Santwana Panda  
263 Followers · 52 Following

ଅନୁଭବ 🍂🌈
Joined 22 March 2020


ଅନୁଭବ 🍂🌈
Joined 22 March 2020
31 DEC 2021 AT 0:12

Yeahhhhhhhhhh !
Welcome to another year , Ur
Birthday's hereeeee . Wohhhhh !!
H
A
P
P
Y

B
I
R
T
H
D
A
Y

CUTIE 😍❤️🌸🧡

-


14 NOV 2021 AT 20:59

ତା ଆଖିର କୋରଡରେ
ବସା ବାନ୍ଧେ ଲକ୍ଷେ ଆଶା ,
ପରାର୍ଦ୍ଧେ ଗପ ଶୁଣାଇ ଚାଲେ
ସେ ପୂର୍ବ ରାତିର ସ୍ଵପ୍ନ କୁ ଫାନ୍ଦି ।

ମୁଁ ସରମସିକ୍ତା ,
ପଢି ପାରେନି ତା ଅନ୍ତର କୁ ;
ସେ ପୋତି ପକାଏ ମତେ କଅଁଳ
ଅଭିମାନରେ , ସାଉଁଟି ନିଏ ମତେ
ସେଇ ଅବୁଝା ରୂପରେ ।

-


24 OCT 2021 AT 12:24


-


4 OCT 2021 AT 0:21

Dear me ,

let the wrinkles come
with fulfilment ,
let the last night have
a deep sleep .

no matter how much weird
your giggle is ,
the last chuckle will surely
have a peep.

thousands of light years away
exists a constellation ,
u r still a home fr the souls there
characterized as shiny .

-


17 AUG 2021 AT 18:02

ମୁଁ ଦେଖିଛି ,
ଶୁଖିଲା ମାଟିରେ ଏକ କ୍ଷଣର ଅନ୍ତିମ ଆହୂତି ପାଇଁ
ବର୍ଷାବିନ୍ଦୁ କୁ ଅଭିସାରିକା ସାଜିବାର ।

କିନ୍ତୁ ଭିଜାମାଟି ର ବାସ୍ନା ରେ ବତୁରି ବି
ତୁମେ କୁହ " ନିଜତ୍ବ ବିଲୟର ଆକାଂକ୍ଷା ପରିଭାଷା ହୀନ " ।

-


29 JUL 2021 AT 7:51

" ଡିସେମ୍ବର " କୁ ଖୋଜିବା ଲାଗି ତାର
କ୍ୟାଲେଣ୍ଡର ଲୋଡା ନାହିଁ ,
ଅଭିମାନ ର ତୀକ୍ଷ୍ଣ ଶରଭେଦ କରେ ସେ
" ନୂଆ ର ଦେହରେ ପୁରୁଣାର କ୍ଷତ କୁ
ସତେଜ କରିବା ପାଇଁ ।

-


7 JUL 2021 AT 11:52

ବାସ୍ନା ଉଡି ଯାଇଥିବା ନିସ୍ତେଜ ଫୁଲ
ଉପରେ ପାଣି ଛିଞ୍ଚି ,
ତା ସହ ମନ ଭରି କଥା ହୋଇ ପାରୁଥିବା
ମନଟିଏ ତୁମେ ।

-


2 JUL 2021 AT 0:02

Do a favour on urself
nd think that u belong to " u " .
Strive fr d best
nd wait confidently
fr d line that yesssssss
" I got this " .

-


23 JUN 2021 AT 0:12

ତୁମେ ବର୍ଷା ହେଲ
ବୋଲି କଣ ଲିଭେଇଦବ ସବୁ
ପ୍ରଣୟର ଇଚ୍ଛା , ଭୁଲ୍ ବୁଝାମଣା ର ଛିଟା ରେ ।

ସ୍ଵାଭିମାନ ରେ ଜଳି ବହଳେ ପରସ୍ତ ଆତ୍ମୀୟତା
ମାଖି ଅପେକ୍ଷା ର ଛତା ତଳେ ଛିଡ଼ା ହେବା କଣ କମ୍ କଷ୍ଟ ?

-


18 JUN 2021 AT 10:35

ତୁ ଭାବନା ର ଭିଡ଼ରେ ଠିକଣା ହଜାଉ ,
ମୁଁ ନିରବୀ ଯାଉଥିବା କବିପ୍ରାଣ ଟିଏ ।
ତୁ ଭୌଗୋଳିକ ଦୂରତା କୁ ମାପି ଚୁପ ହେଇଯାଉ ,
ମୁଁ ମୋଟେଲ ଛକ ରେ ଦେଖିଥିବା ଚେହେରାକୁ
ରାଜମହଲ ଛକର ବ୍ୟସ୍ତ ମୁହଁ ମାନଙ୍କ ଭିତରେ ଖୋଜେ ।

-


Fetching Santwana Panda Quotes