Shachikanta Khuntia   (Trisha)
7.1k Followers · 232 Following

read more
Joined 31 January 2018


read more
Joined 31 January 2018
13 HOURS AGO

ପୂର୍ଣ୍ଣମୀରେ ଜହ୍ନ ଉଏଁ
ରୁପା ଥାଳି ପରି ସତେଜ ସୁନ୍ଦର !
ଖୋଜିଲା ମୁହଁଟି ଯେମିତି ମିଳିଯାଏ
ଅନ୍ଧାରରେ ଲିଭିଥିବା ବତୀଖୁଣ୍ଟ ତଳେ !
ଚାପା କଣ୍ଠରେ କିଏ ଯେମିତି
ପଚାରୁ ଥାଏ ଆଉ ରାତି କେତେ ବାକି
ତମେ କଣ ଏଥର ଯିବ ମୋ ସାଥିରେ ?
କାହାର ସେ ମୁଲାୟମ ପାପୁଲିର
କୋମଳ ସ୍ପର୍ଶରେ ଆଖି ଯେବେ ମୁଦି ହୋଇପଡେ ଖୋଲା ଅଗଣାର
ଖଟିଆ ଉପରେ ,ସ୍ୱପ୍ନରେ ସେ ଆସେ
ମୃଦୁ ହିଲ୍ଲୋଳର ରିଆଜ ସାଙ୍ଗରେ !
ନିଦ ଭାଜେ ସିନ୍ଦୁରା ଫାଟିଲେ
କେହି କୁଆଡେ ନଥାନ୍ତି ହେଲେ
ଜଣେ କିଏ ତା ଭଳି ଫେରୁଥାଏ
ଏକା ଏକା ମୋତେ ପିଠିକରି
ମେଞ୍ଚାଏ ମଲ୍ଲିଫୁଲ ବାନ୍ଧି ତା ଗଭାରେ !

-


14 HOURS AGO

English language is like a multi vitamin pill, collects the roots of words from other languages and fortifies with their own essence to widen the ambit of communication !

-


YESTERDAY AT 11:21

I got settled with a job !
Learned to manage with
regular monthly income !
No further elite dream disturbed unnecessarily
as long as I got
Job satisfaction within
a middle class set up !!

-


22 APR AT 20:10

କାହାର ଅପେକ୍ଷାରେ
ମଉଳିଯାଏ ଫୁଲ ?
କାହାର ବଂଶୀ ବାଦନରେ
ଚଳ ଚଂଚଳ ହୋଇପଡେ
ପାଦର ଘୁଙ୍ଗୁର ?
କିଏ ସେ ନାଗର
ଯାହାର ଇଛାରେ ନାଚେ
ପ୍ରେମ ପ୍ରତ୍ୟୟର ମୁଗ୍ଧ ସମ୍ମୋହନ ?

-


21 APR AT 22:55

Fridge is empty.Other might have eaten away the whole of ice cream !

-


21 APR AT 0:02

ଭୋଟ ମଣ୍ଡି
********
ଭୋଟର ଭାଇ ଏ ମଣ୍ଡିକୁ ସଅଳ ଆସ
ସୁଲଭ ଦରରେ ତୁମ ଭୋଟ ବିକିଦେଇ
ନଗଦ ଗୋପାଳ ଅଣ୍ଟିରେ ପୁରାଇ ଖସ !
ତୁମର ଏ ଭୋଟ ଦେଶର ସମ୍ପଦ
ଆମକୁ ସଂଅପି ଦିଅ !
ତୁମ ହାନିଲାଭେ ଆମକୁ ଖୋଜନି
ଆମେ ପାଣ୍ଠି ଯୋଗାଡରେ ବ୍ୟସ୍ତ !
ଜୀଇଁଥିଲେ ଆମେ ,ତୁମେ ଦେଖାହେବ
ଆଉ ପାଞ୍ଚ ବର୍ଷ ଅନାଇ ଥାଅ !
ମାଗଣା ଚାଉଳ ଡାଲି ଚିନି ଖାଇ
ବିକାଶର ସ୍ୱପ୍ନ ଦେଖି ଦେଖି ତୁମେ
ମନେମନେ ହସୁଥାଅ !
ଭୋଟର ଭାଇ ତୁମର ତ ଲାଭ
ଏଠି ଭୋଟ ବିକିଦେଇ ଯାଅ !!

-


20 APR AT 22:42

my wisdom need to be rightly
applied when being asked
to sell my conscience in lieu of money or kind in favour of personal gain or public benefit !

-


20 APR AT 22:24

ଭୋଜି ଭାତରେ କି ଖୋଜୁଛ ଶାନ୍ତି
ଦହି ପଖାଳରେ ଅପାର ତୃପ୍ତି !

-


20 APR AT 22:20

When investors attend
Company's annual Gen body meeting but understand nothing !

-


20 APR AT 22:20

When investors attend
Company's annual Gen body meeting but understand nothing !

-


Fetching Shachikanta Khuntia Quotes