ଆଖିରୁ ଗଲେ ମନରୁ ଯାଏ...
-
Rasmita pradhan
(Rasmi)
73 Followers · 46 Following
Joined 30 June 2018
18 APR 2021 AT 13:50
କାଲିବି ଅମାନିଆ ଥିଲୁ ତୁ
ଆଜିବି ଅମାନିଆ ଅଛୁ ତୁ
ହେଲେ ବୁଝୁନୁ କାହିଁକି ?
ଏବେବି ତୋ ପ୍ରେମରେ ପାଗେଳୀ ମୁଁ...-
1 JUL 2018 AT 8:56
ବନ୍ଧୁତାରୁ ଆରମ୍ଭ ହୁଏ ପ୍ରେମ, କିନ୍ତୁ ସେହି ପ୍ରେମ ଦିନେ ବନ୍ଧୁତାକୁ ଶେଷ କରିଦିଏ ।
-
30 MAR 2021 AT 20:49
ଦିନେ ମୋର ନିଃସଙ୍ଗତାର ସାଥୀ ହୋଇଥିଲୁ ତୁ
ସୁଖ ଦୁଃଖରେ ସାଥୀରେ ରହିବୁ କହିଥିଲୁ ତୁ
ତାହେଲେ ଆଜି କାହିଁକି ନିଃସଙ୍ଗ ମୁଁ ?-
27 AUG 2020 AT 23:59
अतीत तो वापस आता नहीं
भविष्य के बारे मैं भी कुछ पता नहीं
ये वर्तमान मैं कुछ होता नहीं
-
27 AUG 2020 AT 23:38
Ye Sala Instagram hai ? Ya fir Mann padhne Wala machine...
Jab bhi ise kholo mood ke hisab se quote nikalta hai...-