बड़ी अजीब होती है ये ज़िन्दगी
कभी हसा देती है,
तो कभी रुला देती है..!!!-
Satish Kumar Singh
(S@tish...)
422 Followers · 126 Following
ହେ ମୋର ପ୍ରଭୁ,ପ୍ରତ୍ୟେକ ଦିବସରେ,ସବୁ ପରିବେଶ ରେ,ମୋର ହୃଦୟ ପରିପୂର୍ଣ୍ଣ ଆନ୍ତରିକତା ରେ
ପୁନରାବୃତ୍ତି କର... read more
ପୁନରାବୃତ୍ତି କର... read more
Joined 25 October 2019
25 MAY AT 19:20
25 MAY AT 14:38
पल में है ख़ुशी तो पल में है ग़म
इसी कशमकश में जिये जा रहें हैं हम !!-
25 MAY AT 14:06
ଏମିତି ମୋ ସାଥେ କିଛି ସମୟ ବିତା ତୁ
ଆଖିରେ ବୁଡ଼ି ତୋର କେଉଁଠି ହଜିଯିବି ମୁଁ …-
25 MAY AT 13:28
ମୁଁ ଅପେକ୍ଷା କରିବି
ଏମିତି ଏକା ଏକା ତୁମ ପାଇଁ,
ଏବେ ତ
ଅପେକ୍ଷାର ଆରମ୍ଭ ମାତ୍ର
ଅନ୍ତ କେବେ ମୋତେ ଜଣାନାହିଁ ....-
22 MAY AT 0:06
ମୁଁ ତୋତେ
ଅନୁଭବ ତ କରିପାରୁଛି
ହେଲେ ଛୁଇଁପାରୁନି,
ତୋତେ ଦେଖି ପାରୁଛି ହେଲ
ତୋ ସହିତ ଚାଲିପାରୁନି ନିରବଚ୍ଛିନ୍ନ ଭାବରେ,
ତୁ ମୋ ଜ୍ଞାତ କିମ୍ବା ଅଜ୍ଞାତ ରେ
ମୋ ଭିତରେ ଏମିତି ମିଶିଯାଇସାରିଛୁ ଯେ,
ମୁଁ ଚାହିଁଲେ ବି ନିଜଠାରୁ ତୋତେ ପୃଥକ୍ କରିପାରୁନି ...-
21 MAY AT 23:53
मुँह चुप हो इशारों से बात हो
देर तक घूमते रहे जब तक रात हो
तुम मेरे साथ हो तुम मेरे साथ हो ...-
21 MAY AT 11:56
समय के साथ साथ
मंजिलें भी बदलती रहती हैं
रास्ते बदलने पड़ते हैं
इन मंजिलों तक जाने के लिए ...-