ତା ପଣତରେ ନଥାଏ ମାୟା
ସେ ପରା ମା..!-
Shayar Sunil
(Shayar Sunil)
2.7k Followers · 10.4k Following
Bio - Simple
Joined 18 January 2020
29 APR AT 11:30
ସେ ସମୟ କେତେ ଭଲ ଥିଲା ।
ଆଜି ସେ ଦିନ ନାହିଁ।
ଆଜି ପ୍ରତିଟି ସମୟରେ ଖାଲି ସଂଘର୍ଷ ।
ପିଲା ଥିଲୁ ଭଲ ଥିଲୁ।
ଏବେ ସେଦିନ ଗୁଡ଼ା ମନେପଡ଼ିଲେ ଲୁହ ଆସିଯାଉଛି।😥-
16 APR AT 8:35
ଲୋକେ କହିବେ
ତୋତେ ଶୁଣିବାକୁ ହେବ..
ଲୋକେ ଗୋଡ଼ ଟାଣିବେ
ତୋତେ ଚାଲିବାକୁ ହେବ..
ତୁ କାନ୍ଦିବୁ ଲୋକେ ହସିବେ
ତଥାବି ତୋତେ ବୁଝିବାକୁ ହେବ ..।-
9 APR AT 10:06
Chahe Kitni Bhi
Phul Laga Lo Angan Me...
Ghar Me Mehek To
Betiyan Hone Se Ati He..।-