ଯାହା ପାଈଁ ,ଯାହା ଆକାଶରେ
ତୁ ତାରା ସାଜିଥିଲୁ,ନିଜକୁ ଜଳାଇ..
ତୁ କଣ ଜାଣି ନଥିଲୁ ?
ସେ ଫୁଲେଇ ଜହ୍ନର ଜୋସ୍ନାରେ ମତୁଆଲା ବୋଲି !
ଯାହା ପାଈଁ ତୁ ଆଶା ବାନ୍ଧିଥିଲୁ,
ସ୍ବପ୍ନ ଅଜାଡି ପକାଇ ଥିଲୁ,
ତୁ କଣ ଜାଣି ନଥିଲୁ ?
ସେ ରଙ୍ଗ ମଞ୍ଚରେ ସ୍ବପ୍ନ ଦେଖେ ବୋଲି,
ବାସ୍ତବତା ତା ପାଈଁ ବି ଗୋଟେ ସ୍ବପ୍ନ ବୋଲି !
ତତେ କଣ ଲାଗୁଥିଲା ?
ସେ ସ୍ବପ୍ନ ଦେଖି ଶିଖିଲେ ସବୁ ବଦଳି ଯିବ,
ହଁ ସେ ସ୍ବପ୍ନଗୁଡା ବି ତାକୁ କେତେ ସ୍ବପ୍ନ ଦେଖେଇ
ଥିଲେ,କିନ୍ତୁ ସେ ଆକାଶର ଚିତ୍କାରବି ଶୁଣୁଥିଲା,
ଯିଏ କହୁଥିଲା
"ଯେମିତି କିଛି ଜିନିଷ ,କିଛି କଥା କେବେ
ବଦଳେନା,ସେମିତି ତତେ ସ୍ବପ୍ନ ଦେଖିବା ମନା,
ସ୍ୱପ୍ନରେ ଜୀଇଁବା ମନା !"
କିନ୍ତୁ ମୁଁ କହେ ,ଥରେ ତା ଆକାଶରେ ଭଙ୍ଗା ତାରା ହୋଇ ଖସ୍,
ଦେଖିବୁ ସେ କେମିତି ତୋ ସ୍ବପ୍ନ ପାଈଁ ଡହଳ ବିକଳ ହେବ,
ମନର ପ୍ରତିଟି କଣିକାରୁ ତତେ ସ୍ବପ୍ନ ମାଗିବ,
ଶହେ ନୁହେଁ, ସହସ୍ର !
କିନ୍ତୁ ହଁ ଆଶା ଯୋଉଠି,ଆଶା ରଖିବୁ,
ସେଇଠି ତତେ ଭାଙ୍ଗିବାକୁ ତ ପଡ଼ିବ ..
କାରଣ ଏଇଟା ହି ବାସ୍ତବତା !-
Writer by passion, Agri... read more
माफ करना कुछ दर्द अपना है
जो में तेरे साथ बांट नही सकता
बस इतना जान लो तुम,
हर दर्द बांटा नहीं जा सकता !
-
हर
दिल में
मोहब्बत हो,
देश में बरक्कत आये ।
हर मजहब में भाईचारा हौ,
ऐसा तेरा पैगाम आये ।।-
ये दिल से खून निकाल फेंको
भर दो उसमे सराब
मेरे दिमाग से उसकी यांदे मिटा दो
भर दो उसमे सवाल...
मेरे कलम को कब्र में दफना दो,
और मेरे लब्जो को करदो हलाल...
पर कर दो कुछ ऐसा
पर कर दो कुछ ऐसा..की
में अब ना तड़पु उसके बिना
उसके बिना...
-
कुछ लोग अपने काम से मशहूर है
कुछ अपने नाम से,
पर तुम हमारी जाना ,
सिर्फ मसहूर नहीं, मसगुल भी हो
दिलों को जितने में ,जिंदेगी जीने में ।
वास् ये दुआ है, तेरे हिस्से के बदनसीबी मुझे मिले,
और हमारी सारी उम्र तुझे.....
कमाल तेरे कलम की हो,
और कोरे कागज पर दिल मिले 💙-
The kind of attention we give to a crying person , why can't we give the same attention to a angry person ?
-
ମୋତେ ପରୀକ୍ଷା ରେ ଯଦି କିଛି ନ ଆସିଲା
'ତେବେ ମୁଁ ଗୋଟେ ଗୀତଟେ ଗାଇ ଦେବି'-
'Everything happens for a reason
May be the greatest Lie or the shortest Excuse of our Civilization'-