ପାଞ୍ଜି କହେ
ଏ ସନ ଝାଞ୍ଜି କମ
କାଳ ବୈଶାଖୀ ବେଶୀ!
ଆନୁପାତିକ ବର୍ଷା ହାର ବୃଦ୍ଧି
ପାଣିଚିଆ ଖରାର ସାମାୟିକ ଅନୁଭୂତି!
ଆମ୍ବ ପାଚିବାର ସମୟ ବଢିବ
କଞ୍ଚା ପଣସର ବ୍ୟଞ୍ଜନ ପ୍ରବେଶିବ!
ଅସହ୍ୟ ଗୁଳୁଗୁଳିରୁ ତ୍ରାହି ମିଳିବ
ପ୍ରାୟତଃ ରଜ ପାଗ ରହିବ!!-
Never allow anybody
to occupy your space!
It may be narrow or wide
but it's yours too personal
to brood over past, profit
or loss!
To learn or unlearn
it's your choice!
Your space can only guide you
to sail through the turmoil
or decisional crux!!-
ଏବେ ସହର ବଢିଛି
ଅଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ ଭଳି
ମାଳମାଳ କଂକ୍ରିଟ ଜଙ୍ଗଲ
ପବନ ଏଠି ଦୁଷ୍ପ୍ରାପ୍ୟ ଆଉ
ମିଠା ପବନ ସ୍ବପ୍ନ!
ପୁତିଗନ୍ଧମୟ ଦୁଃସ୍ଥିତିରେ
ସଢୁଛି ଆବର୍ଜନାର ପାହାଡ଼,
ଦଳେ ଉଡିଆସି ଡେରା ପକାଇଥିବା
ମଣିଷଙ୍କ ପଟୁଆର ରାଜନୈତିକ
ଅନୁଦାନରେ ପରିପୁଷ୍ଟ ଓ
ଆଜ୍ଞାବହ ଭୃତ୍ୟ ଭୋଟବ୍ୟାଙ୍କ!
ସହରୀ ବସ୍ତିରେ ଅବାଧ ଆବର୍ଜନାର
ଗଢି ଉଠିଛି ବେପରୁଆ ମଣ୍ଡି!
ପବନକୁ ବାନ୍ଧି ନିଲାମ କରିବା
ଅଭିଶନ୍ଧିରେ ଏଠି ବିକଶିତ ପ୍ରାଚୁର୍ଯ୍ୟ!
ଯେଉଁଠି ଫୁଲମାନେ ହରାଇ ବସିଛନ୍ତି
ମହକ, ଜଙ୍ଗଲ ଜଳୁଛି ହୁତ ହୁତ
ନଈରେ କଳ କାରଖାନର ବେଲଗାମ ପ୍ରଦୂଷଣ
ସେଠି ପବନରେ ମିଠାସ
ଖୋଜିବା ବିଡମ୍ବନା ଓ ଆମ ଦୁର୍ଭାଗ୍ୟ ନୁହେଁ ତ !!-
Honesty is like the attitude of that clock which shows the same correct time even while nobody is watching.
-
ତୁମେ ଅପହଞ୍ଚ ନୀରବେ ନିଖୋଜ
ମହୁଆ ନିଘୋର ନିଶା!
କେତେବେଳେ ଯାଅ
କେତେବେଳେ ଆସ
କି ଅବା ଥାଏ ଭରସା!.
କେବେ କେବେ ତୁମେ ସପନରେ ଆସ
ହସିଦେଇ ଫେରିଯାଅ,
ଖୋଜିଲା ବେଳକୁ ତୁମେ ତ ନଥାଅ
ମୁଠାଏ ମହକ ଅବେଳା ଶୂନ୍ୟତା
ମୋତେ ଘେରି ରହିଥାଏ!
ହୃଦୟ ତନ୍ତ୍ରୀରେ ଶବ୍ଦର ମନ୍ତ୍ରରେ
କବିତା ସେ ନାଚୁଥାଏ!
-
Hostelers are called for a party to be arranged on a contributory basis at month end !
-
a lesson to adopt
a mission for
path correction!
Because no body teaches
me better than my
own mistakes!
As I fall so I
search for the skill
to rise again!!-
brings a nostalgic state of my
shool days where they
had shown me
the hidden treasure of
grammar to musings of
Morals ingrained into the
pale yellow pages of
history, poetry & essays,
Framed my mind into
the mould of literature,
Science and maths!
Their smell was so enchanting
and more so hypnotising!!-
Purity in thought
Utterly imbibed
Restoring harmony
Pleading for coexistence &
Leasing Life to an
Elated state of euphoria!-
Time has gone!
You are no more
be trusted on your face
but with your proven credentials!
Don't take it otherwise,
as situation compels me
to do so even though I
may not like to abide by!!-