Sachin Behera   (༄ᶦᶰᵈ᭄✿SBPabitra✿)
57 Followers · 8 Following

read more
Joined 19 June 2020


read more
Joined 19 June 2020
15 JUL AT 3:44

ବୁଝିପାରୁନି ଆପଣ ଙ୍କ ନିକଟରେ ପହଞ୍ଚି ପାରୁଛି କି ନାଇଁ ପରନ୍ତୁ ସତ ଚେଷ୍ଟା କରୁଛି ନିଶ୍ଚିତ ପହଞ୍ଚି ପାରିବି।
କେବଳ ଆପଣ ଙ୍କ କରୁଣା ହେଲେ ତାହା ସମ୍ଭବ ପର ହୋଇପାରିବ, ଥରେ ମୋ ହାତ ଧରି ଟାଣିନିଅ ଠାକୁରେ।।

-


14 JUL AT 3:05

ଆମେ ମନୁଷ୍ୟ ମାତ୍ର।
ଭଗବାନ ଙ୍କ ଆଶୀର୍ବାଦ ଏବଂ କରୁଣା ହେଲେ ଆମକୁ ଦଦରା ନାଆ ରେ ଏ ନର୍କ ଯନ୍ତ୍ରଣା ରୁ ପାର କରିପାରିବେ।

-


10 JUL AT 22:47

ଆମେ ମନୁଷ୍ୟ ଭଗବାନ ଙ୍କ ଏକ ସୁ ସଜ୍ଜିତ ଉପହାର।।
ଏ ଦୁନିଆ ରେ ନିଃସ୍ୱାର୍ଥପର ଅନ୍ୟକହାର ଅସମୟରେ ସାହାଯ୍ୟ କର ଭଗବାନ ତୁମକୁ ନିଶ୍ଚିତ ସାହାଯ୍ୟ କରିବେ।

।।ଜୟ ସଙ୍କଟ ମୋଚନ ମହାବଳି ହନୁମାନ।।

-


27 MAR AT 0:06

ଏ ସମୟ କେତେ କରାଳ ଯେ ମୋତେ ଛାୟା ଶୂନ୍ୟ କରି ଏ ଦୁନିଆରେ ଛାଡ଼ିଦେଇଛି।

-


11 MAR AT 7:39

ଏ ଦୁନିଆ ଭାରି ସ୍ୱାର୍ଥପର ଲୋକେ ଖାଲି ଅନ୍ୟକୁ ପରିହାସ ଆଉ ଯନ୍ତ୍ରଣା ଦେବା ସିଖିଛନ୍ତୀ ପରନ୍ତୁ କାହା ଯନ୍ତ୍ରଣା ଶୁଣିବାକୁ କାହା ପାଖେ ସମୟ ନାଇ।।

-


7 JAN AT 7:58

ବାପା ଆଜି ବି ବିଶ୍ୱାସ ହଉନି ଯେ ତୁମ ହସିଲା ମୁହଁ ମୋଠାରୁ ହଜି ଯାଇଛି ବୋଲି।
ବହୁତ ମନେ ପଡୁଛି ବାପା।
କେବଳ ତୁମ ଫଟୋ କୁ ଷ୍ଟାଟସ୍ ରେ ଦେଖି ଦେଖି ବୁଝିବାକୁ ହଉଛି।

-


15 DEC 2024 AT 18:37

ଯେବେ ଏ ମନୁଷ୍ୟରୂପୀ ଠାକୁର ସତ ଚେଷ୍ଟା ପରେ ହରିଯାନ୍ତି କେବଳ ନିଜ ମନ ର ଠାକୁର ସବୁରି ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିପାରନ୍ତି ।।

-


11 NOV 2024 AT 22:00

ମନୁଷ୍ୟ ର ରାଗ ଆଉ ଅଭିମାନ ଏତେ ନିଜର ହୋଇଯାଏ ଯେ ନିଜର ଥିବା ମନୁଷ୍ୟ କେଇ ସେକେଣ୍ଡ ରେ ଦୂରେଇ ଯାଏ।।

-


27 SEP 2024 AT 7:13

ସାମାନ୍ୟ କେଇ ରାଗ ଓ ଅଭିମାନ ମନୁଷ୍ୟ ର ସର୍ବନାଶ କରିଥାଏ।
ଏ ସବୁ କୁ ମନ ରେ ଜାଗା ଦବା ପୂର୍ବରୁ ଭଗବାନ ଙ୍କୁ ଏ ମନ ସମର୍ପଣ କରିଦେବା ବହୁ ମୂଲ୍ୟବାନ ଅଟେ।।

-


9 SEP 2024 AT 20:17

ଶଗଡ଼ ଚକ ର ଉପର ପାହ୍ୟା ତଳକୁ ନିଶ୍ଚିତ ଆସିବ ତଥାପି ନିଚ ପାହ୍ୟା କୁ ଉପରେ ପାହ୍ୟା ଏତେ ଦାଉ ସାଧେ କାହିଁ କେଜାଣି।

ଏ ଦୁନିଆ ର ନୀତି ଗତି ଏବଂ ନିୟତି କୁ ଜାଣି ବି ମନୁଷ୍ୟ ମାର୍ଜିତ ହୁଏ ନାହିଁ??

-


Fetching Sachin Behera Quotes