samal Eshani   (💌)
755 Followers · 53 Following

read more
Joined 8 June 2019


read more
Joined 8 June 2019
21 DEC 2022 AT 18:36


ତୁମେ -
ମୋ କଥା କବିତା ପ୍ରେମ ଓ ବିରହ
ଅପେକ୍ଷା ଉପେକ୍ଷା ଆଉ ମୁଠାଏ ମୋହ
ଆଉ ପୁଣି ମୋ ପରିତୃପି ଜ୍ଵଳନ ଦହନ ଆଉ ଶିହରଣ
ପୁଣି ଭୋଗିବା ଭାଙ୍ଗିବା ଆଉ ନିର୍ବାଣ!

-


21 DEC 2022 AT 18:08

All I need is your heart to stay......

-


21 DEC 2022 AT 17:47

ତୁମ ପାଖରେ ସରିଯିବା ରେ ଦୁଃଖ କଣ!
ବରଂ ତୁମ ବିନା ଯଦି ଜୀବନ ଆରମ୍ଭ ହୁଏ
ପୂଳାଏ ଅବଶୋଷ ରହିଯିବ ❤️‍🩹

-


12 DEC 2022 AT 11:34

ତୁମେ ମୋ ଜୀବନ ଗପ ର ଆରମ୍ଭ
ଆଉ ମୋ ଜୀବନ କୁ ସମ୍ପୂର୍ଣ୍ଣ କରୁଥିବା କବିତାର ଶେଷ ଦୁଇ ଧାଡ଼ି........

-


8 OCT 2022 AT 18:56

You make my heart smile
And my eyes shine✨

-


5 OCT 2022 AT 21:11

Sunflower and you are my favorite.......

-


5 OCT 2022 AT 9:44

Muskurahat acchi nehi
Sachi honi chahiye......
Dil harwaqt sacha nehi
Kabhi kabhi bacha hona chahiye.....

-


27 MAY 2022 AT 0:40

Take a deep breath and smile again ❤️

-


26 MAY 2022 AT 23:36

Not the entire song
But few lines of your fvrt song is actually very close to our heart ❤️

-


18 SEP 2019 AT 0:43

ଆଖି ର ଲୁହ କୁ ଓଠରେ ଚାପି।
ଅଜସ୍ର କୋହ କୁ ଛାତି ରେ ଚାପି,
ତୁମ ଆଗ ରେ ଧରା ପଡିଯିବା ଭୟ ରେ ମୁହଁ କୁ ଫଣଫଣ କରି ଚାଲି ଆସିବା।
ସବୁ ଆଜି ଫିକା ପଡିଗଲା----
ଚାରୋଟି ଲଂକା ଆଉ ଗୋଟେ ଆମ୍ବୁଲ ଦଳା ଆଗରେ।
ସତରେ,ବାପା ଜ୍ୱଳନ ଅସହ୍ୟ।

-


Fetching samal Eshani Quotes