Sandhya Rani Sahoo   (Sandhya..✍)
43 Followers · 9 Following

read more
Joined 16 October 2019


read more
Joined 16 October 2019
31 DEC 2024 AT 20:12

ସବୁ ଜାନୁଆରୀ ଆମକୁ ସ୍ବପ୍ନ ଦେଖାଏ,
ଆଉ ଡିସେମ୍ବର ବାସ୍ତବତା
Every January shows us “Dream”
&
Every December brings us “Reality”

-


12 NOV 2024 AT 21:53

A word is just like a meal.Every word has a taste,taste it before you speak.If you don't like it, then don't serve others.

-


26 SEP 2024 AT 20:21

ବର୍ଷା ଗୋ...
ତୁମେ କେଉଁ ରାଇଜର ରାଣୀ...
ବର୍ଷାବିନ୍ଦୁ ତୁମ
କହିଦେଇଯାଏ କାହା
ମନର ଅକୁହା ଅପ୍ରତ୍ୟାଶିତ ବାଣୀ...
ବର୍ଷାବିନ୍ଦୁ ତୁମ
ବର୍ଷିଯାଇଥାଏ କାହା
ହୃଦୟର କୋହ ଓ ଆବେଗକୁ ଛାଣି...
ବର୍ଷା ଗୋ...
ତୁମେ କେଉଁ ରାଇଜର ରାଣୀ...


-


15 APR 2024 AT 0:12

“ସୂର୍ଯ୍ୟାସ୍ତ”
ହେଉଛି ଆକାଶ ଦ୍ୱାରା ସମୁଦ୍ର ପାଇଁ ଲେଖାଯାଇଥିବା
ଏକ ଚିରନ୍ତନ ପ୍ରେମପତ୍ର “💌”

-


20 JUL 2022 AT 0:05

ଦୁନିଆରେ ସବୁଠାରୁ ବଡ଼ ମନୋବିଜ୍ଞାନୀ ହେଉଛନ୍ତି ମା ’ , କିଛି କହିବା ପୂର୍ବରୁ ହିଁ ମୁହଁକୁ ଦେଖି ସବୁ ବୁଝିଯାଇଥାଆନ୍ତି ।

-


20 JUN 2022 AT 20:58

Raindrops on the leaves are like pearls on the beach .

-


17 JUN 2022 AT 20:26

ଆମ ଉପସ୍ଥିତିରେ କେହି ଆମ ବିଷୟରେ ଭଲ କହିବାକୁ ପ୍ରଶଂସା କୁହାଯାଏ ନାହିଁ,
ବରଂ ପ୍ରଶଂସା ତ ତାକୁ କହିବା ଯଦି ସେହି ଭଲ କଥାଟିକ ଆମ ଅନୁପସ୍ଥିତିରେ କୁହାଯାଏ।



-


20 JAN 2020 AT 14:55

जब मेरी दिल कहें..
छोड़ दो उसका हांथ,
अलग हैं जिसका पंथ..
नहीं तुम्हें किस्का जरूरत,
जी ले जिंदेगी अपने साथ..

-


17 OCT 2019 AT 9:45

ଜୀବନରେ ସବୁବେଳେ ସମୟର ସଦୁପଯୋଗ କରିବା ଶିଖ, ନ ହେଲେ ସମୟ ସରିଯାଇଥିବ କେବଳ ଥିବ ଦୁଃଖ, କଷ୍ଟ ଓ ଯନ୍ତ୍ରଣା l

-


11 SEP 2021 AT 17:59

The deepest you search, the
largest you find.

-


Fetching Sandhya Rani Sahoo Quotes