ଲୋଡା଼ ନାହିଁ ତୁମ ସହାନୁଭୂତିର ସୂର୍ୟ୍ଯ
ମୁଁ ତ ଛାର ଗଂଗଶିଉଳି
ମୋତେ ମୋ ଅନ୍ଧାର ରେ ଫୁଟି ଅନ୍ଧାରରେ ଝଡ଼ିବାକୁ ଦିଅ-
Shreenibash Swain
(Srinu)
97 Followers · 33 Following
Joined 10 August 2018
21 NOV 2021 AT 9:11
7 OCT 2021 AT 8:20
Tum soch kar bhi dar jaaoge
Hum jis dard ko saha hai....
Tumhare pass toh bahane hi the
Hum toh sirf pyar hi kiya hai...
-
18 SEP 2021 AT 15:18
ଯଦି ମୋ ଉପକାର ତୁମକୁ ବୋଝ ଭଳି ଲାଗୁଛି...
ତେବେ ଏ ସଂପର୍କ କାଟି ଦେଇ ତୁମେ ମୋ ଉପରେ ଏକ ଉପକାର କରି ପାର ....-
13 AUG 2021 AT 21:39
ହଁ, ପ୍ରେମର ପରୀକ୍ଷା ଚାଲିଛି....
ମୁଁ ପୁରୁଣା ପ୍ରେମକୁ ସାଇତି ରଖି ଜଳୁଛି
ସେ ନୂଆ ପ୍ରେମର ସଂଧାନରେ ଜାଳୁଛି....-
1 AUG 2021 AT 22:29
ତୁମକୁ ମନେ ପକେଇବାର ଭୁଲ୍ ମୁଁ କରିବାକୁ ଚାହୁଁନି
କିନ୍ତୁ ତୁମକୁ ଭୁଲିବାର ସାହସ ବି ମୋର ନାହିଁ-
31 JUL 2021 AT 11:18
ଆଜି କେଜାଣି କାହିଁ ତାକୁ ଭାରି ଏକା ଲାଗୁଛି
ବୋଧହୁଏ ଟଙ୍କାଗୁଡା ତା ସହ କଥା ହେଉ ନାହାଁନ୍ତି-
12 FEB 2021 AT 22:11
ଗଢ଼ିବାକୁ ଅସମର୍ଥ ମୁଁ ବିଶ୍ଵାସର ଦୁର୍ଗ
ବୁଝିବାକୁ ଅକ୍ଷମ ମୁଁ ତୁମ ମନର ଆବେଗ
ତୁମ ଜୀବନ କାହାଣୀର ମୁଁ ଖଳନାୟକ
ହଁ, ପ୍ରେମର ଏ ପ୍ରହେଳିକାରେ ମୁଁ ଏକ ପରାସ୍ତ ପ୍ରେମିକ-
31 JAN 2021 AT 20:31
ବରଷା କୁ ଆଉ ବିଶ୍ୱାସ ହଉନି
ଭରସା ଭାଙ୍ଗିଲା ଦିନୁ
ଲିଭେଇବ କହି ଜଳେଇଲା ବେଶି
କେମିତି ଭୁଲିବି ମନୁ-