SK Facts
Fact : 4
Sometimes people act opposite, don't react
Treat them accordingly...
Song Reference : चिंगारी कोई भड़के...-
SK Facts
Fact : 3
Silence is preserverence... Loneliness is addicting
Wise use it, fools loose it
Song Reference : आवारापन... बंजारापन ...by KK-
SK Facts
Fact : 2
Time wait for none...
Don't think of them, who has gone...
Song Reference : आने वाला पल... जाने वाला है..-
SK Facts
Fact 1 :
Life is hard when you are exhausted,
Be flexible,
Song Reference : जिंदगी एक सफर है सुहाना...-
तुझे भूलने की कीमत चुका रहा हूं...
तू हरपल यादों में बसी है
और दुनियादारी भूले जा रहा हूँ-
#କବିତା 2.2025
ସ୍ଵପ୍ନ ବିଭୋର ହେଲେ ଜାଗ୍ରତ ମୁଁ....
କପୋଳକଳ୍ପିତ ହେଲେ ବାସ୍ତବ ମୁଁ...
ସମ୍ପୂର୍ଣ୍ଣ ଗଳ୍ପ ର ଅସମ୍ପୁର୍ଣ୍ଣ ଚରିତ୍ର,
ଅନ୍ଧକାର କାନଭାସ୍ ର ଉଦଭାସିତ ଛାୟା ଚିତ୍ର...
ସଜ ଫୁଲ ହେଲେ ପତ୍ରଝଡା ରେ ପତିତ
ବର୍ତ୍ତମାନ ରେ ଆନ୍ଦୋଳିତ ସ୍ମୃତି ଅତୀତ
ପର ନୂହେଁ, ହେଲେ ଏ ମନ
ମୋ ଘର ନୂହେଁ
ହୃଦ ମନ୍ଥନ ର କିୟଦଂଶ
ଆତ୍ମ ଆର୍ତ୍ତନାଦ ର ନୀରବ ପରଶ
ଶୁଣିବ କି? ଅଛ କେହି ସ୍ଥିତପ୍ରଜ୍ଞ ଦ୍ଵିଜ?
ଏ ମୋ ଭାବନା ଯେ ରକ୍ତବୀଜ...
ଶବ୍ଦଭେଦୀ ତୀରେ କି ହେବ ଉପଚାର?
ମର୍ମଭେଦୀ କର ଏହି ଉପକାର... ଦୟା କର, ଦୟା କର 🙏-
Your words are the ultimate reason for your suffering or blessing.
-
Are you still thinking about future? One day that will become past also.
-
When something is special;keep it untouched, otherwise you may loose it.
-