❗
Joined 31 May 2020
16 DEC 2022 AT 13:23

⭕❗⭕ପହିଲି ଭୋଗ ଅବସରରେ ⭕❗⭕
ଚନ୍ଦନ କାଠଟେ କରି ଦିଅ ପ୍ରଭୁ🛐
ପେଡ଼ିରେ ମୁଁ ଘୂରି ହେବି
ତୁମ କପାଳରେ ଟିପି ଟିପି ହୋଇ
ଶୋଭା ବର୍ଦ୍ଧନ କରିବି।

-


14 NOV 2022 AT 12:00

ଆଗରେ ➡️ପଡ଼ିଛି ପଥ🛣️ ବହୁ ଦୂର 🔁
ଆହୁରି କେତେଯେ ବାକି🔜
ଚାଲିବି🚶 ଚାଲିବି🚶 ନ❌ ପଡ଼ିବି ଥକି🛌
ମୁଦିବା😑 ଆଗରୁ ଆଖି 👀
ପବିତ୍ର🙏 ଶିଶୁ🧚🤹 ଦିବସ ଅବସରରେ
ସମସ୍ତ ଶିଶୁମାନଙ୍କୁ ଶୁଭେଚ୍ଛା ଓ ଭଲପାଇବା

-


20 MAY 2021 AT 15:56

ଶୁଭ ଦିବସର🌝 ଶୁଭ ଅବସରେ🎊
ଦେଉଛି ଏକ ଶୁଭେଚ୍ଛା🎉 ଭେଟି🎁
ମାନ😏 ଅଭିମାନ😡 ଦୂରେଇ ପବିତ୍ର
ଗ୍ରହଣ🤲 କରିବୁ ଏଇ ଉପହାର🎁 ଟି

ଜନ୍ମ🎂 ଦିନରେ ଶୁଭେଚ୍ଛା ବାଢ଼ି
ଲେଖୁଛି📝 ଏ କବିତା ରାଗିଣୀ
ଶବ୍ଦ ସାଥେ ସ୍ନେହ🤍 ସାଉଁଟି ନେବୁ🤲
ହୃଦେ❤️ କରି ଏକ ଅଲିଭା ସାରଣୀ🟧

ବିଧାତା🕉️ ଘଡ଼ିର⏱️ ସମୟ⏰ ସ୍ରୋତରୁ
ସୁଖର🥳 ଚାଙ୍ଘୁଡି💐 ଚୋରାଇ
ତୋ ଠିକଣାରେ📬 ପଠାଉଛି💌 କାହ୍ନୁ
ନେବୁ🤲 ତାକୁ ଶ୍ରଦ୍ଧାରେ😁 କୋଳେଇ🤗।

-


1 JAN 2022 AT 11:56

I, me & myself

-


1 JAN 2022 AT 11:34

I need space in your ❤️

-


1 JAN 2022 AT 10:58

Stay tuned
365 day
For
365 Quotes

-


1 JAN 2022 AT 7:25

ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ସମସ୍ତ ଜୀବନ ସୁନ୍ଦର ସୁଖମୟ ହେଉ ବିଭୁଙ୍କ ନିକଟରେ ପ୍ରାର୍ଥନା କରୁଛି

-


5 SEP 2021 AT 11:02

Happy Teachers'👨🏻‍🏫 Day to all🤷
not 🚫 only to my formal teachers👨🏼‍🏫 but also to those🤗
from where I have learnt anything and I'm learning each and every moment⏱️ in every aspect of my life 🧬
A small wish💐 and a bunch of love💕 and respect🙏 for them

-


5 AUG 2021 AT 0:29

You👤 could help🤝 me out and I👤 could do the same in COC. And it would be Completely so peaceful. Like the feeling of sleep😴, but awake🌄 in it together👥. Let's play🎮 COC together🫂 1️⃣ hour🕐 daily.


💌50-i family💌

-


12 JUL 2021 AT 8:34

ହୃଦୟର🫀 ରାଜା🤴 ତୁମେ
ଅନାଥର🧟 ନାଥ🫂
ଜଗତର🇮🇳 ନାଥ🫂 ତୁମେ
ପ୍ରଭୁ🕉️ ଜଗନ୍ନାଥ🛐









ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ।

-


Fetching SirDiptabhanu Pramanik Quotes