ଖରାପ ନା ମୁଁ ସେଥିପାଇଁ ଏକେଲା ଅଛି
ନା ମୋର କେହି ସାଙ୍ଗ ନା ମୋର କେହି ଭଲପାଇବା ଅଛି
ନା କିଏ ମୋ ସାଥିରେ ଅଛି ନା କିଏ ମୋ ପାଖରେ ଅଛି
ଯିଏ ମୋ ପାଖକୁ ଆସୁଚି ସେ ମୋଠାରୁ ସବୁଦିନ ପାଇଁ ଦୂରେଇ ଯାଉଚି ମତେ ସବୁବେଳେ ସମ୍ପର୍କ ଠାରୁ ଆଉ ନିଜ ଲୋକଙ୍କ ଠାରୁ ହାରିବାକୁ ପଡ଼ୁଚି-
♥️ Writing🖊️
❤ ʟᴏᴠᴇʀ:- ᴍᴇʀɪ ᴍᴀᴀ
👉 ɪɴꜱᴘɪʀᴀᴛɪᴏɴ:- ᴍᴇʀᴀ बाप
🚫 ʙɪᴏ:- ɴᴏ ... read more
ତତେ ପାଇବା ଆଶା ରେ ଭଲ ପାଇଥିଲି ହେଲେ ମୁଁ ଜାଣି ନଥିଲି ତତେ ପାଇବାଟା ମୋ ଭାଗ୍ୟରେ ନାହିଁ😭
-
" ଆଶା "
ହିଁ ସବୁବେଳେ ଦୁଃଖ ର କାରଣ ପାଲଟି ଥାଏ ସେ ଆଶା ଟଙ୍କା ପଇସା ପାଇଁ ହେଉ କି କାହାଠାରୁ ସ୍ନେହ ଶ୍ରଦ୍ଧା ବିଶ୍ୱାସ ଓ ଭଲପାଇବା ପାଇଁ ହେଉ l-
ଆଖିରେ ଲୁହ କେବେ ନିଜ
ଇଛାରେ ଆସେନି ଆଖିରେ
ଲୁହ ଆସିବାକୁ ହେଲେ ଛୋଟ
ଯନ୍ତ୍ରଣା ର ଆବଶ୍ୟକ ପଡ଼ିଥାଏ
ସେଇ ଯନ୍ତ୍ରଣା ନିଜ ଲୋକଟି ହିଁ
ଦେଇଥାଏ...🥺-
ନିଃଶ୍ୱାସ ଓ ବିଶ୍ୱାସ ସବୁବେଳେ ଏକା ପରି ଯେମିତି ନିଶ୍ବାସ ଚାଲିଗଲେ ମଣିଷ ବଞ୍ଚିପରେନା ସେଇପରି ବିଶ୍ୱାସ ଚାଲିଗଲେ ଭି ମଣିଷ ବଞ୍ଚିପରେନା
-
କାହା ମନରେ ଦୁଃଖ ଦେଇ ନିଜେ ହସିବାଟା ମୂର୍ଖାମିର କାରଣ ହୋଇଥାଏ ସେହିପରି କାହା ମୁଁହ ରେ ହସ ଫୁଟେଇ ନିଜେ ହସିବା ଏକ ସାହାସିକତା ର ପରିଚୟ ହୋଇଥାଏ
-
ନିଜର ଲୁହକୁ ନିଜ ହାତେ
ପୋଛିବାକୁ ଚେଷ୍ଟା କରନ୍ତୁ
କାହିଁକିନା ଆଜିର ଦୁନିଆରେ
ଲୋକେ ଦୁଃଖ କମ୍ ଓ ଦୁର୍ବଳତା
ଜାଣିବାକୁ ଅଧିକ ପସନ୍ଦ କରନ୍ତି-
ସମ୍ପର୍କ ନିବିଡ଼ ହେଲେ ପ୍ରକୃତ
ପ୍ରେମ ର ମହତ୍ତ୍ଵ ଜଣା ପଡ଼େ
ସେହିପରି ସମ୍ପର୍କ ରେ ଫାଟ
ସୃଷ୍ଟି ହେଲେ ସମ୍ପର୍କ କେତେ
ଦିନ ପର୍ଯ୍ୟନ୍ତ ଯିବ ସମ୍ପର୍କ ଭାଙ୍ଗିବା
ଆଗରୁ ଜଣା ପଡି ଯାଏ-
ଗୋଟେ ଭଉଣୀ ପାଇଁ ତା ଭାଇ
ସବୁବେଳେ ହିରୋ ହେଇଥାଏ
ଭାଇର ପ୍ରତିଟି ଭୁଲକୁ ମଧ୍ୟ ସୁଧାରିଥାଏ
ଯଦି କେବେ ସେଇ ଭାଇ ଭଉଣୀ
ଆଖି ସାମ୍ନାରୁ ହଜିଯାଏ ଆଉ ଯେତେ
ଖୋଜିଲେ ବି ତା ଭାଇକୁ ସେ କେବେ
ଫେରି ପାଏନା
-