ତୁମେ ସୀମାହୀନ ସମ୍ମୋହନ,
ମୁଁ କାଉଁରୀ ପରଶେ ପ୍ରାଣ ପାଇଥିବା
ଯୁବତୀର ଯଉବନ ।
ତୁମେ କଳା ବଉଦର ମେଘ,
ମୋ ମନ ଆକାଶରେ ଭାସି ଯାଉଥିବା
ବାଦଲ ପଛର ଜହ୍ନ।
ମୁଁ ତୁମ ଚିହ୍ନା ଚିହ୍ନା ମୁହଁ,
ତୁମ ନିଦୁଆ ଆଖିର ସପନରେ ଥରେ
ଆସିଥିଲି ସେହିଦିନ।
ତୁମେ କବିତାର ମଧୁଚ୍ଛନ୍ଦ,
ମୁଁ ଲେଖନୀ ମୁନରେ ଆଙ୍କି ଯାଉଥିବା
କବୀର ଅଝଟ ମନ।-
Moody
Mental
Sentimental
Insta id: @sarmisthakanar7675
Birthday:29th Septembe... read more
ନିର୍ଦ୍ଦେଶକ, ଦ୍ରଷ୍ଟା ବି ସେ
ଖଣ୍ଡିଭୂଜ ମହାବାହୁ,
ଭକ୍ତପାଇଁ ଶିରିକ୍ଷେତ୍ର
ବଡଦାଣ୍ଡେ ଉଭା ସେହୁ।
ତ୍ରିଭୁବନ ପ୍ରକମ୍ପିତ
ନୀଳଶୈଳେ ମହାଜାତ,
ଶ୍ରୀଗୁଣ୍ଡିଚା ଅଭିମୁଖେ
ରଥାରୂଢ ଜଗନ୍ନାଥ।
ଜୟ ଜଗନ୍ନାଥ 🙏-
Karma says," how people treat you is their karma, how you react is yours".
Keep your lips tight..Every slap do not make noise...
-
Nobody
When Random ବୁଢ଼ା ଅଜା sees a cute Little girl...
"ଆଲୋ ନାତୁଣୀ!! ମତେ ବାହା ହୋବୁ??"🙄🙄-
I see you in my thoughts and dreams,
When I awake, how real it seems!!
In those dense forests you are doing your time,
Not being here with me is your only true crime...
I smelled your t shirts,and they smell like you,
Though world around is crowded but lonely without you...
The silence is heart-rending, the nights are so cruel,
This planet is not mine and memories are so brutal...
-
ବେଳେବେଳେ ଜୀବନ ଟା ବୈଶାଖ ର ଦ୍ବିପ୍ରହର ଭଳି ଖାଁ ଖାଁ ଲାଗେ।ମରୁଭୂମି ର ଶୁଖିଲା ବାଲିଝଡ ଦୁଲୁକାଏ ପବନ ଓ ମେଞ୍ଚାଏ ବାଲି ଆଣି ନିରିହ ଓଟ ଟିର ପିଠି ରେ ବାଡେଇ ଦେଇ ଚାଲିଯାଏ ହେଲେ ତାର ସହିବା ଛଡା ଅନ୍ଯ ଉପାୟ ନଥାଏ।କୁଆଡ଼କୁ ଯିବ ସେ!! ଏଇ ମରୁବାଲି ଯେ ତା ଜନ୍ମ ମୃତ୍ୟୁର ଲେଲିହାନ ଅଗ୍ନିଶିଖା।ସେମିତି ଜୀବନର ପ୍ରେସର୍ କୁକର ଭିତରେ ମଣିଷ ମନର ଇଚ୍ଛା ସବୁ ଲୁଣ ହଳଦୀ ପଡି ଅହରହ ଘାଣ୍ଟି ହେଉଥାଏ।ସମୟ କ୍ରମେ ତରଳି ଯାଏ ସିନା ହେଲେ ଭଲ ଭାବେ ସିଝି ପାରେନାହିଁ।...
-
Born in India with general quota, trying to get a Government job.
My aukat to me👇👇-
You know what???
Your haters can vomit shit behind your back..!!
🤣🤣🤣-
घमंड खुद के सही होने की हैं,
बाकी दुनिया गिरगिट है तो हमें क्या...
हमें अपनी ईमान,जान से प्यारी हैं,
कोई खानदानी बेईमान है तो हमें क्या..-