शुभshree   (By-Subhashree ♥️)
117 Followers · 24 Following

read more
Joined 8 April 2020


read more
Joined 8 April 2020
1 JAN 2021 AT 20:10

The year passed by.....🌅🌇
A decade flew away...🕊️🕊️
Time 🕐📅never stops intriguing us.
Respect!!
We are just floating on the tide🌊 of time.
How ever a pleasant adieu to the departing year and a 🔥warm welcome to the descending one.
Millions of ☹️😘emotions and thousands of memories 👁️🧠🤳💬were stored and are to be preserved.
Brace yourself🌞🥰🤗 for the next.
Believe in surprises🥳🙀 and mysteries.
We are what we live and life is wht we leave.
I urge u all on this new day to fall in love with nature and fight to protect it.
Embrace the wild 🐱🐯and shed the human.
It is worth to believe that proximity with nature is closer to Almighty.
Service to the tiniest element of cosmos is service to the cosmic force.
In the name of lord Jagannath and lord shiva,nd my gonnu baba 🥰❤️ I wish u all a happy new year 2021.

-


26 DEC 2020 AT 5:17

ଜୀବନଟା ଠିକ କୁଆପଥର ଗୋଟେଇଲା ଭଳି...!
ଆଞ୍ଜୁଳିରୁ ସେମାନେ
ମିଲେଇ ଗଲା ବେଳେ
ଅନୁଭବ ହୁଏ ଦୋଷ କାହାର?
ଧରି ରଖିବା ଶକ୍ତିର,
ନା ହାତ ପାପୁଲିର ଉଷ୍ମତାର..!
ଆଉ ସେମାନେ....
ଫେଁ କିନା ହସି ଦେଇ
ଆୟୁଷ ତକ ଭଳି ଲୀନ ହୋଇଯାଆନ୍ତି!

-


10 DEC 2020 AT 15:36

ଭଲ ଲାଗେ
ଯେବେ ଦୀର୍ଘ ଦିନ ପରେ
ତୁମେ ଦେଖା ହୁଅ ।

କିନ୍ତୁ ଅଧିକ ଭଲ ଲାଗେ
ଯେବେ ଅନେକ ଅକୁହା କଥା
ଅନର୍ଗଳ କହିଯିବା ଭୟରେ,

ତୁମ ଓଠ ଚୁପ ରୁହେ
ଆଉ ଆଖିରେ ଶବ୍ଦ ତରଙ୍ଗିଣୀ
କାଟି ଚାଲେ ସୁଅ ।

-


10 DEC 2020 AT 15:20

ଆତ୍ମହତ୍ୟାର ଇଚ୍ଛାକୁ ମାରି
ଅସୁମାରୀ ଆକାଂକ୍ଷା କଥା ଭାବି,
ଟିକେ କାଠେଇ ଯାଇ
ଶେଷରେ ଜୀବନକୁ ମନ ଭରି ଭଲପାଇବା ହିଁ
'ବୋଧେ' ଆତ୍ମବିଶ୍ୱାସ ।
.
.
ଯାହା !ତମେ ଦେଇଥିଲେ।

-


25 NOV 2020 AT 15:36

someone asked me
what is love ?
I said that ,
love is an oxymoron...
Its pretty beautiful and at
the same time pretty broken too.

someone is bleeding
heart and someone is showing
their scars,,,

some are heart warming and
some are heart warning.
.........
And i just want to inhaled the pain exhaled the poetry..........!!

-


10 NOV 2020 AT 21:32

#ନାରୀ ଏବଂ #ଦୀପ

ନାରୀ ଜଳେ
ଆଉ ଦୀପ ବି..
ଦୀପ ଜଳୁଥାଏ ଆଲୋକର ନିଶାରେ,
ଆଉ ନାରୀ ଜଳୁଥାଏ
ଚିରୁଡାଏ ଆଲୋକ ପାଇବା ଆଶାରେ ।

ଅନୁଶୀର୍ଷକ ରେ ପଢିବା......

-


4 NOV 2020 AT 9:32


Kuch
kehete he
ki Zindegi me
ek ki na honese
jiwan khali nehi hoti...
Lekin wo log ye v nehi jante
ki lakho ki honese v ek ki jagah
puri nehi hoti..Q ki wo anmol he..
one n only . ....


-


4 OCT 2020 AT 23:45



।ନାରୀବାଦ ।

ସେ ସମସ୍ତେ ଚାହାଁନ୍ତି ମୁଁ ଚୁପ୍ ରୁହେ !
ଝିଅଟେ , ନାରୀଟେ ଧର୍ଷିତା ହେଲେ ମୁଁ କେବଳ ସଜାଡି ନିଏ ଦେହର ଲୁଗା ଆଉ ଟିକେ ସଜାଗ ହୁଏ , ସଂଧ୍ୟା ଆଗରୁ ଫେରିଆସେ ଘରକୁ
ଏମିତି କି କଷ୍ଟରେ ହେଲେ କେବଳ ମୁହଁମାଡି କାନ୍ଦେ ତକିଆ ରେ !

ମୋ ଦେହ ଗୋଟେ ନାରୀ ର ଆଉ ଏ ଦେଶ ଯେଉଁଠି
ଆଶ୍ବିନରେ ଦୁର୍ଗା କାର୍ତ୍ତିକରେ କାଳୀଆଉ ମାର୍ଗଶିରରେ ପୂଜା ହୁଅନ୍ତି ଲଷ୍ମୀ !ସେ ଦେଶରେ ନାରୀ କହିଲେ
କେବଳ ଗୋଟେ ଯୌନାଙ୍ଗ,
କେବଳ ଗୋଟେ ଗର୍ଭ
କେବଳ ଗୋଟେ ସମ୍ପତ୍ତି
ପୁରୁଷତନ୍ତ୍ରର !
ସେମାନ ସମସ୍ତେ ଚାହାଁନ୍ତି ମୁଁ ଚୁପ୍ ରୁହେ .....…...
‌ ‌ (ଅନୁଶୀର୍ଷକରେ ପଢିବାକୁ ଅନୁରୋଧ)



-


30 SEP 2020 AT 21:00

(--ଦ୍ରୋହ_ପାଇଁ_ପ୍ରେମର_କବିତା --)

ଏମିତି ନୁହେଁ ଯେ ମୋତେ ଦ୍ରୋହ ଆଉ ପ୍ରେମ
ମାପି ଆସେନା ଅଲଗା କରି ,
ମୋତେ ଦ୍ରୋହ ଶିଖାଏ ଏ' ପ୍ରେମ !

କାଲି କାଗଜରେ କବିତା ଲେଖିଲେ
କବି ମୋତେ ଆକ୍ଷେପରେ ଚାହେଁ
ପଚାରେ ;
କାହିଁକି ଏତେ ଦ୍ରୋହ ତୋ କବିତାରେ କହ ?

ପ୍ରେମ କରି ଜାଣିଲୁ ନି ମୁର୍ଖ ଝିଅ !

କଣ କୁହନ୍ତି ତାକୁ ,
କରୋନା ର ଜିବାଣୁ ବୋହୁଥିବା ମୋର ଏ ଦେହ "↓↓
↓↓↓↓


-


12 SEP 2020 AT 23:53

U
get a
Unexpected call
From
Your crush.

-


Fetching शुभshree Quotes