ମୋ ବାପା!
ଅଧିକ ଭାବେ ଆଜି ଅଳପ ଲେଖେ
ମନେ ରହିଯାଏ ଅନେକ ଅକୁହା କଥା!
ପରିଚୟେ ଯା'ଙ୍କ ବାଟ ଚାଲେ ମୁହିଁ
ସିଏ ବାପା ମୋର ପବିତ୍ର ଗାଥା!
ତାଙ୍କ ସୁନ୍ଦର ହୃଦୟ, ସୁନ୍ଦର ସୃଜନୀ
ଅଟେ ଏକ ଆଦର୍ଶ ମଣିଷର ଚି଼ହ୍ନ!
ମିଠା କଥା, ମିଠା କବିତା ପଢି
ମୋ ବାପା କିଣନ୍ତି ସଭିଙ୍କ ମନ!
କର୍ମ ପରିଚୟ,କର୍ମ ଅଟେ ସଦା
ତାଙ୍କ ଦୁଃଖର, ସୁଖର ସଚ୍ଚୋଟ ସାଥି!
ସେବା, ତ୍ୟାଗ ତାଙ୍କ ଜୀବନର ବ୍ରତ
ନଥାଏ ସେଥିରେ କେବେ ତାଙ୍କର ବିରତି!
ପିତୃ ଦିବସେ ଆଜି ଶୁଭ ମନାସୁଛି
ସୁନ୍ଦର ସ୍ୱାସ୍ଥ୍ୟ ସହ ହୁଅ ଦୀର୍ଘାୟୁ!
ରହିଥାଅ ସଦା ମୋ ଆଦର୍ଶ ହୋଇ
ପଛେ ଲାଗୁ ତୁମକୁ ମୋ ଆୟୁ!
-
କେବେ ସିଏ ଗୁରୁ ହୋଇ ଶିଖେଇ ଦିଏ
ପୁସ୍ତକ ବାହାର କାଇଁ କେତେ ଯେ ଶିକ୍ଷା!
ସିଏ ପୁଣି ବନ୍ଧୁ ହୋଇ ଲୁହ ପୋଛେ
ପୁଣି ହସରେ ସାଙ୍ଗ ହେଇ ହସେ!
ସିଏ ଯେବେ ହୁଏ ଭାଇ କି ଭଉଣୀ
ହସି ହସି ସହିଯାଏ ସବୁ ଅଳି, ଅଝଟ!
ସବୁ ଚରିତ୍ରକୁ ସୁଚାର ରୁପରେ ତୁଲାଏ
ହେଲେ ବିରତି ନିଏନି କି ଥକି ଯାଏନି!
କେବେ ସିଏ ହୁଏ କୁନ୍ତୀ, କେବେ ଗାନ୍ଧାରୀ,
କେବେ ହୁଏ ଯଶୋଦା, ପୁଣି କେବେ କୈକେଇ!
ଦୁନିଆର ଯାବତୀୟ କଷ୍ଟକୁ ହସି ହସି
ପାନ କରିଯାଏ ନୀଳକଣ୍ଠ ପରି!
ସିଏ ମା, ପୋଥି, ପୁରାଣ, ଇତିହାସ ହେଉ
ଅବା ହେଉ ରଙ୍ଗୀନ ପରଦାର କାହାଣୀ
ତା ପ୍ରେମରେ କେବେ ଛଳନା ନ ଥାଏ
ବରଂ ଆଶୀର୍ବାଦେ ଥାଏ ଶତ ସିଂହର ଶକ୍ତି!
-
ସିଏ ସମ୍ଭାବନାର ପ୍ରତିଛବି
ଆଙ୍କି ଦେଇଯାଏ ସ୍ୱପ୍ନରେ
ରାତି ପାହାନ୍ତାରେ ଅବା
ସୁରୁଜ ନଇଁଲା ବେଳେ
ମନେ ଦେଇଯାଏ ବାସ୍ନା
ଶହେ ସଜ ଫୁଲର
ଜଗାର ବଡ ଦେଉଳେ
ଅବା ସ୍ମଶାନର ଜୁଇରେ
ଆଖିରେ ଦେଇଯାଏ ଆଶା
ଏକ ସୁନେଲି ଦୁନିଆର
ହଜାରେ ଭିଡ ଭିତରେ
ଏକାନ୍ତରେ ଅବା ନିରୋଳାରେ!-
It takes time and reflection
to find yourself again.
Go back to the stories that
Moved you..
Things that inspired you
And people who made you feel alive
You're your own sunshine,
A beautiful poetry
And pretty soul
Who's gonna rule this world.-
Still there is a child inside me
Asking why I turned so rude
Why that curiosity inside me is dieing
Why my tiny heart is becoming a
Stone day by day...
Why I am not crying over silly things
Why I'm not asking for attentions
The child is asking me
Why I have grown so much
That even not needing mom's
Lap to cry so hard as before !?-
A society that makes you feel comfortable is a society that helps you to grow
-
Rains
Oh rain, rain, rain
I love you rain
and I will do so.
You are my pain keeper
and my smile booster
you are my aroma of happiness
and relief of my stress.
Oh rain, rain, rain
I love you rain
I miss you and I really do
you scare me a little
and excite a lot.
your every drops fall down
encourage me to up
your every drops touch me
feel the true love
your every drops touch the ground
prove the whole life is a cycle .
Oh rain, rain, rain
I love you rain
do you remember
those rains were sliding down
on my whole body and face
among with my tears
everyone was enjoying there
non of them noticed my tears
I'm truly thankful to you rain
as you hided my pain
-