Shree Maharana   (Iti)
77 Followers · 6 Following

read more
Joined 23 February 2020


read more
Joined 23 February 2020
18 OCT AT 21:19

At the lowest point of our life, we can only raise ourselves to the peak.

-


15 OCT AT 22:17

ବାସ୍ତବରେ ମନୁଷ୍ୟର ନିଜ ଭାବନାର ଆଶ୍ରୟସ୍ଥଳୀ କେଉଁଟି? ହଜି ଯାଇଥିବା ପୁରୁଣା ସ୍ମୃତି ନା ଭବିଷ୍ୟତର ନୂତନ ଆଶା ? ମନୁଷ୍ୟ ଏକ ଯାଯାବର ଆଶାବାଦୀ ପ୍ରାଣୀଟିଏ। ଆଜି ବୃକ୍ଷରେ ଆଶ୍ରୟ ନିଏ ତ କାଲି ନଦୀରେ , ପୁଣି କେବେ ପାହାଡ ତ ପୁଣି କେବେ ଝରଣା, ଆଉ କେବେ ଆକାଶ ତ କେବେ ଜ୍ୟୌସ୍ନା । ନିଜର ଆବଶ୍ୟକ ଅନୁସାରେ ନିଜର ଆଶ୍ରୟସ୍ଥଳୀ ବି ପରିବର୍ତ୍ତନ ହୋଇଥାଏ ।

Upcoming Odia Essay on “Ashraya” (ଆଶ୍ରୟ)

-


11 OCT AT 23:57

ज़माने को अपना बना कर तो देखा,
हमे भी तुम अपना बना करके देखो.

-


7 OCT AT 1:31

ପ୍ରତିଶ୍ରୁତିରେ ପ୍ରତିବଦ୍ଧିତ,
ପ୍ରପୀଡିତା ଅସହାୟ ପାଷାଣି ଅହଲ୍ୟା
ପ୍ରତୀକ୍ଷାରେ ପ୍ରତାଡିତ
ପ୍ରେରଣାରୁ ପ୍ରବଞ୍ଚିତ
ଉଦ୍ଧାର କର ଏ ଭବ ସାଗରୁ
ପ୍ରାର୍ଥନା କରୁଛି ଏ ପୀଡିତା ଅହଲ୍ୟା ॥

-


7 OCT AT 1:02

A writer has no gender.
A writer can turn into multiple characters
according to a particular emotion.

-


7 OCT AT 0:34

ଆଛା,
ଭାବନା କିଏ ?
ତୁମେ ନା ମୁଁ ?
ନା ଆମର ଶେଷ ପରିଚୟ?

-


2 OCT AT 0:36

ନ ତାତୋ ନ ମାତା ନ ବଂଧୁର୍ନ ଦାତା
ନ ପୁତ୍ରୋ ନ ପୁତ୍ରୀ ନ ଭୃତ୍ୟୋ ନ ଭର୍ତା
ନ ଜାୟା ନ ଵିଦ୍ୟା ନ ଵୃତ୍ତିର୍ମମୈଵ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି ॥

-


29 SEP AT 12:44

Treat yourself better.
Every time.

-


29 SEP AT 12:29

Women will only have true equality when men share with them the responsibility of bringing up the next generation.

-


21 SEP AT 23:48

ଭଲ ପାଇବା ମୁଁ ତୁମଠୁ ଶିଖିଲି ।
କିଛି ତୁମ ଶବ୍ଦରେ ,
ଆଉ କିଛି ତୁମ ନୀରବତାରେ ।

-


Fetching Shree Maharana Quotes