Duniya bair hai to hairani kaisi..
Apna hi saya jab saath chhode to phir shikayat kaisi-
ମୁଁ କୁହେ "ଜୀବନ ଜୀଇଁବା ଭାରି କଷ୍ଟ " ।
ପ୍ରତିଉତ୍ତର ରେ ସେ କୁହେ " ଗଧି ! ଜୀବନ ଜୀଇଁବା ଅତି ସହଜ । ନିଜର ପ୍ରତି ଆଶା ଆକାଂକ୍ଷା କୁ ଭୁଲି, ଆସୁଥିବା ଦୁଃଖ, କଷ୍ଟ, ଯନ୍ତ୍ରଣା କୁ ଆପଣେଇ, ବଞ୍ଚି ଚାଲ ।ଜୀବନ ଟା ଆପେ ସହଜ ଲାଗିବ ।"
କିନ୍ତୁ ମୁଁ ଭାବେ " ଆଶା ହିନ, ସ୍ବପ୍ନ ହିନ ଜୀବନ ବି କ'ଣ ସତରେ ଜୀବନ ?
-
ନିରାଶା ର ଅନ୍ଧକାର ରେ ମୋ ଚିତ୍କାର ର ଉତ୍ତର ଯେବେ ମିଳେ, ହୁଏତ ସେ ସ୍ବର ହିଁ ମୋ ବଂଚି ରହିବାର ଏକ ମାତ୍ର କାରଣ ।
-
ଆଶ୍ଚର୍ଯ୍ୟ ଲାଗେ ଶାନ୍ତି ପ୍ରିୟ ଲୋକ ଟି ଯେବେ ଅଶାନ୍ତ ସମୁଦ୍ର ର ଗର୍ଜନ କୁ , କୁଳ ଲଂଘୁଥିବା ଢେ଼ଉ କୁ ନିଃସର୍ତ୍ତ ରେ ଭଲ ପାଇ ବସେ ।
-
वह धार नदी की,
तुम समंदर बन जाना ।
वह एक बूंद बारिश की,
तुम धरती बन जाना ।
बने जब वह तारा आसमान के ,
तुम वह आसमान बन जाना।
लड़खड़ाए हौंसला जब,
तुम उसका हिम्मत बन जाना ।
न चाहिए सहारा उसको,
न ही तुम्हारा कंधा,
केहदेना स्वतंत्र तुम हो
ख़ास हो प्रिए,
अपनी हिस्से का ज़मीन तुम ख़ुद चुनना ।
तुम हारे तो मैं भी हारा,
परछाई जो ठहरा तुम्हारा ।
तुम अग्नि तो मैं शिखा प्रिए,
ना मैं आगे ना तुम पीछे,
अब कदम से कदम मिलाकर चलना है साथ तुम्हारा.......
......(श्री)
-