Strucked from the time,
It may not fade away some where.
Grip them with your eyelashes,
These silky moments.
Even any little thirst isn't there now.
We will drink intoxication like that.
The cavaran of the mad,
Dream of eyes.
Submerged in the mesmerization,
Whenever they got your shelter.
Even any little thirst isn't there now.
We will drink intoxication like that.
My God, My God , please listen to me once.
Advise the time pass slowly.-
Continue......
ସ୍ବପ୍ନ ରାଇଜର ରାଜ ଜେମା ସେ
କୋଟି ପାରିଜାତେ ବିଭୂଷିତା ସେ
ଓଠ ରେ ସଜାଇ ରକ୍ତ ଗୋଧୂଳି
ଅବାସ୍ତବ ରେ ବାସ୍ତବର ପରିକଳ୍ପନା ସେ
ଖୋଜୁଛି ମୁଁ ତାଙ୍କୁ ପ୍ରତି ମୁହୂର୍ତ୍ତରେ
ମୋ ହୃଦୟ ର ପ୍ରତି ସ୍ପନ୍ଦନ ରେ
ମାନିନୀ ଝରଣା ପାଉଁଜି ସାଜିଛି
ଘନ ମେଘମାଳା କେସ ରେ ଲେପିଛି
ଆସିବା ବାଟକୁ ଚାହିଁ ମୁଁ ବସିଛି
ହୃଦୟ ଭିତରେ ଘର ଟେ ତୋଳିଛି
କେଣେ ଗଲ ପ୍ରିୟା ଦୁନିଆ ଭିଡ଼ରେ
ଫେରି ଆସ ତୁମେ 'ସତ୍ୟ' ର ପ୍ରକାଶ ରେ-
ଦେଖିଥିଲି ଦିନେ ସେହି ଚନ୍ଦ୍ରବଦନୀ ଙ୍କୁ
ସପନ ରାଇଜର ଶ୍ବେତ ମରୁ ବାଲି ରେ
କୋଟି ନିଶାକର ର ଜୋଛନା ଯେସନେ
ସମାହିତ ଥିଲା ସେହି ଗୋରା ଅଙ୍ଗ ରେ
କି ବର୍ଣ୍ଣିବି ଆଉ ସେ ଦୁଇ ଆଖି କୁ
ଅଶାନ୍ତ କରାଏ ମୋ ଶାନ୍ତ ମନକୁ
ନୟନ ସାଗରେ ଉଙ୍କାଈତ କରେ
ଅସୁମାରୀ ସ୍ବପ୍ନ ର ନୀଳ ଢେଉ କୁ
ସତେ କି କୁହୁକ ଅଛି ସେ ଆଖି ରେ
ପ୍ରେମ ର ଜୁଆର ଖେଳାଏ ମନ ରେ
Continue......-
The person who make my life beautiful, meaningful, colourful.... And leave it excited. Give me a hope to live this boring life with so much excitement. Thanks for everything. Thanks to be an important part of my life.
Thanks a lot.
HAPPY FRIENDSHIP DAY-
ଥିଲା ଏକ ପ୍ରଶ୍ନ ହେ ଚକାନୟନ, କେଡେ ନିରିଦୟ ତୁମ ସେଇ ମନ?
ତୁମେ ତ ବୋଲାଅ ରାଧା ର ମୋହନ, କେ ଅବା ପଚାରେ ଲଳିତା ର ମନ?
ବଡ ଦେଉଳର ବିଳାସ ବେସନେ ଭୁଲିଲ କି ଅବା ଯଶୋଦା ପଣତ?
ଲକ୍ଷ୍ମୀ ହାତରନ୍ଧା ଖାଇ କି ମଣିମା ପସୋରିଲ କି ସର ଲବଣୀ ସୁଆଦ ?
ତୁମ ଆଗମନେ ସଜାଇ ରଖିଛି ନୟନୁ ନିଃସୃତ ଲୋତକ ସୁମନ
ଏବେ ବି ଲଳିତା ବନସ୍ତେ ଖୋଜଇଁ ଫେରିବା ବାଟରେ ତୁମ ପାଦ ଚିହ୍ନ
ଷୋହଳ ସହସ୍ର ପ୍ରେମିକା ତୁମର ତୁମେ କି ବୁଝିବ ପ୍ରେମ ର ଯଥାର୍ଥ?
ନିଜ କୁ ଲଳିତା ମନେକରି ଖୋଜ ବୁଝି ଯେ ପାରିବ ତା ହୃଦ ଦରଦ
ରାଧା ତୁମ ପ୍ରେମ ଜଗତେ ବିଦିତ ତୁମେ ନୁହେଁ ଏକ ତାର ପ୍ରିୟତମ
ଲଳିତା ର ସେଇ ଅକୁହା କାହାଣୀ ହେବ କି ଜଗତେ ସତ୍ୟ ର ବର୍ଣ୍ଣନ?-
महफ़िल-ए-हुस्न सजाओं तो कोई बात बने,
दौलत-ए-इश्क लुटाओ तो कोई बात बने।
जाम ओ सागर से गवारा नहीं पीना मुझको,
अपनी आंखों से पिलाओ तो कोई बात बने।।-
ଆହା କି ସୁନ୍ଦର ଗଜାନନ ବେଶ, ମନେ ଭରି ଦିଏ ଭକ୍ତି ର ସୁବାସ
ନୟନ କୁ ମିଳଇଁ ତୃପ୍ତି ଓ ସନ୍ତୋଷ, ସତ୍ୟ ହୋଇ ରହୁ ଦାସାନୂ ଦାସ ର ଦାସ-
न था कुछ तो ख़ुदा था, कुछ न होता तो ख़ुदा होता।
डुबोया मुझ को होने ने, न होता मैं तो क्या होता।
हुआ जो ग़म से यूँ बेहिस तो ग़म क्या सर के कटने का,
न होता गर जुदा तन से तो जानूं पर धरा होता।
हुई मुद्दत के ग़ालिब मर गया पर याद आता है
वह हर एक बात पर यह कहना के यूँ होता तो क्या होता।
ग़ालिब के कलम से:--
ତବ ଶ୍ରୀମନ୍ଦିର ସିଂହୀ ଦୁଆର କୁ ହୋଇ ମୁଁ ଆସିଛି ପତିତ ଟିଏ
ଛପନଭୋଗି ଙ୍କ ଏ ମାୟା ସହରେ ଦୁଃଖି ର ଦରଦ ପଚାରେ କିଏ ?
ପତିତ ପାବନ ନାମ ବହିଅଛ ପତିତ ଉଦ୍ଧାର ଡେଙ୍ଗୁରା ପିଟୁଛ
ଦୁଃଖ ର ସମୁଦ୍ର ଲହଡି ଭାଙ୍ଗୁଛି ସତେ କି ହୋଇଲ ପାଷାଣ ଟିଏ?
ତୁମେ ସିନା ବସ ରତ୍ନ ସିଂହାସନେ ଛିଣ୍ଡା କତରା ରେ ଦିନ ମୋର ଯାଏ
ତୁମେ ସିନା ଖାଅ ସୁବର୍ଣ୍ଣ ଥାଳିରେ ମୋ ଭୋକିଲା ପେଟ ଉଣ୍ଡାଳେ କିଏ?
ଉତ୍ତପ୍ତ ବାଲି ରେ ତାତେ ଖରା ବରଷାରେ ଦିନ ମୋର କଟେ
ବଡ ସିଂହାର ଠୁ ବୁଢା ଶୃଙ୍ଗାରି ଯେ ନିରନ୍ତରେ ତୁମ ସେବା ରେ ଥାଏ
ବିଦଗ୍ଧ ଜଗତେ ଦୁଃଖ ଅପ୍ରମିତ ଅଙ୍ଗ ଅଙ୍ଗ ମୋର ଦୁଃଖେ ଜର୍ଜରିତ
ଚକା ନୟନରେ ସବୁ ତ ଦେଖୁଛ ଚେଇଁ ଶୋଇବା କୁ କହିଛି କିଏ ?
କିଏ କୁହେ ଏଠି ଜଗତର ନାଥ କିଏ କୁହେ ପୁଣି ଅନାଥ ର ନାଥ
ତୁମ ସେ ହୃଦୟ ପଥର ହୋଇଛି ବାସ୍ତବ "ସତ୍ୟ" କୁ ଜାଣିଛି କିଏ ?-
କି ବର୍ଣ୍ଣିବି ଆହା ସେ ମାଟି ମହିମା, ସେହି ପରା ମୋ ଗାଁ ମାଟି ମା
ଏନ୍ତୁଡ଼ି ନିଆଁ ରୁ ଜୁଇ ନିଆଁ ଯାଏଁ, ସେହି ପରା ମୋ ଆରାଧ୍ୟ ପ୍ରତିମା
ପଲ୍ଲୀ ରୁ ଦିଲ୍ଲୀ ବୁଲି ମୁଁ ଦେଖିଛି, ଶାନ୍ତି ର ପରସ କୋଉଁଠି ନ ପାଇଛି
ଗାଁ ଶେଷ ରେ ସେ ବୁଢା ବରଗଛ , ଶାନ୍ତି ର ଅମୃତ ଧରି ସେ ରଖିଛି-