ଏଇ ସ୍ବାର୍ଥପର ଦୁନିଆ ରେ
ସବୁବେଳେ ଥାଏ ମୋ ସାଥୀ ରେ
ମୁଁ ପଛେ ଥାଏ ଏକଲା
କି ଥାଏ ଭିଡରେ
ଦୁଃଖ ରେ ଏକୁଟିଆ କରି
ମୁହଁ ଫେରାଇ ନିଅନ୍ତି
ସେଇ ଲୋକ ମାନେ ଯାହାକୁ
ମୁଁ ଅତି ନିଜର ଭାବିଥିଲି
ହେଲେ ମୋ ଛାଇ
ଥାଏ ସେତେବେଳେ ମୋ ପାଖେ
ମତେ ସାନ୍ତ୍ଵନା ଦେବା ପାଇଁ
ମୋ ତକିଆଭିଜା ଲୁହ ର ସାକ୍ଷୀ ସିଏ
ଅନ୍ୟ କାହାର ଖୁସି ରୁ ଫୁଟୁଥିବା ହସ ର ସାକ୍ଷୀ ସିଏ
ମୋ ଅସରନ୍ତି ରହସ୍ୟ ର ଭଣ୍ଡାର ସିଏ
ମୋ ବିଶ୍ଵାସ ରେ ଉତ୍ତୀର୍ଣ୍ଣ ବିଜେତା ସିଏ
ମୋର ସବୁକିଛି ହିଁ ସିଏ
ବାସ ଏଇ ଅନ୍ଧକାର ହିଁ ତାକୁ
ମୋ ଠୁ ଦୁରେଇ ଦିଏ
କିନ୍ତୁ ନାହିଁ ମୋର କିଛି ଚିନ୍ତା
ନା ହିଁ କିଛି ରାଗ ରୁଷା
ମୁଁ ଜାଣିଛି ଅନ୍ଧକାର ପରେ ଆଲୁଅ ଆସିବ
ଆଉ ମୋ ଛାଇ ପୁଣି ଫେରି ଆସିବ ମୋ ପାଖେ-
I started understanding what you did wasn't an intentional betrayal. You just felt lost then, without love even if you were in love. We both were too good for each other, may be the worse too. And that's when we lost track of our love. Maybe we would've understood love long before if we would've celebrated the good things we saw in each other and mend the things which have been worse.
-
I wonder why
I can't unlove you
after all your
silent betrayals;
and I suddenly realised
love isn't made for hating.-
you to shine
even if the sun
is the brightest.
Go ahead,
pave your path
and show what magic
you can do.
Prove those people wrong
who try to drown you
into their pool of taunts.
Show them and the world
that's eagerly waiting for you,
Yes you,
what you are.-
I close my eyes
To travel into a world
that is filled with less chaos.-
I would pick them up
and wave a magic wand
to replicate all those
for making the lives around me
which are full of darkness;
a bit brighter-
sky, as they never outshine each other but make each other beautiful together.
-
sorrows and miseries
but you can turn
their path towards
love, hope and magic-