तुम शांत ,सीधे से लड़के हो
मैं लड़की थोड़ी सी बावली प्रिये
तुम दूध से दिखने में गोरे हो,
मैं चाय सी हूँ रंग से साँवली प्रिये
मे स्वाद मे हूँ सुखी रोटी सी
तो तुम हो खीर से भी मधुर प्रिये
तुम हिमालय सा मन से स्थिर हो ,
मैं चंचल तटिनी सी आतुर प्रिये-
Insta@sa.ira459
ଆମେ ପରେ ଧନ ସମ୍ବଲପୁରୀଆ
ମନ ଟା ଆମର ଗହୀର ପ୍ରେମ ଦରିଆ
ରହେସୁ ଗୁଟେ ମାଁର୍ ଛୁଆ ଭଳିଆ
ରାଗ ରିସା ଥି ନେ କରୁଁ ଆମେ ମନ୍ ମଏଳା
ସାରା ଜଗତ୍ କେ ଭାବସୁ ନିଜର୍
ପଏର୍ଚ୍ଚା ରଖି ଥିସୁ ମନ୍ ଭିତର୍
କୁନୁଆଁ କେ ଭାବସୁ ଭଗବାନ୍ ଆମର୍
ମନେ ନାଇଁ ରଖୁଁ ପାତର ଅନ୍ତର
ଥିର୍ ମୁରହି ଖାଇ ରହେସୁ ପଛେ
ସନମାନ୍ ନାଇଁ ହାରୁଁ ଦାନାର୍ ଆଶେଁ
ଆମର ଭାଷା ପୋଷାକ ମନ ରସେ
ମହୁ ଝରେ ଆମର ମୁଲକି ହଁସେ
ଚଷା ର ଗୀତ ତାଳେ ନାଚେ ପବନ
ଡାଲଖାଇ ରସରକେଲି ରେ ଝୁମେ ମନ୍
ସାଧା ସରଲ ଆମର୍ ରହନ ସହନ
ଦୋସ୍ତି, ଭାଇଚାରା ଆଏ ଆମର ଜୀବନ୍
କଳା କାରିଗରୀ ଆମର ରକ୍ତେ ବହେସି
ଢୋଲ୍, ନିଶାନ୍ ତାଲେ ଦୁନିଆଁ ଝୁମସି
କେତେ କେତେ କଳାକାର୍ ଆମର ଇ ମାଟି
ଲେଖି ଯାଇଛନ୍ କେତେ ଗରବର୍ ଗୀତି
ଗୁଟେ ହେଇ ରହେସୁଁ ନେ କରୁଁ କଳି କଜିଆ
ସମଲେଇ ମାଁ ର୍ ଛୁଆ ଆମେ ସମ୍ବଲପୁରୀଆ
-
ଆମେ ପରେ ଧନ ସମ୍ବଲପୁରୀଆ
ମନ ଟା ଆମର ଗହୀର ପ୍ରେମ ଦରିଆ
ରହେସୁ ଗୁଟେ ମାଁର୍ ଛୁଆ ଭଳିଆ
ରାଗ ରିସା ଥି ନେ କରୁଁ ଆମେ ମନ୍ ମଏଳା
ସାରା ଜଗତ୍ କେ ଭାବସୁ ନିଜର୍
ପଏର୍ଚ୍ଚା ରଖି ଥିସୁ ମନ୍ ଭିତର୍
କୁନୁଆଁ କେ ଭାବସୁ ଭଗବାନ୍ ଆମର୍
ମନେ ନାଇଁ ରଖୁଁ ପାତର ଅନ୍ତର
ଥିର୍ ମୁରହି ଖାଇ ରହେସୁ ପଛେ
ସନମାନ୍ ନାଇଁ ହାରୁଁ ଦାନାର୍ ଆଶେଁ
ଆମର ଭାଷା ପୋଷାକ ମନ ରସେ
ମହୁ ଝରେ ଆମର ମୁଲକି ହଁସେ
ଚଷା ର ଗୀତ ତାଳେ ନାଚେ ପବନ
ଡାଲଖାଇ ରସରକେଲି ରେ ଝୁମେ ମନ୍
ସାଧା ସରଲ ଆମର୍ ରହନ ସହନ
ଦୋସ୍ତି, ଭାଇଚାରା ଆଏ ଆମର ଜୀବନ୍
କଳା କାରିଗରୀ ଆମର ରକ୍ତେ ବହେସି
ଢୋଲ୍, ନିଶାନ୍ ତାଲେ ଦୁନିଆଁ ଝୁମସି
କେତେ କେତେ କଳାକାର୍ ଆମର ଇ ମାଟି
ଲେଖି ଯାଇଛନ୍ କେତେ ଗରବର୍ ଗୀତି
ଗୁଟେ ହେଇ ରହେସୁଁ ନେ କରୁଁ କଳି କଜିଆ
ସମଲେଇ ମାଁ ର୍ ଛୁଆ ଆମେ ସମ୍ବଲପୁରୀଆ
-
अर्ज़ किया है,,
तेरी मोहब्बत पर एक ग़ज़ल लिखूंगी
नज़र की नज़र से ताज-महल लिखूंगी
जिन बातों ने गुमराह कर रक्खा था हमे
उन बातों को में दावत-ए-अजल लिखूंगी
आधी अधूरी सी तुझे एक सफर लिखूंगी
सेहद के लिए जान तुझको ज़हर लिखूंगी
के जिन गलियों में हमने हारा है ख़ुदको
तेरे आंखों को मैं वो फ़रेबी सहर लिखूंगी
सब्त कर तेरे सूरत-ए-जेबां को दिल में
कागज़ पर तुमको एक हँसी पल लिखूंगी
बेसक मेरे इस दर्द-ए-दिल की वजह तू है
फिर भी तुम्हे हर परेशानी का हल लिखूँगी
के तेरी मोहब्बत पर एक ग़ज़ल लिखूंगी
जमाने को कर पीछे तुझे अव्वल लिखूंगी
-
"ମୁଇଁ ତୁମର ସାବିତ୍ରୀ"
ଛାଇ୍ ହେଇ ତୁମର୍ ସଂଗେ ସଂଗେ ଥିମି ଚାଲୁ ଥିମି ହାଥ ଧରି
ଦେବତା ସମାନ୍ ମୋର୍ ସତବାନ୍ ତୁମେ ମୁଇଁ ତୁମର୍ ସାବିତିରି
ମରଣ୍ ସଂଗେ ଭି ଲଢ଼ି ଜିମି ଯଦି ଆସେ ତୁମର୍ ଉପରେ ବିପଦ୍
ଦାସୀ ହେଇ ତୁମର୍ ସେବା କରୁ ଥିମି ଦିହେଁ ଥିଲା ଯାଏ ରକତ୍
ତୁମର ଖୁସି ଥି ମୁଇ ହସି ଦେମୀ ଟିକେ ଦୁଖ୍ ଦରଦ ଭୁଲି ଜିମି
ସାତ୍ ଜନମ୍ ତକ୍ ଜୀବନ୍ ସାଥି ହେଇ ପାଖେ ପାଖେ ରହି ଥିମି
ସୁନା ରୁପା ଠାନୁ ଦାମୀ ଅୟେ ସିନେ ମୋର୍ ହାଥର୍ ଲାଲ୍ ଶଙ୍ଖା
କଜଲ୍ ଅରତା ସିନେ ସୂନ୍ଦର୍ କରେ ମତେ ପୁରା କରେ ଲାଲ୍ ମଥା
ଧନ୍ ସମ୍ପଦ୍ ସବୁ ଛାର ଅୟେ ଗୋ ତୁମେ ଥିଲେ ଏକା ମୁଇଁ ଧନୀ
ହସ ଖୁସିର ଇ ମହଲେ ଆମର୍ ତୁମେ ରାଜା ହେଲେ ମୁଇଁ ରାଣୀ
ଚମକୁ ଥାଉ ସଦା ମଥାର୍ ସିନ୍ଦୁର୍ ମୋର୍ ଖନକୁ ଥାଉ ହାତର୍ ଚୁଡି
ଏତକି ଗୁହାରି ମୋର୍ ଶଙ୍କର୍ ଗୌରୀ ଅମର୍ ରହୁ ଆମର୍ ଇ ଜୁଡି
-
में धरा पर रेत सा बिखरता हुआ
तुम पहली बरसात की छटा प्रिये
में खुश्क दरख्तों सा हूँ मौन खड़ा
तुम शवन की दिलकश घटा प्रिये-
रूठ गई है बाहार चमन से
जबसे तुम गए हो
फूल बिछड़ गए गुलसन से
जबसे तुम गए हो
तर्क-ए-उल्फत ने उफ्फ
क्या अज़ीयत की है
रूह जुदा हो गयी बदन से
जबसे तुम गए हो
-
ବଛର କେ ଥରେ ଆଇଛେ ଦେଖ
ଆମର ନୂଆଖାଇ ପରବ
ପଚିମ ଓଡ଼ିଶାର ଗଣପର୍ବ ପରେ
କୋଶଳ ମାଟିର ଗରବ
ଯିଏ ଯହିଁ ଅଛ ଭାଇ ବୁହେଁନ ମନେ
ଘର ଆଡ଼େ ଆସ ଧାଇଁ
ଗୁଟେ ହେଇ କରି ମିଳି ମିଶି ଆମେ
ଖାଏମା ନୂଆଖାଇ
କୁରେପତର ସଂଗେ ମହୁଲ ପତର
ଖଲି ଦନାର ବତର
ଚାଲ ଭାଇ ଦଦା ହେଲା ନାଇଁ କର
ଧାଇଁ ଆସ ତରତର
ଲିପା ପୁଛା କରି ଘର ଦୁଆର କେ
କରିପକ ସଫା ସୁତର
ନୂଆ ଧାନ ସଂଗେ ନୂଆ ମାନ ଆନି
ମାର ପାଦେ କର୍ମା ଜୁହାର
ରାଗ ରିସା ସବୁ ମନୁ ଭୁଲି ଜିମା
ଭାଇ ଭାଇ ଜିମା ମିଶି
ଦୟା କରି ଥାଉନନ ମା ସମଳେଇ
ରହି ଥାଉଁ ହସି ଖୁସି
-
ବଛର କେ ଥରେ ଆଇଛେ ଦେଖ
ଆମର ନୂଆଖାଇ ପରବ
ପଚିମ ଓଡ଼ିଶାର ଗଣପର୍ବ ପରେ
କୋଶଳ ମାଟିର ଗରବ
ଯିଏ ଯହିଁ ଅଛ ଭାଇ ବୁହେଁନ ମନେ
ଘର ଆଡ଼େ ଆସ ଧାଇଁ
ଗୁଟେ ହେଇ କରି ମିଳି ମିଶି ଆମେ
ଖାଏମା ନୂଆଖାଇ
କୁରେପତର ସଂଗେ ମହୁଲ ପତର
ଖଲି ଦନାର ବତର
ଚାଲ ଭାଇ ଦଦା ହେଲା ନାଇଁ କର
ଧାଇଁ ଆସ ତରତର
ଲିପା ପୁଛା କରି ଘର ଦୁଆର କେ
କରିପକ ସଫା ସୁତର
ନୂଆ ଧାନ ସଂଗେ ନୂଆ ମାନ ଆନି
ମାର ପାଦେ କର୍ମା ଜୁହାର
ରାଗ ରିସା ସବୁ ମନୁ ଭୁଲି ଜିମା
ଭାଇ ଭାଇ ଜିମା ମିଶି
ଦୟା କରି ଥାଉନନ ମା ସମଳେଇ
ରହି ଥାଉଁ ହସି ଖୁସି
-
ଆସ ଆସ ହେ ଗଜାନନ ଚଢି ମୂଷିକ ବହନ
ଭକତ ଜଗିଛି ଆତୁରେ ଦିଅ ଶୁଭ ଦରଶନ।
ଭାଦ୍ର ଶୁକ୍ଳ ଚତୁର୍ଥୀ ରେ କର ବାରେ ପଦାର୍ପଣ
ଅଗ୍ର ପୂଜ୍ୟ ଲମ୍ବୋଦର ତୁମେ ଗିରିଜା ନନ୍ଦନ।
ଘେନ ଆହେ ବିନାୟକ ମୋର ଭକତି ସୁମନ
ମନ ପ୍ରାଣ ତଵ ଶ୍ରୀ ଚରଣେ କରୁଛି ଅର୍ପଣ ।
ଭକ୍ତି ଭାବେ କରେ ଯେ ପ୍ରାଣୀ ତୁମ୍ଭଙ୍କୁ ସ୍ମରଣ
ଜନ୍ମ ଜନ୍ମାନ୍ତର ପାପ ରିଷ୍ଟ ତାର ହୁଅଇ ଖଣ୍ଡନ।
ମୁଢ ମତି ଜ୍ଞାନ ଲଭେ ମହାମୂର୍ଖ ହୁଅଇ ବିଦ୍ୱାନ
ତୁମ୍ଭ ଦୟା ବଳେ ମିଳେ କେତେ ମାନ ସମ୍ମାନ ।
ଦେଖାଅ ସୁପଥ ତୁମେ ଚିତ୍ତେ ଭାରି ଦିଅ ଜ୍ଞାନ
କର ସୁଦୟା ମୋ ଠାରେ ହେ କରୁଛି ପ୍ରଣାମ ।
ସକଳ କାର୍ଯ୍ୟ ର ଅଦ୍ୟ ତୁମ୍ଭେ ବିଘ୍ନ ବିନାଶନ
ଧୂପ,ଦୀପ,ଦୁବ ଯାଚି ଏ ନିଶ୍ୱ କରୁଛି ଆହ୍ୱାନ।
ରିଦ୍ଧି ଦାତା ସିଦ୍ଧି ଦାଦା କର ସର୍ବସ୍ୱ କଲ୍ୟାଣ
ତଵ ପୟ ପୂଜି ମିଳୁ ଏ ଅକିଞ୍ଚନ କୁ ନିର୍ବାଣ ।
ଉଦୟ ହଉ ସଦ ଜ୍ଞାନ ବାରେ ଦିଅ ବରଦାନ
ମୋ ଲେଖନୀ ରୁ ଝରୁଥାଉ ସଦା ତୁମରି ଜଣାଣ।-