Falling was hard for me until I fell down loud in your love. It became more insane afterwards, more harder.
Only this time the wounds were lovely, invisible and deep.
It was a hefty fall indeed!-
Can Ping At:
... read more
● ବିଜୟା ଚିନ୍ତନ ●
ଚାରିଆଡେ ଏଠି ଅପସଂସ୍କୃତି ଘରେ ଘରେ ତାର ଛିଟା,
ଧମନୀରେ ଯେବେ ବିଷରକ୍ତ ର ଅବିରତ ଘନଘଟା।
ମନରେ ସରସ, ହୃଦୟରେ କା'ର ସ୍ପନ୍ଦନ ନାହିଁ ଯେବେ,
ଧରଣୀ କୁଞ୍ଜ ପୁରେ ନାହିଁ ଯେବେ ଚେତନାର କଳରବେ।
ଏପରି ସମୟେ ମନ୍ଦିରେ, ପୁଣି ମୃଣ୍ମୟୀ କାୟା ବହି,
ତ୍ୱରିତେ ଆସଇ ସିଂହବାହିନୀ ଶ୍ରେଷ୍ଠା ସେ ନାରୀ କେହି।
କିଏ କହେ ତାଙ୍କୁ ଜଗତ-ଜନନୀ ପୁଣି କେ କାତ୍ୟାୟିନୀ,
କିଏ କହେ ମାଏ ଦୈତ୍ୟ-ନାଶିନୀ କିଏ ସ୍ମରେ ଉଦ୍ଧାରିଣୀ।
କିଏ ପୁଣି କହେ ଭବାନୀ, ଶିବାନୀ, ସେ ଯେ ଖର୍ପର-ଧାରୀ,
ଆଉ କିଏ କହେ କାଳରାତ୍ରୀ ସେ, ମୁଁ କହେ ତାଙ୍କୁ ନାରୀ !
ଦେବୀ ସିନା ପୂଜା ପାଇଲେ ସବୁଠି, ପାର୍ବଣ ଅନୁଭବ,
ଅକୁହା ରହିଲା ନାରୀର ବେଦନା, ହୃଦ୍ୟ ଯେତେକ ଭାବ।
ମୃଣ୍ମୟୀ ରୂପ ପାଷାଣ ଶିଳାର ପୂଜ୍ୟା ଯେଉଁଠି ଦେବୀ,
ବନ୍ଦିନୀ ଆହା ହାଡ଼ ମାଂସର ନାରୀର କରୁଣ ଛବି।-------କ୍ରମଶଃ ଅନୁଶୀର୍ଷକ ରେ
-
' ଗଣେଶ ଚତୁର୍ଥୀ ' ସେହି ଦିନଠାରୁ
ଭବେ ପ୍ରସିଦ୍ଧି ଲଭିଲା।
ସେବେଠାରୁ ତୁମେ ବିଦ୍ୟା ବୁଦ୍ଧି ବଳେ
ଜଗତେ ହେଲ ଅଜେୟ,
ବିଘ୍ନ ବିନାଶକ ନାମକୁ ବହିଲ
ଦୁର୍ଗତିର କରି କ୍ଷୟ।
ଧର୍ମ ଅନୁକୂଳ କର୍ମ ଯେବେ ନରେ
କରୁଥିବେ ନିରନ୍ତରେ,
ସର୍ବ ସାଧନାକୁ ସିଦ୍ଧି ପଥେ ତୁମେ
ନେଉଥିବ ସେହିଠାରେ।
ଆଜିର ଏ ପୂଣ୍ୟ ତିଥିରେ ତୁମରି
ପୟରେ କରେ ମିନତି,
ଯାବତ ଚନ୍ଦ୍ରାର୍କ ତୁମ ଶୁଭାଶିଷ
ପାଉ ଏ ମାନବ ଜାତି।
ଦୁର୍ବୁଦ୍ଧି ଏବେତ ଗ୍ରାସିଛି ହେ ପ୍ରଭୁ
ମଣିଷର ଚିନ୍ତାଧାରା,
ତୁମରି କିଞ୍ଚିତ କୃପା ହେଲେ ଭବେ
ସୁଧାର ଆସନ୍ତା ପରା।
***
ସମାପ୍ତ ❤🙏-
तुझे मैं दूसरों में ढूँढता रहा,
और तु मुझमें ही कहीं गुम हो गई।-
Please don't rise
everyday. Give some
more time to the
moon to conquer
the sky; my moon.-
Main tumhe apne hothon se chun loon, yeh meri kismat mein nahin.
Aur tum mujhe apni hothon se chun lo, yeh tumhari fitrat mein nahin.
Acha hoga agar tum mujhe apni saanson se aur main tumhe apni dhadkan se chun loon❤-
Aaj kal meri Maa mujhse bahut shak jatati hai,
Kaise likh leta hoon main itni pyaari baatein.
Kahin mujhe kisise pyar toh nahin?
Ab main kaise samjhaun use ki pyaar karna toh abhi baaki hai.
Ab tak toh bas dillagi ki hai,
Pyaar ka safar ab bhi milon door hai.-
Tumse zyada wafadar toh meri kavitayen hain,
Bewafa karne se pehle woh mujhse puch kar aate hain.
Aur tum toh.........-
Aaj maine tujhe itna mashoor
bana diya hai ki ab kya
bataun.
Itna ki jab mere shabd maun
pad jayenge,
Tab saari duniya waalon ke hothon
pe bas teri hi charcha hogi.-