Sangram Patra  
8 Followers · 5 Following

Joined 17 August 2018


Joined 17 August 2018
9 APR 2020 AT 15:42

ଲକଡାଉନ ଯୋଗୁଁ ଅନେକ ପିଲା ସୁଧୁରିବେ । ଲକଡାଉନ ହଟିଲା ବେଳେ ମଦ, ପୁଡ଼ିଆ ଆଉ ସିଗାରେଟର ପରି ଖରାପ ଅଭ୍ୟାସରୁ ମୁକ୍ତିଯାଇଥିବେ ।

-


10 MAR 2020 AT 13:54

ମଧ୍ୟପ୍ରଦେଶ ଲୋକ କରୋନା ପାଇଁ ଆଉ ଭୟଭୀତ ନୁହଁନ୍ତୁ କାରଣ ଏବେ ସେଠାରେ ମାହୋଲ ପୁରା ଗରମ😉

-


10 MAR 2020 AT 13:07

ବ୍ରସ ରେ ପେଷ୍ଟ ଲଗେଇବା ଠାରୁ ମୁହଁ ଧୋଇବା ଯାଏଁ ଯିଏ ନଳ ଖୋଲିକି ରଖିଥାଏ ସେ କହୁଛି

ହୋଲି ଖେଳି ପାଣି କାହିଁକି ସାରୁଛ?

-


9 MAR 2020 AT 20:27

ଯଦି କାହା ମୁହଁରୁ ନିଜର ଗୁଣ ଗାନ କରାଇବାର ଅଛି ତେବେ ମୁଣ୍ଡଫଟା ରଙ୍ଗ ଲଗେଇଦିଅନ୍ତୁ

ଅଖା ଧୋଉଥିବ ଗୁଣ ଗାଉଥିବ

-


9 MAR 2020 AT 16:38

ନେତା ମାନେ ଏଠି ଯେତେବେଳେ ମନ ସେତେବେଳେ ରଙ୍ଗ ବଦଳାଉଛନ୍ତି

କହୁଛନ୍ତି କଣ ନା ଆମେ ରଙ୍ଗ ଖେଳିବୁନି ।

-


8 MAR 2020 AT 20:45

ମହିଳାଙ୍କୁ ସଶକ୍ତ କରିବା ପାଇଁ ସମସ୍ତେ କାନ୍ଦନ୍ତି
କିନ୍ତୁ
Zoom କରି ଦେଖିଲେ ବି ଆଖିରେ ଲୁହ ଦିଶେନି

-


8 MAR 2020 AT 20:31

ହାତରେ ଆଉ ଗୋଟେ ଦିନ
ପୁରୁଣା ଡ୍ରେସ ଖୋଜାଖୋଜି କରି ରଖିଲଣି ନା ନାହିଁ

-


5 SEP 2019 AT 16:22

ଅସୁବିଧା ସମୟରେ ତୁମେ ଯାହାକୁ ପ୍ରଥମେ ମନେ ପକାଅ ସେହିଁ ତୁମ ପ୍ରକୃତ ବନ୍ଧୁ ।

-


22 JUL 2019 AT 18:03

ମହୁ ବେପାରୀଙ୍କ ବେପାର ମାଡ଼ ।
#ଫେରୁଛନ୍ତିସାରଥୀ

-


18 JUL 2019 AT 12:17

ସାମାଜିକ ଗଣମାଧ୍ୟମରେ ସବୁ ଟୋକା ବୁଢା ହେବାର ଦେଖି ଭାବୁଛି ଏ ବୁଢା ମାନେ ଏବେ କରିବେ କଣ?

-


Fetching Sangram Patra Quotes