ଏଇ.........!
ଚାଲୁନ କିଛି ସମୟ ବୁଲିଯିବା
ଟିକେ ଭାବନାର ଉପବନ ଆଡ଼କୁ
ଏଇ ନିଛାଟିଆ ଶାନ୍ତ ବେଳାରେ ଯୋଉଠି ଖାଲି
!!ତୁମେ ଆଉ ମୁଁ!!
ହାତ ଧରା ଧରି ହେଇ ଚାଲୁ ଥାନ୍ତେ"
*ଦୁହେଁ ଗପି ଗପି*
ମୁଁ ମୋ କୋହକୁ ଅଜାଡ଼ି ଦେଇ
ତୁମ ଆଞ୍ଜୁଳାରେ
ଟିକେ ମୁଣ୍ଡ ରଖି ବିଶ୍ରାମ ନିଅନ୍ତି
ତୁମ ବିସ୍ତାରିତ ଛାତି ଉପରେ
ଓଃ କି ଶାନ୍ତି......!
ଆଉ ତୁମେ ତୁମ ବାହୁରେ ମୋତେ କୋଳେଇ ନେଇ
ପାପୁଲିରେ ଆସ୍ତେକରି ଟିକେ
ମୋ ମୁଣ୍ଡକୁ ଆଉସିଁ ଦିଅନ୍ତ
ତୁମେ ଆଉ ମୁଁ କିଛି କ୍ଷଣ ନିରିଖି
ଦୁହେଁ ଦୁହିଁକୁ ଟିକେ ମନଭରି ଦେଖନ୍ତେ
ଅନେକ ଗପନ୍ତେ
ଖାଲି ଇସାରରେ...✍
-
ମେଘ ଛାଡ଼ିଗଲା ପରେ
ଫର୍ଚ୍ଚା ଆକାଶ ଟା ସତେ ଯେମିତି
ମୋତେ ହାତ ଠାରି ଡାକେ
ଚାଲୁନ କିଛି ସମୟ
ବୁଲିଯିବା ଟିକେ
ଭାବନାର ଉପବନ ଆଡ଼କୁ
ଏଇ ନିଛାଟିଆ ଶାନ୍ତ ବେଳାରେ
ଯୋଉଠି ଖାଲି ତୁମେ ଆଉ ମୁଁ
ହାତ ଧରା ଧରି ହେଇ
ଚାଲୁ ଥାନ୍ତେ....
ଦୁହେଁ ଗପି ଗପି!!
ମୁଁ"
ମୋ କୋହକୁ ଅଜାଡ଼ି ଦେଇ
ତୁମ ଆଞ୍ଜୁଳାରେ
ଟିକେ ମୁଣ୍ଡ ରଖି ବିଶ୍ରାମ ନିଅନ୍ତି
ତୁମ ବିସ୍ତାରିତ ଛାତି ଉପରେ
ଓଃ କି ଶାନ୍ତି....!
ଆଉ ତୁମେ ତୁମ ବାହୁରେ
ମୋତେ କୋଳେଇ ନେଇ
ପାପୁଲିରେ ଆସ୍ତେକରି
ଟିକେ ମୋ ମୁଣ୍ଡକୁ
ଆଉଁସି ଦିଅନ୍ତ....!
ତୁମେ ଆଉ ମୁଁ କିଛି କ୍ଷଣ ନିରିଖି
ଦୁହେଁ ଦୁହିଁକୁ ଟିକେ
ମନଭରି ଦେଖନ୍ତେ
ଅନେକ ଗପନ୍ତେ....!
-
ସ୍ଵର୍ଗଠାରୁ ବଡ଼ ସିଏ ବିଶାଳ ତା
♥️ହୃଦୟ♥️
ଅଜାଡ଼ି ଦିଏ ଅମାପ ସ୍ନେହ
🤱ଆଉ ଆଦର🤱
ମମତାର ସାଗର ସେ ତା କୋଳେ
🌸ବାଧେ ନାହିଁ କୋଉ🌸
ଦୁଃଖ କି ଯନ୍ତ୍ରଣା
😘ମଧୁର ଲାଗେ ତାର ନାଁ😘
❣️ସିଏ ପରା ମା❣️
ସହି କେତେ ଯନ୍ତ୍ରଣା
ଆଣିଛି ଦୁନିଆକୁ
🌹କୋଟି ପ୍ରଣାମ ସେ ମାଙ୍କୁ🌹
🙏ତୋର ଦାନ ତୋର ତ୍ୟାଗ ମହାନ୍🙏
♥️ମା♥️-
କେବେ ଥରେ
ବୁଲି ଆସିଲେ
ଦେଖିବ...
ମୋ ହୃଦୟ ସହରକୁ
ପ୍ରତି କୋଣରେ
ଖାଲି"
ପ୍ରତାରଣାର
ବାସ୍ନା"
ଆଜି ଟିକେ ଅଟକି
ଥିଲି...
ଅତୀତର
ଦୁଃଖ ଭରା କିଛି
ସ୍ମୃତିରେ...
ମନ ଭରିଗଲା
ଘୃଣାରେ
ତୁମ ଛଳନା କୁ
ପ୍ରେମ ଭାବି କେବେ
ସାଇତି
ଥିଲି ବୋଲି
ହୃଦୟରେ...
-
ତୋ ଜୀବନରେ ମୋର ମୂଲ୍ୟ
ଖୋଜୁ ଖୋଜୁ"
କେତେବେଳେ ଯେ
ତୋ ପାଇଁ"
ଅଲୋଡ଼ା ମୂଲ୍ୟହୀନ
ହେଇଗଲି"
ସତରେ ଜାଣି
ପାରିଲିନି"
-
ମନ ଥିଲା ଶୁଷ୍କ ମରୁଭୂମି
ପ୍ରେମ ବୁନ୍ଦା ଛିଞ୍ଚି ଦେଇ
ମନେ ଜଗାଇଲା
କେତେ ଆଶା
କେତେ ସ୍ବପ୍ନ
"ତୁମ"
ଅଗମାନେ ମନ ଧାଉଁ
"ଥିଲା"
ଚଞ୍ଚଳ ହରିଣୀ ଟେପରି
ଆଜି କାହିଁ ସବୁଆଡେ ଲାଗେ
ଶୂନ୍ୟ ଶୁନ୍ୟ
ଶୁଖିଲା ପଡିଛି ଚର୍ତୁଦିଗ!-
"ମାଆ"❤️
ନାଁ ତାର ଅମୃତ ତୁଲ
ତା ପଣତ ତଳେ ନଥାଏ
କୋଉ ଡର କି ଭୟ,,,,
କୋଉ ଉପାଦାନ ରେ ସେ ଗଢ଼ା
ନିଜ ଛୁଆ ପାଇଁ ହସି ହସି
ସବୁ ସହିଯାଏ,,,,
ସବୁ ଖୁସି ବିଛେଇ ଦିଏ,,,,
ତା ମହାନତା ଆଗରେ
ମୁଣ୍ଡ ଆପେ ନଇଁଯାଏ,,,,,
ମା ଟି ସିଏ ତା ପରି ଆଉ କେହି ତ ନୁହେଁ
ମା ଟି ସିଏ....❣️
-